Browsing Tag

balangir news

ଶାନ୍ତିପଡା ଛକ ଠାରେ ମହିଳାଙ୍କ ଉନ୍ମତ୍ତ କାଣ୍ଡ : ରାସ୍ତା ଜାମ୍‌, ଲୋକେ ହନ୍ତସନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ ଥାନା ଅନ୍ତର୍ଗତ ଶାନ୍ତିପଡା ଛକ ଠାରେ ଜଣେ ମହିଳାଙ୍କ ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଛି । ମହିଳା ଜଣକ କିଛି ଦିନ ହେବ ଶାନ୍ତିପଡା ଛକପଟୁ ଯାଉଥିବା ପ୍ରତ୍ୟେକ ଗାଡି ଗୁଡିକର ନମ୍ବର ଏକ ଖାତାରେ ଲେଖୁଥିବା ବେଳେ ଆଜି ସେ ଗୋଟିଏ କାରର ନମ୍ବର
Read More...

ଚାକିରି ଲୋଭ ଦେଖାଇ ଠକେଇ ମାମଲରେ ୯ ଜଣଙ୍କୁ ଗିରଫ କଲା ବଲାଙ୍ଗିର ଟାଉନ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚାକିରି ଲୋଭ ଦେଖାଇ ଠକେଇ ମାମଲରେ ୯ ଜଣଙ୍କୁ ଗିରଫ କରିଛି ବଲାଙ୍ଗିର ଟାଉନ ପୋଲିସ । ଏ ସଂପର୍କରେ ଏସ୍‌ଡ଼ିପିଓ ତୋଫାନ୍‌ ବାଗ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ଅଲଙ୍ଗପୁର ନିବାସୀ ସ୍ମୃତିରଞ୍ଜନ ସାହୁ(୨୦)ଙ୍କୁ
Read More...

ଉଦ୍‌ଯାପିତ ହେଲା ମିନି ଓ ସବ୍‌ଜୁନିଅର ର‍୍ୟାଙ୍କିଂ ପ୍ରତିଯୋଗିତା

୧୭ ବର୍ଷ ବର୍ଗରେ ଜ୍ୟୋତିସୂର୍ଯ୍ୟ ଓ ଗୀତାଶ୍ରୀ ଏବଂ ୧୫ ବର୍ଷ ବର୍ଗରେ ବାପୁନ ଓ ଅଂଶିକା ଚାମ୍ପିୟନକାଲିଠୁ ଆରମ୍ଭ ରାଜ୍ୟ ସିନିଅର ଚାମ୍ପିୟନସିପ ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପିଆର ହାଇସ୍କୁଲ ବ୍ୟାଡମିଣ୍ଟନ ଇନଡୋର ଷ୍ଟାଡିଅମ ଠାରେ ଅନୁଷ୍ଠିତ ରାଜ୍ୟ ମିନି ଓ ସବ୍‌ଜୁନିଅର
Read More...

ଟିଟିଲାଗଡ କୋଲ୍‌ଡ୍‌ ଷ୍ଟୋରେଜ୍‌ ଚଳାଇବାକୁ ଖୋଜାଚାଲିଛି ଘରୋଇ କମ୍ପାନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ମୋଟ ଜନସଂଖ୍ୟାର ୭୩% ଲୋକ କୃଷିଉପରେ ନିର୍ଭରଶୀଳ । ରାଜ୍ୟସରକାର ସବୁବେଳେ କୃଷି ଓ କୃଷକଙ୍କ ଉନ୍ନତି କଥା ଚିନ୍ତା କରୁଥିବା କହୁଛନ୍ତି । କିନ୍ତୁ ବଲାଙ୍ଗିର ଜିଲ୍ଲାର ଚାଷୀ ସରକାରୀ ଅବହେଳାର ଶିକାର ହୋଇ କେବଳ ମୁଣ୍ଡରେ ହାତ ଦେଇ
Read More...

ପ୍ରଶାସିକ ଅଧିକାରୀମାନେ ଜନତାର ସେବକ ରୂପେ କାର୍ଯ୍ୟ ନ କଲେ ପରିଣତି ଶୁଭଙ୍କର ହୋଇ ନ ପାରେ : ପ୍ରମୋଦ ମିଶ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଶାସିକ ଅଧିକାରୀମାନେ ଜନତାର ସେବକ ରୂପେ କାର୍ଯ୍ୟ ନ କଲେ ପରିଣତି ଶୁଭଙ୍କର ହୋଇ ନ ପାରେ ବୋଲି କୋଶଲ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ ମିଶ୍ର କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସମ୍ପ୍ରତି କଣ୍ଟାବାଞ୍ଜି ବିଧାୟକ ଓ
Read More...

ମହନ୍ତ ଗିରିଧାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସିନଖମନ ସ୍ଥିତ ମହନ୍ତ ଗିରିଧାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଶିବ ମନ୍ଦିରରୁ ଶୋଭାଯାତ୍ରାରେ ମଶାଲ ଆଣି ସ୍ଥାପିତ କଲାପରେ ପତାକା ଉତ୍ତୋଳନ କରି କ୍ରୀଡା ଉତ୍ସବକୁ ପ୍ରଧାନ ଶିକ୍ଷକ
Read More...

ମକର ସଂକ୍ରାନ୍ତିରେ ଚନ୍ଦ୍ରସେନୀ ମନ୍ଦିରରେ ସୁନ୍ଦରାକାଣ୍ଡ ପାରାୟଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ମକର ସଂକ୍ରାନ୍ତି ଅବସରରେ ତାଲପାଲିପଡା ଚନ୍ଦ୍ରସେନୀ ମନ୍ଦିର ଠାରେ ଆଧ୍ୟାତ୍ମିକ ସୁନ୍ଦରାକାଣ୍ଡ ପାରାୟଣ ଅନୁଷ୍ଠିତ ହୋଇଯାଇଛି । ବ୍ୟାସ ରୂପରେ ତାଲପାଲିପଡାର ଲିପକ ମିଶ୍ର ସୁନ୍ଦରାକାଣ୍ଡ ଗାନ କରିଥିଲେ । ସକାଳ ୧୦ଟାରୁ ଆରମ୍ଭ ହୋଇ ସଂଧ୍ୟା ପର୍ଯ୍ୟନ୍ତ
Read More...

ବଲାଙ୍ଗିର ଗାୟତ୍ରୀ ଶକ୍ତିପୀଠରେ ପଞ୍ଚ କୁଣ୍ଡୀୟ ଯଜ୍ଞ ଏବଂ ବାର୍ଷିକ ଉତ୍ସବ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବାର୍ଷିକ ଉତ୍ସବ ଉପଲକ୍ଷେ ଗତକାଲି ବଲାଙ୍ଗିରର ଶକ୍ତିପୀଠରୁ କଳସ ଶୋଭାଯାତ୍ରା ବାହାର କରାଯାଇ ୨୦୦ ଭାଇ ଭଉଣୀମାନେ ପରିକ୍ରମା କରିଥିଲେ । ଆଜି ମକର ସଂକ୍ରାନ୍ତି ଦିନ ଗାୟତ୍ରୀ ଶକ୍ତିପୀଠ ପ୍ରାଙ୍ଗଣରେ ପଞ୍ଚ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଆୟୋଜନ କରାଯାଇଥିଲା
Read More...

ସ୍କୁଲ ଛାତ୍ରୀଙ୍କୁ ଆକ୍ରମଣ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ) : ତୁଷୁରା ଥାନା ଅନ୍ତର୍ଗତ ଚାଣ୍ଟିପଦର ଗ୍ରାମରେ ସ୍କୁଲ ଯାଉଥିବା ବେଳେ ଜଣେ ଛାତ୍ରୀଙ୍କୁ ଜଣେ ନିଶାସକ୍ତ ଯୁବକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଗୁରୁତର ଭାବେ ଛାତ୍ରୀ ଜଣଙ୍କ ଏବେ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ସୂଚନା
Read More...

ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି : ଆସନ୍ତୁ ଜାଣିବା ଏହାର ମହତ୍ୱ…..

ବଲାଙ୍ଗିର, (କେପିଏନ୍‌ଏସ୍‌) : ମକର ସଂକ୍ରାନ୍ତି ଏକ ସର୍ବ ଭାରତୀୟ ପର୍ବ । ଏହି ପର୍ବକୁ ସମସ୍ତେ ଉତ୍ସାହର ସହିତ ପାଳନ କରନ୍ତି । ଭାରତ ବାହାରେ ରୋମାନ ଓ ଇହୁଦୀମାନେ ମଧ୍ୟ ଏହିପର୍ବ ପାଳନ କରନ୍ତି । ଭାରତର ବିଭିନ୍ନ ଅଞ୍ଚଳ ଅପେକ୍ଷା ଦକ୍ଷିଣ ଭାରତରେ ଏହା ସବୁଠାରୁ ବଡ଼ ପର୍ବ । ଦକ୍ଷିଣରେ
Read More...