Browsing Tag

balangir news

ଫାଇଲେରିଆ ନିରାକରଣ ଅଭିଯାନ

ସାର୍ବଜନୀନ ବାତଜ୍ୱର ଔଷଧ ସେବନ ଦିବସ ପାଳନ ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଶାସ୍ତ୍ରୀନଗର ମଧ୍ୟରେ ଫାଇଲେରିଆ ନିରାକରଣ ଅଭିଯାନ ଓ ସାର୍ବଜନୀନ ବାତଜ୍ୱର ଔଷଧ ସେବନ ଦିବସ ପାଳନ କରାଯାଇଛି । ଯାହା ମାଧ୍ୟମରେ ସର୍ବତ୍ର ଜିଲ୍ଲାରେ
Read More...

ରାଜେନ୍ଦ୍ର ୟୁନିଭର୍ସିଟି ଛାତ୍ରଙ୍କୁ ଆକ୍ରମଣ ଘଟଣା : ୩ ଦଫା ଦାବୀରେ ଛାତ୍ର କଂଗ୍ରେସର ବିକ୍ଷୋଭ ଓ ଦାବାପତ୍ର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଛାତ୍ରଛାତ୍ରୀଙ୍କ ବାରମ୍ବାର ଦାବୀ ସତ୍ୱେ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ସୁରକ୍ଷା ବ୍ୟବସ୍ଥାକୁ ଅଣଦେଖା କରାଯାଉଛି । ଫଳରେ ପ୍ରତ୍ୟହ ଅନେକ ଛାତ୍ରଛାତ୍ରୀ ଅଣଛାତ୍ରଙ୍କ ଅସଦାଚରଣ ଓ ଆକ୍ରମଣର ଶିକାର ହେଉଛନ୍ତି । ଗୁରୁବାର ସନ୍ଧ୍ୟାରେ ଦୁଇ ଜଣ ହଷ୍ଟେଲ ଛାତ୍ର
Read More...

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଅଣଛାତ୍ରଙ୍କ ଆକ୍ରମଣର ଶିକାର ହେଲେ ୨ ଜଣ ଛାତ୍ର : ଜୋର ଧରିଛି ଅଶାନ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ସଂଧ୍ୟାରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଜଣେ ଅସାମାଜିକ ଅଣଛାତ୍ର ବ୍ଲେଡ୍‌ ସାହାଯ୍ୟରେ ଦୁଇ ଜଣ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ଦୁଇଜଣ ଛାତ୍ର ଗୁରୁତର ଅବସ୍ଥାରେ ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି
Read More...

ବଲାଙ୍ଗିର ଜିଲ୍ଲାରେ ଫାଇଲେରିଆ ନିରାକରଣ ଅଭିଯାନ ମାଧ୍ୟମରେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ୧୦ ଗୋଟି ବ୍ଲକ ଓ ୪ ଗୋଟି ସହରାଞ୍ଚଳରେ ଫେବୃଆରୀ ୧୦ ତାରିଖଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଫାଇଲେରିଆ ନିରାକରଣ ଅଭିଯାନ ମାଧ୍ୟମରେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ
Read More...

ସାହାଜବାହାଲ କଲେଜର ନୂଆ ପରିଚାଳନା ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦର ବ୍ଲକ ସାହାଜବାହାଲ ଜଗନ୍ନାଥ ଡିଗ୍ରି କଲେଜର ନୂତନ ପରିଚାଳନା କମଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ରାମଶରଣ ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନୂତନ ସଭ୍ୟମାନେ ଯୋଗଦେଇଥିଲେ । କଲେଜ ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ଭୋଇ କଲେଜର ବିଭିନ୍ନ
Read More...

ସୋସିଆଲ ମିଡିଆରେ କେହି ଅଶାଳୀନ ବାର୍ତ୍ତା ପଠାଉଥିବା ନେଇ ସାଇବର ଥାନାର ଦ୍ୱାରସ୍ଥ ହେଲେ ଆଡେନଡୁଙ୍ଗୁରି ଗ୍ରାମର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସର୍ଦର ଥାନା ଅନ୍ତର୍ଗତ ଆଡେନଡୁଙ୍ଗୁରି ଗ୍ରାମର ପର୍ଶୁରାମ ଦିକ୍ଷିତ ଓ ତାଙ୍କ ସ୍ତ୍ରୀଙ୍କୁ ସୋସିଆଲ ମିଡିଆ ଯୋଗେ ଜଣେ ଅଜଣା ଯୁବକ ଅଶାଳୀନ ବାର୍ତ୍ତା ପଠାଉଥିବା ଅଭିଯୋଗ ହୋଇଛି । ଏନେଇ ପର୍ଶୁରାମ ବଲାଙ୍ଗିର ସାଇବର ଓ ଅର୍ଥନୈତିକ ଅପରାଧ ଶାଖାରେ
Read More...

ଦୁର୍ଘଟଣାରେ ପରିବାରର ୩ ଜଣଙ୍କ ମୃତ୍ୟୁ, ଜୀବନ ସହ ସଂଗ୍ରାମ କରୁଛି ୧୫ ମାସର ଶିଶୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଓଗାଁ ରାସ୍ତା ସିନ୍‌ଖମନ ଛକ ନିକଟରେ ଘଟିଥିବା ସଡକ ଦୁର୍ଘଟଣାରେ ଗୋଟିଏ ପରିବାରର ଦୁର୍ଘଟଣାରେ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜୀବନ ସହ ସଂଗ୍ରାମ କରୁଛି ୧୫ ମାସର ଶିଶୁ । ସଂପୂର୍ଣ୍ଣ ଛାରଖାର ହୋଇଗଲା ଗୋଟିଏ ପରିବାର । ଦୁର୍ଘଟଣାସ୍ଥଳରେ ହିିଁ
Read More...

ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ : ୨ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ,…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିନକୁ ଦିନ ବଲାଙ୍ଗିର ସହରରେ ଖୋଲମ୍‌ଖୋଲା ଗୁଣ୍ଡାରାଜ ବଢ଼ି ଚାଲିଥିବା ବେଳେ କ୍ରାଇମ୍‌ ଥମିବାର ନାଁ ନେଉନାହିଁ । ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଜଣେ ଯୁବକଙ୍କ ଉନ୍ମତ୍ତ କାଣ୍ଡ ଆଜି ସଂଧ୍ୟାରେ ଦେଖିବାକୁ ମିଳିଛି । ଯୁକ୍ତତିନି ପ୍ରଥମ
Read More...

କୋଶଳ କଳାମଣ୍ଡଳ ପଡିଆରେ ଆରମ୍ଭ ହୋଇଛି ସ୍ୱଦେଶୀ ଖଦୀ ମହୋତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର କୋଶଳ କଳାମଣ୍ଡଳ ପଡିଆରେ ଆରମ୍ଭ ହୋଇଛି ସ୍ୱଦେଶୀ ଖଦୀ ମହୋତ୍ସବ । ଏହାକୁ ଉଦ୍‌ଘାଟନ କରିଛନ୍ତି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର । ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ସ୍ୱଦେଶୀ ଆନ୍ଦୋଳନର ମୂଳ ଥିଲା ଖଦୀ । ଲୋକଙ୍କ ଭିତରେ ସ୍ୱଦେଶୀ ବସ୍ତ୍ରକୁ ଅଧିକ
Read More...

ଓଡିଶା ଅସ୍ଥାୟୀ କେନ୍ଦୁପତ୍ର କର୍ମଚାରୀ ସଂଘର ସାଧାରଣ ସଭା ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ଅସ୍ଥାୟୀ କେନ୍ଦୁପତ୍ର କର୍ମଚାରୀ ସଂଘର ଏକ ସାଧାରଣ ସଭା ବଲାଙ୍ଗିର ସର୍କଲସ୍ତରୀୟ, ବଲାଙ୍ଗିର ସ୍ଥିତ ଯାଦବ ଭବନଠାରେ ଛବିଳ ସିଂ ଚିନ୍ଦା ଟିଟିଲାଗଡ ଡିଭିଜନ ସଭାପତି ଏବଂ ରବିନ୍ଦ୍ର ଦୁଆରି ବଲାଙ୍ଗିର ଡିଭିଜନ ସଭାପତିଙ୍କ ମିଳିତ ଆୟୋଜନ କ୍ରମେ
Read More...