Browsing Tag

balangir news

ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସୁଦାମ ଚରଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଚନ୍ଦନଭାଟିର ଛାତ୍ରୀମାନଙ୍କ ଦ୍ୱାରା ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି । ଏହି ଉଦ୍‌ଯାପନୀ ସଭାରେ ଜିଲ୍ଲା ନୋଡାଲ ଅଫିସର ସୁଦାମ ଚରଣ ଖମାରୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ଉଚ୍ଚ
Read More...

ରେଡକ୍ରସ ପରାମର୍ଶଦାତା ତାଲିମ ଶିବିର ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଆଟଗାଁ ହାଇସ୍କୁଲଠାରେ ରାଜ୍ୟସ୍ତରୀୟ ଜୁନିୟର ରେଡକ୍ରସ ପରାମର୍ଶଦାତାମାନଙ୍କ ତାଲିମ ଶିବିର ଉଦ୍‌ଘାଟିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲିପ କୁମାର ଯୋଷୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି
Read More...

ନରସିଂହଙ୍କ ବଲାଙ୍ଗିର ବ୍ଲକ ସମୀକ୍ଷା

ଭୁଲ ତଥ୍ୟ ପ୍ରଦାନ କଲେ ଅଧିକାରୀ : ବିଧାୟକ ନରସିଂହ ମିଶ୍ରନିଜ ଭିତରେ ସୁଧାର ଆଣି ଗରିବଙ୍କ ସେବା କରନ୍ତୁ ଅଧିକାରୀ : ବିଧାୟକ ନରସିଂହ ମିଶ୍ରପ୍ରକଳ୍ପ ଗୁଡିକର ବିଳମ୍ବକୁ ନେଇ ଅସନ୍ତୁଷ୍ଟ ହେଲେ ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗାଁ ଗହଳିର ଲୋକେ ବିଭିନ୍ନ ଜନହିତକର ଯୋଜନା
Read More...

ବୋଲେରୋରେ ଯାଉଥିବା ଶାଗୁଆନ ପଟାକୁ ସାଲେପଡା ଗାଁରେ ଜବତ କଲା ବନ ବିଭାଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସାଲେପଡା ଗାଁରେ ଡିଏଫ୍‌ଓଙ୍କ ନିର୍ଦ୍ଦେଶ କ୍ରମେ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ଏକ ବୋଲେରୋ ପ୍ଲସ୍ ଗାଡି (ଓଆର୍‌ ୦୩ ଜେ ୧୦୯୪)ରେ ଯାଉଥିବା ୪୬ ଗୋଟି ଶାଗୁଆନ ପଟାକୁ ଜବତ କରାଯାଇଛି । ତେବେ ଏ ସଂପର୍କରେ ଡିଏଫ୍‌ଓ ନିତିଶ କୁମାର ଆଜି
Read More...

ପଣ୍ଡରାପାନି ଗ୍ରାମରେ ବାର୍‌ହା ମାଂସକୁ ଜବତ କଲା ବନ ବିଭାଗ, ସୂଚନା ଦେଲେ ଡିଏଫ୍‌ଓ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପଣ୍ଡରାପାନି ଗ୍ରାମରେ ବାର୍‌ହା ମାଂସକୁ ଜବତ କରି ଘଟଣାରେ ସଂପୃକ୍ତ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ବନ ବିଭାଗ ବୋଲି ସୂଚନା ଦେଇଛନ୍ତି ଡିଏପ୍‌ଓ ନିତିଶ କୁମାର । ତେବେ ଅଭିଯୁକ୍ତ ଜଣକ ପଣ୍ଡରାପାନି ଗ୍ରାମର ସଞ୍ଜୀବ ବରିହା ହୋଇଥିବା ବେଳେ
Read More...

ବରପାଲିପଡାର କଫସିରଫ ବେପାରୀକୁ ଗିରଫ କଲା ବଲାଙ୍ଗିର ଟାଉନ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିନକୁ ଦିନ ବଲାଙ୍ଗିର ସହରରେ କଫସିରଫ ଚୋରା ଚାଲାଣ ମାମଲା ବଢି ବଢି ଚାଲିଥିବା ବେଳେ ବଲାଙ୍ଗିର ଟାଉନ ପୋଲିସ ସହରର ବରପାଲିପଡା ଠାରେ ଚଢାଉ କରି ଦଫା-୨୭୪/୨୭୫ ଭା.ଦ.ଆରେ ଜଣେ ଯୁବକଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ୨୬ଟି ସିଲ ଥିବା ଏସକଫ କଫସିରଫ ବୋତଲ ଓ
Read More...

ଜାମସରଠାରେ ସାଇକେଲକୁ ପଛପଟୁ ଧକ୍କା ଦେଲା ବାଇକ୍‌ : ୨ ଗୁରୁତର ବଲାଙ୍ଗିର ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର-ବରଗଡ ରାସ୍ତା ଜାମସରଠାରେ ଏକ ସଡକ ଦୁର୍ଘଟଣା ଘଟି ଦୁଇ ଜଣ ଗୁରୁତର ଅବସ୍ଥାରେ ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲଠାରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁସାରେ, ଟେଭାଡୁଙ୍ଗୁରୀର ବାଇକ୍‌ ଆରୋହୀ ସୂର୍ଯ୍ୟକାନ୍ତ ବରିହା ବଲାଙ୍ଗିରରୁ ଫେରୁଥିବା
Read More...

ପଞ୍ଚସଖା ଜଳ ବିଭାଜିକା କମିଟି ତରଫରୁ ଚାଷୀ ସମାବେଶ ଆୟୋଜିତ

ବଲାଙ୍ଗିର, (କେପିଏନ୍ଏସ୍‌) : ଆଜି ପଞ୍ଚସଖା ଜଳ ବିଭାଜିକା କମିଟି ଭାଲୁଜୁରି, ଭାଲୁପିଟା, ରେଙ୍ଗଟାସିଲ, ମୁଦଘାଟ ଓ ମସିଣାଛାପର ତରଫରୁ ଚାଷୀମାନଙ୍କୁ ନେଇ ଏକ ଚାଷୀ ସମାବେଶ ଆୟୋଜିତ ହୋଇଯାଇଛି । ଏଥିରେ ଧୁବଲପଡା ସରପଞ୍ଚ ଶ୍ରୀମତୀ କସ୍ତୁରୀ ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଚାଷୀମାନଙ୍କୁ
Read More...

ସି.କେ. ନାଇଡୁ ଟ୍ରଫି : ଓଡିଶା – ମେଘାଳୟ ମ୍ୟାଚ୍‌, ଓଡିଶା ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା କ୍ରିକେଟ ଏସୋସିଏସନ ଓ ଜିଲ୍ଲା କ୍ରୀଡା ସଂସଦ ବଲାଙ୍ଗିର ଆନୁକୂଲ୍ୟରେ ଆୟୋଜିତ ଓଡିଶା ବନାମ ମେଘାଳୟ ସି.କେ. ନାଇଡୁ ଟ୍ରଫି କ୍ରିକେଟ ମ୍ୟାଚ୍‌ ଆଜି ଉଦ୍‌ଯାପିତ ହୋଇଯାଇଛି । ସଂସଦର ସାଧାରଣ ସଂପାଦକ ହରିନାରାୟଣ ପୁଜାରୀଙ୍କ ତତ୍ତ୍ୱାବଧାନ ଓ ଉପସଭାପତି
Read More...

ବଲାଙ୍ଗିର ବରିଷ୍ଠ ନାଗରିକ ମଂଚର ସ୍ୱାସ୍ଥ୍ୟ ପରୀକ୍ଷା କ୍ୟାମ୍ପ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବରିଷ୍ଠ ନାଗରିକମାନଙ୍କ ପାଇଁ ଏକ ସ୍ୱାସ୍ଥ୍ୟ ପରୀକ୍ଷା କେନ୍ଦ୍ର ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଆଉଟଡୋର କ୍ୟାମ୍ପସରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୫୦ ଜଣ ବରିଷ୍ଠ ନାଗରିକ ମଂଚର ସଭ୍ୟଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହୋଇଥିଲା । ଏଣୁ ମେଡିକାଲ କଲେଜର
Read More...