Browsing Tag

balangir news

ଜୁନିୟର ରେଡକ୍ରସ ପରାମର୍ଶଦାତା ଶିବିରର ଦ୍ୱିତୀୟ ଦିନ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ରାଜ୍ୟସ୍ତରୀୟ ଜୁନିୟର ରେଡକ୍ରସ ପରାମର୍ଶଦାତାମାନଙ୍କର ଜିଲ୍ଲା ଶିକ୍ଷା ଅଧିକାରୀ ଧୃବଚରଣ ବେହେରାଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଦ୍ୱିତୀୟ ଦିନର କାର୍ଯ୍ୟକ୍ରମର ସମାପନ
Read More...

ବିଧାନସଭା ଆଗରୁ ବୁଦ୍ଧିଜୀବୀଙ୍କ ମତ ଲୋଡିଲେ ନରସିଂହ : ବଲାଙ୍ଗିରର ସମସ୍ୟା ଓ ଦାବୀ ଉପରେ କଲେ ଆଲୋଚନା

ବଲାଙ୍ଗିରର ଶିକ୍ଷା, ଜଳସେଚନ ଓ ସ୍ୱାସ୍ଥ୍ୟା ସମସ୍ୟା ଉପରେ ହେବ ଜୋର୍‌ଦାର୍‌ ଲଢେଇ : ବିଧାୟକ ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚିରାଚରିତ ଢଙ୍ଗରେ ପ୍ରତ୍ୟେକ ବିଧାନସଭା ଅଧିବେଶନ ଆଗରୁ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ବଲାଙ୍ଗିରର ବିଭିନ୍ନ ସାମାଜିକ ସଂଗଠନ, ବୁଦ୍ଧିଜୀବୀ,
Read More...

ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ନରସିଂହ

ଗାଁର ପ୍ରତ୍ୟେକ ଘରକୁ ପାଇପ ଯୋଗେ ପିଇବା ପାଣି ନିଶ୍ଚିତ କରାଯିବ : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭୁତିଆରବାହାଲ ପଞ୍ଚାୟତର ଭୁତିଆରବାହାଲ, କୁଡାସିଂହା ପଞ୍ଚାୟତର କୁଡାସିଂହା ଗ୍ରାମ ଏବଂ ସିନଖମନ ପଞ୍ଚାୟତର
Read More...

ସିନଖମନଠାରେ ସଡ଼କ ଦୁର୍ଘଟଣା : ବସ ଧକ୍କାରେ ୪ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଉପକଣ୍ଠସ୍ଥ ସିନଖମନ ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଗଣପତି ନାମକ ଏକ ଘରୋଇ ବସ ଧକ୍କାରେ ୪ଜଣ ଗୁରୁତର ହୋଇଛନ୍ତି । ସମସ୍ତେ ବିବାହ ଉତ୍ସବରେ ଯୋଗଦେବା ପାଇଁ ଟିଟିଲାଗଡ଼ରୁ ଖୁଜେନପାଲି ଆସୁଥିଲେ । ଆହତଙ୍କ ମଧ୍ୟରେ
Read More...

ଖୋର୍ଦ୍ଧା ରୋଡ-ବଲାଙ୍ଗିର ରେଳପଥ ପ୍ରକଳ୍ପ : ହୃଦୟ ଖୋଲା ବଜେଟ ଘୋଷଣା ହେଲେ ଖର୍ଚ୍ଚ ବେଳକୁ କୁନ୍ଥୁ କୁନ୍ଥୁ, ଗତ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ବଜେଟରେ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ପାଇଁ ରେକର୍ଡ ପରିମାଣ ଅର୍ଥ ୧୫୯୯ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଗତ ଆର୍ଥିକ ବର୍ଷ ତଥା ୨୨-୨୩ ବଜେଟରେ ୮୯୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲା ଓ ୨୧-୨୨ ଆର୍ଥିକ ବର୍ଷରେ ୧୦୦୦ କୋଟି ୫୦ ଲକ୍ଷ ଟଙ୍କା
Read More...

ବଲାଙ୍ଗିର ଓ.ୟୁ.ଜେର କର୍ମକର୍ତ୍ତା ନିର୍ବାଚନ : ପ୍ରଦୀପ୍ତ ସଭାପତି, ଅଭୟ ସମ୍ପାଦକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ସ୍ଥିତ ସାମ୍ବାଦିକ ଭବନ ଠାରେ ଓଡିଶା ସାମ୍ବାଦିକ ସଂଘ ଓ.ୟୁ.ଜେ ବଲାଙ୍ଗିର ଶାଖାର ସାଧାରଣ ପରିଷଦ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ ହୋଇଯାଇଛି । ଆଗାମୀ ଦୁଇ ବର୍ଷ ପାଇଁ ସଭାପତି ଭାବରେ ପ୍ରଦୀପ୍ତ କୁମାର ମିଶ୍ର (ବଦ୍ରୀ), ସାଧାରଣ ସମ୍ପାଦକ
Read More...

ସଡକ ଦୁର୍ଘଟଣା : ଯୁବକ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବେଲପଡା ଗ୍ରାମର ଜଣେ ଯୁବକ ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣାପଡିଛି । ଯୁବକ ଜଣକ ହେଲେ ସମୀର ପୋଢ । ଗତକାଲି ସକାଳେ ସମୀର ବାଇକ୍‌ ଯୋଗେ କୌଣସି କାମରେ ଯାଉଥିବା ସମୟରେ ବୁଡାବାହାଲ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ଫଳରେ ସ୍ଥାନୀୟ
Read More...

ରାଧା କୃଷ୍ଣ ମନ୍ଦିର ପ୍ରତିଷ୍ଠା ଅବସରରେ ମନ୍ଦିରର ରତ୍ନମୁଦ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସୁଦପଡ଼ାଠାରେ ରାଧା କୃଷ୍ଣ ମନ୍ଦିର ପ୍ରତିଷ୍ଠା ଅବସରରେ ଗତକାଲି ମନ୍ଦିରର ରତ୍ନମୁଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ପ୍ରତିଷ୍ଠାର କର୍ତ୍ତା ଶ୍ରୀମତୀ ଉମାରାଣୀ ପୁରୋହିତ ଓ ରାଜେନ୍ଦ୍ର ପୁରୋହିତ ପୂଜାର୍ଚ୍ଚନା ପୂର୍ବକ ମନ୍ଦିରର
Read More...

ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବ୍ଲକ ଶିବତଲା ସ୍ଥିତ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଛାତ୍ରୀମାନଙ୍କ ପାଇଁ ଆତ୍ମସୁରକ୍ଷା ତାଲିମ ଶିବିରର ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ କୃପାସିନ୍ଧୁ ଯୋଷୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି
Read More...

ପାଣି ପଞ୍ଚାୟତ ପକ୍ଷ ପାଳନ ଉପଲକ୍ଷେ ଜିଲ୍ଲାସ୍ତରୀୟ ସମାରୋହ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟରେ ପାଣି ପଞ୍ଚାୟତ ପକ୍ଷ ଫେବୃଆରୀ ୧ ତାରିଖଠାରୁ ୧୫ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି । ପାଣି ପଞ୍ଚାୟତ ପକ୍ଷ ପାଳନ ଉପଲକ୍ଷେ ଆଜି ବଲାଙ୍ଗିର ଜଳସେଚନ ବିଭାଜନ, କ୍ଷୁଦ୍ର ଜଳସେଚନ, ଉଠା ଜଳସେଚନ ବିଭାଗ ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ପାଣି
Read More...