Browsing Tag

balangir news

ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଜମାକାରୀ ଶିକ୍ଷା ଓ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ସା-ଧନ ନୂଆଦିଲ୍ଲୀ ସହାୟତାରେ ତଥା ସମ୍ପର୍କ ଫିନ୍ ସର୍ଭିସେସ ପ୍ରାଇଭେଟ୍ ଲିମିଟେଡ ଦ୍ୱାରା ଏକ ଜମାକାରୀ ଶିକ୍ଷା ଏବଂ ସଚେତନତା କର୍ମଶାଳା ସ୍ଥାନୀୟ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରଠାରେ ଆୟୋଜିତ ହୋଇଯାଇଛି । ମୁଖ୍ୟ ଅତିଥି…
Read More...

ମଝା ରାତି ଟରକ୍‌ ପଛ୍‌ଆଡେ଼ ଜୁଗିଥିଲା କାଲ୍‌ : ସାଆଁଟି ନେଲା ୨ ଝନ୍‌ ଛୁଆର୍‌ ସାଙ୍ଗେ ୫ ଝନ୍‌କର୍‌ ପରାନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଝା ରାତି ଟରକ୍‌ ପଛ୍‌ଆଡେ଼ ଜୁଗିଥିଲା କାଲ୍‌ । ସାଆଁଟି ନେଲା ୨ ଝନ୍‌ ଛୁଆର୍‌ ସାଙ୍ଗେ ୫ ଝନ୍‌କର୍‌ ପରାନ୍‌ । ଗଲା ରାତିର୍‌ ପାଖାପାଖି ୧୧ ବଜେ ବଲାଙ୍ଗିର ସହର୍‌ ଠାନୁ ୩ କିଲୋମିଟର୍‌ ଧୁରିଆ ବଲାଙ୍ଗିର-ସମ୍ବଲପୁର ରୋଡ଼ ଛୁଇବନ୍ଧ ପାଖେ ଘଟିଛେ ଏନ୍‌ତା…
Read More...

ୱାର୍ଡ ନଂ.୧୩ ଓ ୧୫ର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଧାରଣା ଓ ବିକ୍ଷୋଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ କଚେରୀ ଛକଠାରେ ୱାର୍ଡ ନଂ.୧୩ ଓ ୧୫ର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରାଣୀବନ୍ଧ ଏବଂ ପ୍ରତାପସାଗର ବନ୍ଧର ପୁନଃ ଉଦ୍ଧାର ଦାବୀରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ରାଣୀବନ୍ଧ ଓ ପ୍ରତାପସାଗର ବନ୍ଧ ବଲାଙ୍ଗିର…
Read More...

ଆନ୍ଦୋଳନରେ ଅମଲା ସଂଘ : ସରକାରୀ କାର୍ଯରେ ବାଧା, ହିତାଧିକାରୀ ହନ୍ତସନ୍ତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟ ମିଳିତ ଅମଳା ସଂଘର ଆହ୍ୱାନ ତଥା ଜିଲ୍ଲା ମିଳିତ ଅମଲା ସଂଘର ନିର୍ଦ୍ଦେଶ କ୍ରମେ ଜୁନ ଏକ ତାରିଖରୁ ସମସ୍ତ ବିଭାଗର ଅମଲାମାନେ ଏକମାତ୍ର ଦାବୀ ଲେଭେଲ ୯, ଗ୍ରେଡ ପେ ୪୨୦୦ ନେଇ ସମୁହ ଛୁଟିରେ ଯାଇଥିବା ବେଳେ ଆଜିକୁ ୧୩ ଦିନ ହେଲା ଜନ ସାଧାରଣ ବିଭିନ୍ନ…
Read More...

କଳାଧାମ ଉତ୍ସବ ୨୦୨୩ ଆୟୋଜିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚିତ୍ର, ସଙ୍ଗୀତ ଓ ନୃତ୍ୟ ମହାବିଦ୍ୟାଳୟ କଳାଧାମ ଆର୍ଟ ଇନ୍‌ଷ୍ଟିଚ୍ୟୁଟ, ବଲାଙ୍ଗିର ଦ୍ୱାରା ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟଠାରେ କଳାଧାମ ଉତ୍ସବ -୨୦୨୩ ମହାସମାରୋହରେ ଆୟୋଜିତ ହୋଇଯାଇଛି । ମଧୁସୁଦନ ନାଏକଙ୍କ ସଭାପତିତ୍ୱରେ ପୌରାଧ୍ୟକ୍ଷା,…
Read More...

ବଲାଙ୍ଗିରରେ ଗଂଜେଇ ହାଟ, ପୁଣି ୯୨୦ କେଜି ଗଂଜେଇ ଧରିଲା ବଲାଙ୍ଗିର ପୋଲିସ : ଟ୍ରକ୍‌ ଜବତ୍‌, ଡ୍ରାଇଭର୍‌ ଗିରଫ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଗଂଜେଇ ହାଟ । ଏଇ କିଛି ଦିନ ଭିତରେ ତୁହାକୁ ତୁହା ଗଂଜେଇ ଚୋରା ଚାଲାଣକାରୀଙ୍କୁ ପୋଲିସ କାବୁ କରିବା ସହ ଗଦା ଗଦା ଗଂଜେଇ ଜବତ୍‌ କରୁଛି । ପୁଣି ଆଜି ଭୋର୍‌ ସାଢେ ୫ଟା ସମୟରେ ଗଂଜେଇ ଚୋରା ଚାଲାଣ ବେଳେ ପୋଲିସ ହାତରେ ଲାଗିଛି ଏକ ଗଂଜେଇ ବୋଝେଇ…
Read More...

ବଲାଙ୍ଗିରଠାରେ ଶିଶୁ ଶ୍ରମିକ ନିରାକରଣ ପାଇଁ ସଚେତନତା ବୈଠକ

ବ୍ୟାପକ ଜନସଚେତନତା ଉପରେ ଗୁରୁତ୍ଵାରୋପ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ବଲାଙ୍ଗିର ଜିଲ୍ଲା ପ୍ରଶାସନ, ଏଡ୍‌ ଏଟ୍‌ ଏକ୍ସନ ଓ ୟୁନିସେଫ୍‌ ଦ୍ୱାରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ବଲାଙ୍ଗିର ଜିଲ୍ଲାରେ ଶିଶୁ ଶ୍ରମିକ ନିରାକରଣ ସମ୍ପର୍କିତ ଏକ…
Read More...

ମହାରାଣୀସାଗରର ଉନ୍ନତିକରଣ ପାଇଁ ପୌରପାଳିକାର ଶିଳାନ୍ୟାସ

୧୨ କୋଟି ୧୮ଲକ୍ଷ ଟଙ୍କାରେ ହେବ ପୁସ୍କରିଣୀର ପଙ୍କୋଦ୍ଧାର ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମହାରାଣୀ ସାଗରର ଉନ୍ନତିକରଣ ପାଇଁ ବଲାଙ୍ଗିରରେ ରାଜନୀତି ଜୋର ଧରିଛି । ଆଜି ମହାରାଣୀସାଗର ପୁସ୍କରିଣୀର ଉନ୍ନତିକରଣ ପାଇଁ ପୌରପାଳିକା ପକ୍ଷରୁ ଶିଳାନ୍ୟାସ କରାଯାଇଛି । ରାଜ୍ୟ…
Read More...

ସହିଦ ଧରମସିଂମାଝୀ ମାନଧାତାଙ୍କ ବିଷୟରେ ଏନ୍‌ସିଆର୍‌ଟିର ପାଠ୍ୟକ୍ରମରେ ସାମିଲ ଦାବୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତୀୟ ସ୍ୱାଧୀନତା ସଂଗ୍ରାମ ପୂର୍ବରୁ ୧୮୫୩ ମସିହାରେ ବ୍ରିଟିଶ ଶାସନ ବିରୁଦ୍ଧରେ ସଂଗ୍ରାମ ଆରମ୍ଭ ହୋଇଥିଲା । ତତ୍‌କାଳୀନ ପାଟଣା ଗଡଜାତର ଆଟଗାଁ ଜମିଦାର ଅନ୍ୟାନ୍ୟ ଆଦିବାସୀ ସଂଗ୍ରାମୀଙ୍କ ସହିତ ମିଶି ଏହି ଲଢେଇ କରିଥିଲେ । ଗଞ୍ଜାମର ଘୁମୁସର ଅଞ୍ଚଳରୁ…
Read More...

ଜିଲ୍ଲାରେ ବଢୁଥିବା ଅପରାଧିକ କାର୍ଯ୍ୟକଳାପକୁ ହ୍ରାସ କରିବା ପାଇଁ ବଲାଙ୍ଗିର ପୋଲିସର ତନାଘନା ତଦନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଦିନକୁ ଦିନ ଅପରାଧିଙ୍କ ଅପରାଧିକ କାର୍ୟ୍ୟକଳାପ ବୃଦ୍ଧି ପାଉଥିବା ବେଳେ ଏହାକୁ ରୋକିବା ପାଇଁ ବଲାଙ୍ଗିର ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ସମସ୍ତ ପୁଲିସ ଥାନାଗୁଡିକରେ ବଳିମ୍ବିତ ରାତ୍ରୀରେ ପୋଲିସ ପକ୍ଷରୁ ରାସ୍ତାରେ ଯାଉଥିବା…
Read More...