Browsing Tag

balangir news

ବଲାଙ୍ଗିରରେ ରାଷ୍ଟ୍ରୀୟ ଲୋକ ଅଦାଲତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ସିଭିଲ୍‌ କୋର୍ଟ ପରିସରରେ ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣର ଭାରପ୍ରାପ୍ତ ଅଧ୍ୟକ୍ଷ ତଥା ନ୍ୟାୟାଧିଶ ଭିଜିଲାନ୍ସ ନ୍ୟାୟାଳୟ, ବଲାଙ୍ଗିର ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗିର ଜିଲ୍ଲା ସମେତ ଜିଲ୍ଲାରେ ଥିବା ସମସ୍ତ
Read More...

ବଲାଙ୍ଗିର ରେଳଷ୍ଟେସନ୍‌ ରାସ୍ତାର ଇନ୍ଦ୍ରପସ୍ତ ହୋଟେଲ୍‌ ନିକଟରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପରିସରରେ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣର ତାତି ଏବେ ବି ସହରରେ ରହିଥିବା ବେଳେ ପୁଣି ଘଟିଛି ଏକ ଜଘନ୍ୟ କାଣ୍ଡ । ବଲାଙ୍ଗିର ରେଳଷ୍ଟେସନ୍‌ ରାସ୍ତାର ଇନ୍ଦ୍ରପସ୍ତ ହୋଟେଲ ନିକଟରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ସଂଘବଦ୍ଧ ଆକ୍ରମଣ
Read More...

ନାରୀ ଶକ୍ତି ଫାଉଣ୍ଡେସନର କାର୍ଯ୍ୟାଳୟ ପରିସରରେ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନାରୀ ଶକ୍ତି ଫାଉଣ୍ଡେସନର କାର୍ଯ୍ୟାଳୟ ପରିସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଫାଇଲେରିଆ, ସ୍ଥନ କର୍କଟ, ଗର୍ଭାଶୟ କର୍କଟ, ସାନିଟାରି ପ୍ୟାଡର ସଠିକ୍‌ ବ୍ୟବହାର ଏବଂ ତାକୁ ନଷ୍ଟ କରିବାର ସଠିକ୍‌ ପ୍ରଣାଳୀ ଉପରେ ସଚେତନ
Read More...

ଜିଲ୍ଲା ପୋଲିସ କାର୍ଯ୍ୟାଳୟଠାରେ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଟାଉନ ପୋଲିସର ପେଟ୍ରୋଲିଂ ବ୍ୟବସ୍ଥା ସଂକ୍ରାନ୍ତୀୟ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଜିଲ୍ଲା ପୋଲିସ କାର୍ଯ୍ୟାଳୟଠାରେ ବଲାଙ୍ଗିର ଏସ୍‌ପି ନିତିନ କୁଶଲକରଙ୍କ ନିର୍ଦ୍ଦେଶ କ୍ରମେ ସହରରେ ବଢୁଥିବା ଅସାମାଜିକ କାର୍ଯ୍ୟକଳାପକୁ ରୋକିବା ପାଇଁ ଟାଉନ ପୋଲିସ ପକ୍ଷରୁ ପେଟ୍ରୋଲିଂ ବ୍ୟବସ୍ଥା କଡାକଡି ସଂକ୍ରାନ୍ତୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

ସଂଜୟ କୁମାର ମିଶ୍ରଙ୍କ କୋଶଲୀ କଥାନି ‘ମିଛ ବାଗିର ସତ କଥାନି’ ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଶଲୀ ଭାଷାରେ ଲୌକିକ ଶବ୍ଦରାଜିର ପ୍ରୟୋଗରେ ସଂଜୟ କୁମାର ମିଶ୍ରଙ୍କ ଗଳ୍ପ ସବୁ ବେଶ୍‌ ଚମତ୍କାର ହୋଇଛି । ଏହା କୋଶଲୀ ଭାଷା ସାହିତ୍ୟ ଜଗତକୁ ଋଦ୍ଧିମନ୍ତ କରିବ ବୋଲି ଆଜି ସଂଜୟ କୁମାର ମିଶ୍ରଙ୍କ କୋଶଲୀ କଥାନି 'ମିଛ ବାଗିର ସତ କଥାନି'ର ଉନ୍ମୋଚନ ଅବସରରେ
Read More...

ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲର ସ୍ତ୍ରୀ ଓ ପ୍ରସୂତୀ ବିଭାଗ ଫାଟକରେ ତାଲା

ଭିତରକୁ ଯାଇପାରିଲାନି ଆମ୍ବୁଲାନ୍ସଷ୍ଟ୍ରେଚରରେ ବୁହା ହେଲେ ପ୍ରସୂତୀ ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଭିନ୍ନ ସମୟରେ ଅବ୍ୟବସ୍ଥାକୁ ନେଇ ଚର୍ଚ୍ଚାରେ ରହିଆସୁଥିବା ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ ବିରୋଧରେ ଆଜି ଆଉ ଏକ ଗୁରୁତର ଅଭିଯୋଗ ଆସିଛି । ଡାକ୍ତରଖାନାର
Read More...

ମାଲପଡା ନାଗରିକ କମିଟିର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଲପଡା ନାଗରିକ କମିଟିର ମାସକିଆ ବୈଠକ ମାଲପଡାଠାରେ ସଭାପତି ଯୁଧିଷ୍ଠିର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ମାଲପଡାର ବିଭିନ୍ନ ସମସ୍ୟା ଓ ଉନ୍ନତିକରଣ ସମ୍ବନ୍ଧରେ ଆଗତ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ଆଲୋଚିତ ବିଷୟଗୁଡିକ
Read More...

ଫାଇଲେରିଆ ନିରାକରଣ ଅଭିଯାନ

ସାର୍ବଜନୀନ ବାତଜ୍ୱର ଔଷଧ ସେବନ ଦିବସ ପାଳନ ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଶାସ୍ତ୍ରୀନଗର ମଧ୍ୟରେ ଫାଇଲେରିଆ ନିରାକରଣ ଅଭିଯାନ ଓ ସାର୍ବଜନୀନ ବାତଜ୍ୱର ଔଷଧ ସେବନ ଦିବସ ପାଳନ କରାଯାଇଛି । ଯାହା ମାଧ୍ୟମରେ ସର୍ବତ୍ର ଜିଲ୍ଲାରେ
Read More...

ରାଜେନ୍ଦ୍ର ୟୁନିଭର୍ସିଟି ଛାତ୍ରଙ୍କୁ ଆକ୍ରମଣ ଘଟଣା : ୩ ଦଫା ଦାବୀରେ ଛାତ୍ର କଂଗ୍ରେସର ବିକ୍ଷୋଭ ଓ ଦାବାପତ୍ର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଛାତ୍ରଛାତ୍ରୀଙ୍କ ବାରମ୍ବାର ଦାବୀ ସତ୍ୱେ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ସୁରକ୍ଷା ବ୍ୟବସ୍ଥାକୁ ଅଣଦେଖା କରାଯାଉଛି । ଫଳରେ ପ୍ରତ୍ୟହ ଅନେକ ଛାତ୍ରଛାତ୍ରୀ ଅଣଛାତ୍ରଙ୍କ ଅସଦାଚରଣ ଓ ଆକ୍ରମଣର ଶିକାର ହେଉଛନ୍ତି । ଗୁରୁବାର ସନ୍ଧ୍ୟାରେ ଦୁଇ ଜଣ ହଷ୍ଟେଲ ଛାତ୍ର
Read More...

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଅଣଛାତ୍ରଙ୍କ ଆକ୍ରମଣର ଶିକାର ହେଲେ ୨ ଜଣ ଛାତ୍ର : ଜୋର ଧରିଛି ଅଶାନ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ସଂଧ୍ୟାରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଜଣେ ଅସାମାଜିକ ଅଣଛାତ୍ର ବ୍ଲେଡ୍‌ ସାହାଯ୍ୟରେ ଦୁଇ ଜଣ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ଦୁଇଜଣ ଛାତ୍ର ଗୁରୁତର ଅବସ୍ଥାରେ ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି
Read More...