Browsing Tag

balangir news

ପେଲେସ ଲାଇନ୍‌ରୁ ଗଂଜେଇ ଚୋରା ଚାଲାଣକାରୀଙ୍କୁ ଧରିଲା ବଲାଙ୍ଗିର ଟାଉନ୍‌ ପୋଲିସ : ୪ ଗିରଫ୍‌, ୨୭ କିଲୋ ଗଂଜେଇ ଜବତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗଂଜେଇ ଚୋରା ଚାଲାଣକାରୀଙ୍କୁ ପେଲେସ ଲାଇନ୍‌ରୁ ଧରିଛି ବଲାଙ୍ଗିର ଟାଉନ୍‌ ପୋଲିସ । ଏହି ମାମଲାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ୍‌ କରାଯାଇଥିବା ବେଳେ ସେମାନଙ୍କଠାରୁ ୨୭ କିଲୋ ଗଂଜେଇ, ୨ଟି ଦାମୀ ମୋବାଇଲ ଓ ନଗଦ ୪୬୦୦ ଟଙ୍କା ଜବତ୍‌ କରାଯାଇଥିବା ଏସ୍‌ଡ଼ିପିଓ…
Read More...

ଅନୁସୂଚିତ ଜାତି, ଲକ୍ଷେଘର ଗଣ୍ଡା ସମାଜର ବୈଠକ

ନିର୍ବାଚନରେ ଅସ୍ପୃଶ୍ୟଙ୍କୁ ପ୍ରାର୍ଥୀ କରିବା ପାଇଁ ଦାବୀ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅନୁସୁଚିତ ଜାତି ଓ ଲକ୍ଷେଘର ଗଣ୍ଡା ସମାଜର ଏକ ବୈଠକ ପୁଇଁନ୍ତଲା ଢୋଲ ମୁହୁରୀ କଳା ପରିଷଦ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମନୋରଂଜନ କୁମ୍ଭାରଙ୍କ ଆବାହକତ୍ୱରେ ତଥା ଜ୍ୟୋତିଷ…
Read More...

ଭାରତୀୟ ଶିକ୍ଷଣ ମଣ୍ଡଳର ମାସିକ ଅଧିବେଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତୀୟ ଶିକ୍ଷଣ ମଣ୍ଡଳର ମାସିକ ଅଧିବେଶନ ସ୍ଥାନୀୟ ମାଲପଡା ସ୍ଥିତ କାର୍ଯ୍ୟାଳୟଠାରେ ଓଡିଶା ପଶ୍ଚିମ ପ୍ରାନ୍ତ ଉପାଧ୍ୟକ୍ଷ ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ପୂର୍ବତନ ରାଜ୍ୟ ସଂପାଦକ ଧର୍ମବ୍ରତ ରଥ ଶିକ୍ଷଣ…
Read More...

ପଶ୍ଚିମ ଓଡ଼ିଶାରେ ଆରମ୍ଭ ହେଲା ଉତ୍କୃଷ୍ଟ କ୍ରୀଡ଼ାର ନୂତନ ଯୁଗ : ଲୋକାର୍ପିତ ହେଲା ବିଶ୍ୱସ୍ତରୀୟ ଇନ୍‌ଡୋର ଷ୍ଟାଡିୟମ

ପୂର୍ବୋଦୟରୁ ହେଉଛି ନୂତନ କ୍ରୀଡ଼ା ଭାରତର ନିର୍ମାଣ ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମ ଓଡ଼ିଶାରେ କ୍ରୀଡ଼ା ଭିିତ୍ତିଭୂମିକୁ ସୁଦୃଢ କରିବା ଓ କ୍ରୀଡ଼ାବିତ୍‌ଙ୍କୁ ଅଧିକ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଗେଲ୍‌ (ଇଣ୍ଡିଆ) ଲିମିଟେଡ୍‌ ସହାୟତାରେ ବଲାଙ୍ଗିର ପୃଥ୍ୱୀରାଜ…
Read More...

ଦହିପାଣି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) :ପ୍ରଚଣ୍ଡ ରୌଦ୍ର ତାପରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ବେଳେ ଆଜି ଶାନ୍ତିପଡ଼ା ପତଞ୍ଜଳି ଯୋଗ ପରିବାର ଏବଂ ଚନ୍ଦନଭାଟି ପ୍ରାକୃତିକ ଚିକିତ୍ସା କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଦହିପାଣି ବଣ୍ଟନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମ…
Read More...

କୀଟନାଶକ ପିଇ ବୃଦ୍ଧଙ୍କ ଆତ୍ମହତ୍ୟା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ବୁର୍ଡା ଗାଁର ବୃଦ୍ଧ ଡମ୍ବରୁଧର ଛତ୍ରିଆ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ପରିବାର ଲୋକଙ୍କ କହିବା ଅନୁସାରେ ଶନିବାର ଦିନ ସକାଳେ କ୍ଷେତକୁ ଯାଉଛି ବୋଲି କହି ସେ ଘରୁ ବାହାରିଥିଲେ । କ୍ଷେତରେ କୀଟନାଶକ ପିଇ…
Read More...

ଚାକିରି ନା’ରେ ଠକେଇ କରିଥିବା ଅଭିଯୋଗ ନେଇ ଯୁବତୀ ବଲାଙ୍ଗିର ଟାଉନ ଥାନାର ଦ୍ୱାରସ୍ଥ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚାକିରି ନା'ରେ ଠକେଇ କରିଥିବା ଅଭିଯୋଗ ନେଇ ଜଣେ ଯୁବତୀ ବଲାଙ୍ଗିର ଟାଉନ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ କୁଲଥିପାଲି ଗ୍ରାମର ଅନୁପମା ନାଏକଙ୍କୁ ବଲାଙ୍ଗିର ସହର ସାଲେପାଲିର ଲୋକାନ୍ତି ମେହେର…
Read More...

ଜାମୁଟିଆ ଗାଁ ପାଖରେ ଥିବା ବ୍ରିଜରେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହେଲେ ତିନି ବନ୍ଧୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାମୁଟିଆ ଗାଁ ପାଖରେ ଥିବା ବ୍ରିଜରେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହେଲେ ତିନି ବନ୍ଧୁ । ଉକ୍ତ ତିନି ଜଣ ବଲାଙ୍ଗିର ଜିଲ୍ଲା ମହାରପାଲି ଗ୍ରାମର ଆକାଶ କୁମ୍ଭାର(୧୮), ହିତେଶ କୁମାର ଭୋଇ(୨୦) ଓ ଡାକ୍ତର କାଲସାୟ (୨୩) ବୋଲି ଜଣାପଡିଛି । ସୂଚନା ଅନୁସାରେ…
Read More...

ଯୁକ୍ତ ଦୁଇ କଳା ପରୀକ୍ଷାରେ ମହାମୀବର କଲେଜର ୯୮% ପାସ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଯୁକ୍ତ ଦୁଇ କଳା ପରୀକ୍ଷା ଫଳ ଗତ ୮ ତାରିଖରେ ପ୍ରକାଶ ହୋଇଥିବା ବେଳେ ବଲାଙ୍ଗିର ପୁଇଁନ୍ତଲା ଠାରେ ଥିବା ମହାବୀର କଲେଜର ୯୮% ପାସ୍‌ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ଛାତ୍ର ଛାତ୍ରୀ ମାନଙ୍କ ଦଶମ ଶ୍ରେଣୀର ମାର୍କ ଅପେକ୍ଷା ଯୁକ୍ତ ୨ରେ ତାଙ୍କର ମାର୍କ ୧୦…
Read More...

ସହପାଠୀଙ୍କ ବିୟୋଗରେ ଶୋକସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟର ୧୯୬୦ ଓ ୧୯୬୧ ବେଚ୍‌ର ୩ ଜଣ ପୁରାତନ ଛାତ୍ର ଡାକ୍ତର ଶେଷଦେବ ମିଶ୍ର, ଶିକ୍ଷକ କୁଳମଣି ମିଶ୍ର ଓ ଶିକ୍ଷକ କଲ୍ୟାଣ କୁମାର ମିଶ୍ରଙ୍କ ପରଲୋକ ହୋଇଯାଇଅଛି । ସେମାନଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ସ୍ଥାନୀୟ ଟିକ୍ରାପଡା…
Read More...