Browsing Tag

balangir news

ପୂର୍ବତନ କାଉନସିଲରଙ୍କ ଅକାଳ ବିୟୋଗ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ୧୬ ନମ୍ବର ୱାର୍ଡର ପୂର୍ବତନ କାଉନସିଲର ଅଖଣ୍ଡ ସେଠଙ୍କ ଅକାଳ ବିୟୋଗ ଘଟିଥିବା ଜଣାପଡିଛି । ସେ ବଲାଙ୍ଗିର ସହରରେ କଂଗ୍ରେସ ରାଜନୀତିର ଏକ ଜଣାଶୁଣା ଚେହେରା ଥିବା ବେଳେ ପ୍ରାୟ ସମସ୍ତ ବର୍ଗରେ ଲୋକପ୍ରିୟତା ହାସଲ କରିଥିଲେ । ଗତ ରାତିରେ ତାଙ୍କୁ ବୁର୍ଲା
Read More...

ବଲାଙ୍ଗିର ସିଭିଲ କୋର୍ଟର ପ୍ରଶାସନିକ ଅଧିକାରୀ ରାଜେନ୍ଦ୍ର ନାରାୟଣ ଦାସଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସିଭିଲ କୋର୍ଟ ପରିସରରେ ବଲାଙ୍ଗିର ସିଭିଲ କୋର୍ଟ ପ୍ରଶାସନିକ ଅଧିକାରୀ ରାଜେନ୍ଦ୍ର ନାରାୟଣ ଦାସଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ବଲାଙ୍ଗିର ବିଚାର ବିଭାଗୀୟ କର୍ମଚାରୀ ସଂଘର ସଭାପତି ପ୍ରକାଶ କୁମାର ନେପାକଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି
Read More...

୮୪ ଘର ଅଘରିଆ ସମାଜର ମହାସମ୍ମିଳନୀ ଉଦ୍‌ଯାପିତ

ସଭାପତି ହେଲେ ଶୁଭ୍ରାଂଶୁ ପଟେଲ ଏବଂ ଉପସଭାପତି ହେଲେ ଲିଲି ପଟେଲ ବଲାଙ୍ଗିର, (କେପିଏନ୍‌ଏସ୍‌) : ୮୪ ଘର ଅଘରିଆ ସମାଜର ଚାରିଦିନିଆ ଆଞ୍ଚଳିକ କମିଟି ବଲାଙ୍ଗିର ଜିଲ୍ଲାର ଚତୁର୍ଦ୍ଦଶ ମହାସଭା ଓ ଅଷ୍ଟମ ରାଜ୍ୟ ମହାସମ୍ମିଳନୀ ମହା ଆଡମ୍ବରରେ ଉଦ୍‌ଯାପିତ ହୋଇଯାଇଛି । ଗତ ୩୧ ତାରିଖରୁ
Read More...

ବଲାଙ୍ଗିର କୋର୍ଟ ଶାଖା ସବ୍‌ ପୋଷ୍ଟ ଅଫିସ ଉଠାଇ ଦେବାକୁ ମସୁଧା : ଜନ ସାଧାରଣରେ ତୀବ୍ର ଅସନ୍ତୋଷ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର କୋର୍ଟ ଶାଖା ସବ୍‌ ପୋଷ୍ଟ ଅଫିସ୍ ଦୀର୍ଘ ବର୍ଷରୁ କାର୍ଯ୍ୟ କରିଆସୁଛି । ତିନି ଦଶନ୍ଧି ପୂର୍ବେ ଜିଲ୍ଲା ମୁଖ୍ୟ ଡାକଘର ଜଙ୍ଗଲ ଡିଭିଜନ ଅଫିସ୍ ସମ୍ମୁଖକୁ ସ୍ଥାନାନ୍ତର ହେବା ପରେ କୋର୍ଟ ଶାଖା ସବ୍ ପୋଷ୍ଟ ଅଫିସ୍ ତହସିଲ କାର୍ଯ୍ୟାଳୟ ନିକଟସ୍ଥ
Read More...

ନକଲି ସାର୍ଟିଫିକେଟ୍‌ର ମାଷ୍ଟର ମାଇଣ୍ଡ ମନୋଜ ଓ ଆଲୋକଙ୍କ ସହ ୪ ଜଣଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ୍

ବଲାଙ୍ଗିର, (କେପିଏନ୍‌ଏସ୍‌) : ନକଲି ସାର୍ଟିଫିକେଟ୍‌ ମାମଲାରେ କ୍ରାଇମବ୍ରାଞ୍ଚ ଆହୁରି ତଥ୍ୟ ଖୋଜୁଥିବା ବେଳେ ବିଭିନ୍ନ ଦିଗକୁ ନେଇ ତଦନ୍ତ ଆହୁରି ବଳିଷ୍ଠ କରିବାରେ ଲାଗିଛି । ଏହି କ୍ରମରେ ଆଜି କ୍ରାଇମବ୍ରାଞ୍ଚ ଦଳ ରିଲାଏନ୍ସ ଏଜୁକେସନ୍‌ କମ୍‌ପ୍ଲେକ୍ସର ମାଲିକ ତଥା ଏହି ଘଟଣାର ମାଷ୍ଟର
Read More...

ବଲାଙ୍ଗିର ସହରର ବୁଲା କୁକୁରମାନଙ୍କ ସୁରକ୍ଷା ଓ ଯତ୍ନ ପୂର୍ବକ ବଲାଙ୍ଗିର ପଶୁ ଚିକିତ୍ସାଳୟଠାରେ ନିର୍ମାଣ ହେଉଛି ପଶୁ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ବୁଲା କୁକୁରମାନଙ୍କ ସୁରକ୍ଷା ଓ ଯତ୍ନ ପୂର୍ବକ ବଲାଙ୍ଗିର ପଶୁ ଚିକିତ୍ସାଳୟଠାରେ ପଶୁ ସୁରକ୍ଷା ଗୃହ ନିର୍ମାଣ ହେଉଥିବା ଜଣାପଡିଛି । ଗତ ଜାନୁଆରୀ ଶେଷ ଆଡକୁ ପୌରାଧ୍ୟକ୍ଷା ଲିକା ସାହୁଙ୍କ ନେତୃତ୍ୱରେ ସ୍ଥାନ ନିରୂପଣ କରାଯାଇ ଆରମ୍ଭ ହୋଇଥିଲା
Read More...

ବାବା ସାହେବ ଜୟନ୍ତୀରେ ଜୟ ଭୀମ ନାରାରେ କମ୍ପିବ ବଲାଙ୍ଗିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ଏପ୍ରିଲ ୧୪ ତାରିଖରେ ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ଅଛି । ଏଥର ଏହି ଜୟନ୍ତୀକୁ ମହାସମାରୋହରେ ପାଳିତ କରିବା ପାଇଁ ଜିଲ୍ଲା ଦଳିତ ସମାଜ ଅଣ୍ଟା ଭିଡିଛି । ସାରା ଜିଲ୍ଲାରୁ ପ୍ରାୟ ୫ ହଜାର ଦଳିତଙ୍କ ସମାବେଶରେ ଶୋଭାଯାତ୍ରା
Read More...

ରାଜ୍ୟସ୍ତରୀୟ ଜୁନିୟର ରେଡକ୍ରସରେ ବଲାଙ୍ଗିର ଜିଲ୍ଲାର ସଫଳତା : ରେଡକ୍ରସ ମେଳା ପାଇଁ ଜାତୀୟ ସ୍ତରରେ ମନୋନୀତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭୁବନେଶ୍ୱର ସ୍ଥିତ ନିଳାଚଳ ପଲିଟେକ୍‌ନିକ୍‌ଠାରେ ୫ ଦିନ ବ୍ୟାପି ରାଜ୍ୟସ୍ତରୀୟ ଜୁନିୟର ରେଡକ୍ରସ ଶିକ୍ଷା ଓ ତାଲିମ କେନ୍ଦ୍ର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ୨୫ଟି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ଛାତ୍ର ଛାତ୍ରୀମାନେ ଦଳଗତ ନୃତ୍ୟ, ସଂଗୀତ ଗାନ,
Read More...

ନକଲି ସାର୍ଟିଫିକେଟ ମାମଲା : ମାନ୍ୟବର ଅଦାଲତଙ୍କ ସମ୍ମୁଖରେ ହେଲା ରାଜସାକ୍ଷୀଙ୍କ ବୟାନ ରେକର୍ଡ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ବହୁ ଚର୍ଚ୍ଚିତ ନକଲି ସାର୍ଟିଫିକେଟ ମାମଲାକୁ କ୍ରାଇମବ୍ରାଞ୍ଚ ହାତକୁ ନେଇ ତନାଘନା ତଦନ୍ତ ଜାରି ରଖିଛି । ସବୁ ଦିଗରେ ତନ୍ନ ତନ୍ନ ଖୋଳତାଡ଼ ସହ ବିଭିନ୍ନ ଦିଗରେ ରହିଥିବା ସମ୍ଭାବ୍ୟ ଲିଙ୍କ୍‌ ସଂପର୍କରେ ତଦନ୍ତକୁ ଜୋର୍‌ଦାର୍ କରିଛି
Read More...

ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏପ୍ରିଲ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁସାରେ ଆଜି ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟ ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...