Browsing Tag

balangir news

ମହର୍ଷି ବୁଦ୍ଧରାମ ଡିଗ୍ରୀ ମହାବିଦ୍ୟାଳୟର ପ୍ରଥମ ବାର୍ଷିକୋତ୍ସବ

ଶିକ୍ଷାର ବିକାଶରେ ଅଞ୍ଚଳର ବିକାଶ ହେବ - ମନ୍ତ୍ରୀ ନିରଂଜନ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ତରଭା ବ୍ଲକ ମେଣ୍ଡା ସ୍ଥିତ ମହିର୍ଷି ବୁଦ୍ଧରାମ ମହାବିଦ୍ୟାଳୟର ପ୍ରଥମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ସଚିଦାନନ୍ଦ ରଥଙ୍କ ସଭାପତିତ୍ୱ ଓ ଅଧ୍ୟାପକ ପ୍ରିୟବ୍ରତ
Read More...

ବଲାଙ୍ଗିର ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ୩୪ତମ ସଡ଼କ ସୁରକ୍ଷା ସପ୍ତାହ ସଚେତନତା ରେଲି ସହିତ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିନକୁ ଦିନ ସଡକ ଦୁର୍ଘଟଣାର ସଂଖ୍ୟା ବଢି ବଢି ଚାଲିଛି । ସେହିପରି ଆହୁରି ମଧ୍ୟ ନିଶାଶକ୍ତ ଅବସ୍ଥାରେ ଦୁର୍ଘଟଣା ଜନିତ ମୃତ୍ୟୁ ହାର ବି ବଢ଼ି ଚାଲିଛି । ଦେଖିଲେ ମନେ ହୁଏ ଜନ ସଚେତନତା ତଥା ଟ୍ରାଫିକ ନିୟମର କଡାକଡି ପାଳନ ମାଧ୍ୟମରେ ହିଁ କେବଳ ଧନ ଜୀବନ
Read More...

ଚିତ୍ରଶିଳ୍ପୀ ବାସୁଦେବ ମେହେରଙ୍କ ପେଣ୍ଟିଂ ସ୍ଥାନିତ ହେଲା ଚଳିତ ବର୍ଷ ବଲାଙ୍ଗିର ଲୋକଉତ୍ସବର ବେନର ଓ ପୋଷ୍ଟରରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚିତ୍ରଶିଳ୍ପୀ ବାସୁଦେବ ମେହେରଙ୍କ ପେଣ୍ଟିଂ ଚଳିତ ବର୍ଷ ବଲାଙ୍ଗିର ଲୋକଉତ୍ସବର ବେନର ଓ ପୋଷ୍ଟରରେ ସ୍ଥାନିତ ହୋଇଥିବା ଜଣାପଡିଛି । ଏଥିପାଇଁ ଚିତ୍ରଶିଳ୍ପୀ ଶ୍ରୀ ମେହେରଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରାଯାଇଛି । ଚିତ୍ରଶିଳ୍ପୀ ଶ୍ରୀ
Read More...

କେନ୍ଦୁପତ୍ର କର୍ମଚାରୀମାନଙ୍କ ମାରାଥନ ରେସ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କେନ୍ଦୁପତ୍ର ବନ କର୍ମଚାରୀମାନେ ଓଡିଶାରେ ଚାଲିଥିବା ହକି ବିଶ୍ୱ କପ ଏବଂ ଭାରତୀୟ ହକି ଦଳକୁ ପ୍ରତ୍ସାହିତ କରିବା ପାଇଁ ଏକ ମିନି ମାରାଥନ କରିଥିଲେ । ଏହା ବଲାଙ୍ଗିର କେନ୍ଦୁପତ୍ର ଡିଭିଜନ ଅଫିସରୁ ବାହାରି ସାର୍କିଟହାଉସ, ରୁଗୁଡିପଡା ଛକ,
Read More...

କେନ୍ଦୁପତ୍ର ତୋଳାଳିମାନଙ୍କୁ ଚେକ୍‌ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର କେନ୍ଦୁପତ୍ର ଡିଏଫ୍‌ଓ ରଞ୍ଜିତ ମଲ୍ଲିକଙ୍କ ଆନୁକୂଲ୍ୟରେ କେନ୍ଦୁପତ୍ର ତେଳାଳି ଓ ବନ୍ଧାଳି କଲ୍ୟାଣ ପାଣ୍ଠିରୁ ମୃତ୍ୟୁକାଳୀନ ସହାୟତା ରାଶି ପାଇଥିବା ହିତାଧିକାରୀମାନଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଚେକ୍‌ ବଣ୍ଟନ କରାଯାଇଥିଲା । ବଲାଙ୍ଗିର
Read More...

ବଲାଙ୍ଗିର ଜିଲ୍ଲା ଘରୋଇ ବସ୍‌ ମାଲିକ ସଂଘ ତରଫରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବସ୍‌ ଟର୍ମିନାଲ ସ୍ଥିତ ନୂଆ ଘରୋଇ ବସ୍‌ଷ୍ଟାଣ୍ଡ ଠାରେ ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ବଲାଙ୍ଗିର ଜିଲ୍ଲା ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର
Read More...

ଶିଶୁପ୍ରେମୀ ପ୍ରବୀଣ ମିଶ୍ରଙ୍କ ଶ୍ରାଦ୍ଧ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମହାନ ଶିଶୁପ୍ରେମୀ ତଥା ଶିଶୁ ବିକାଶ କେନ୍ଦ୍ରର ପ୍ରତିଷ୍ଠାତା ପ୍ରବୀଣ କୁମାର ମିଶ୍ରଙ୍କ ୩୬ତମ ଶ୍ରାଦ୍ଧ ସମାରୋହ ଶିଶୁ ବିକାଶ କେନ୍ଦ୍ରର ଉପଦେଷ୍ଟା ଜୟରାମ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ପ୍ରବୀଣ ମିଶ୍ରଙ୍କ ଫଟୋଚିତ୍ରରେ
Read More...

ଓଡିଶା ଅସ୍ପୃଶ୍ୟ ଅନୁସୂଚୀତ ଜାତି ସୁରକ୍ଷା ପରିଷଦର ୫ମ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର ଉପଖଣ୍ଡସ୍ତରୀୟ ଲକ୍ଷେଘର ଗଣ୍ଡା ସମାଜ, ପାଟଣାଗଡ ଆନୁକୂଲ୍ୟରେ ଓଡିଶା ଅସ୍ପୃଶ୍ୟ ଅନୁସୂଚୀତ ଜାତି ସୁରକ୍ଷା ପରିଷଦର ପଶ୍ଚିମ ଓଡିଶା ଅସ୍ପୃଶ୍ୟ ଦଳିତ ମହାସଭା ପାଟଣାଗଡ ଠାରେ ଉପଖଣ୍ଡର ସଭାପତି ଦିକସନ ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ
Read More...

ରାଜ୍ୟ ସିନିଅର ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌

ଆଜି ଫାଇନାଲ୍‌ ଲଢେଇଟପ୍‌ ର‍୍ୟାଙ୍କ ପ୍ଲେଆରମାନଙ୍କ ମଧ୍ୟରେ ଲାଗିବ ବିଜୟ ବାଜି ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପିଆର ହାଇସ୍କୁଲ ବ୍ୟାଡମିଣ୍ଟନ ଇନଡୋର ଷ୍ଟାଡିୟମ ଠାରେ ଆଜି ରାଜ୍ୟ ସିନିଅର ଚାମ୍ପିୟନସିପ୍‌ର ଦ୍ୱିତୀୟ ଦିନ । ଦ୍ୱିତୀୟ ଦିନ ସମସ୍ତ ବର୍ଗର ପ୍ରି-କ୍ୱାଟର ଓ
Read More...

ଶରତ ଯାଦବଙ୍କ ଶୋକସଭା ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାସିକ ପତ୍ରିକା ନବସେତୁ ତରଫରୁ ସ୍ଥାନୀୟ ଓବିସି ମଞ୍ଚ କାର୍ଯ୍ୟାଳୟ, ବଲାଙ୍ଗିରଠାରେ ସ୍ୱର୍ଗତ ଶରତ ଯାଦବଙ୍କ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ପତ୍ରିକାର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ
Read More...