Browsing Tag

balangir news

କୁକୁଡା ଚୋରିକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ହାତାହାତି : ଏସିଡ୍‌ ଫିଙ୍ଗାରେ ୪ ଜଣ ଗୁରୁତର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଙ୍ଗୋମୁଣ୍ଡା ଠାରେ କୁକୁଡା ଚୋରିକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ହାତାହାତି ହେବା ସହ ଏସିଡ୍‌ ଫିଙ୍ଗାଫୁଙ୍ଗି ହୋଇ ୪ ଜଣ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ
Read More...

ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ମାସିକ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗୋବିନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ନରସିଂହ ମନ୍ଦିର ପ୍ରାଙ୍ଗଣରେ ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ସଂପାଦକ ମଲିଆ ଗଡୁଆ ଗତ ବାର୍ଷିକ ସାଧାରଣ ସଭାର ବିବରଣୀ ପାଠ କରିଥିଲେ ଏବଂ ଆୟବ୍ୟୟର ବିବରଣୀ
Read More...

ଶାସ୍ତ୍ରୀନଗର ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ବିଶ୍ଵ ସ୍ୱାସ୍ଥ୍ୟ ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର, ଶାସ୍ତ୍ରୀନଗର ତରଫରୁ ୭୪ତମ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଇଅଛି । ସ୍ୱାସ୍ଥ୍ୟ ମଣିଷର ଏକ ମୌଳିକ ଆବଶ୍ୟକତା ଓ ଅଧିକାର ମଧ୍ୟ । ଦେହ ଓ ମନ ଭଲ ନରହିଲେ, ମଣିଷ ଠିକ୍ ଭାବରେ ଜୀବନ ଧାରଣ କରିପାରିବ
Read More...

ବଲାଙ୍ଗିର ପବ୍ଲିକ ସ୍କୁଲ ପରିସରରେ ନୂତନ ଶ୍ରେଣୀଗୃହ ନର୍ସରୀ ଓ ବାଲ୍‌ ବାଟିକା ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ପବ୍ଲିକ ସ୍କୁଲ ପରିସରରେ ନୂତନ ଶିକ୍ଷାନୀତି ୨୦୨୨-୨୩ ଅନୁସାରେ ନୂତନ ଶ୍ରେଣୀଗୃହ ନର୍ସରୀ ତଥା ବାଲ୍‌ ବାଟିକା ଉଦ୍‌ଘାଟିତ ହୋଇଯାଇଛି । ଏକ ନୂତନ ଶ୍ରେଣୀଗୃହ ତଥା ଅନେକ ଗୁଡିଏ ଖେଳସାମଗ୍ରୀକୁ ନେଇ ଆରମ୍ଭ ହୋଇଯାଇଛି । ନୂତନ ଭାବରେ ନାମ
Read More...

ଏଆଇଡିଏସ୍‌ଓ ପକ୍ଷରୁ ସର୍ବ ଭାରତୀୟ ସଂହତି ଦିବସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଞ୍ଜାବ ବିଶ୍ୱବିଦ୍ୟାଳୟରେ ଆନ୍ଦୋଳନରତ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସମର୍ଥନରେ ସାରା ଭାରତରେ ସଂହିତ ଦିବସ ପାଳିତ ହୋଇଯାଇଛି । ପଞ୍ଜାବ ବିଶ୍ୱବିଦ୍ୟାଳୟ ପଟିଆଲାକୁ ଋଣମୁକ୍ତ କରିବା ସହ ସରକାରୀ ଅନୁଦାନ ବୃଦ୍ଧି କରିବା, ସମଗ୍ର ଶିକ୍ଷାନୁଷ୍ଠାନରେ ସ୍ଥାୟୀ
Read More...

ଯୁବ କୁଲୁତା ସମାଜ ପକ୍ଷରୁ ଚୈତ୍ର ପୂର୍ଣ୍ଣିମା ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ରେଲୱେ ଷ୍ଟେସନ ଛକ ସ୍ଥିତ ଅସୀମ କରାଟେ ଏକାଡେମୀରେ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ଚୈତ୍ର ପୂର୍ଣ୍ଣିମା ତଥା କୁଲୁତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମା' ରାମଚଣ୍ଡୀଙ୍କ ପୂଜାର୍ଚ୍ଚନା ମହାଆଡମ୍ବରରେ ପାଳିତ ହୋଇଯାଇଛି । ଏହି
Read More...

କୁଲତା ସମାଜ ବଲାଙ୍ଗିର ଶାଖା ତରଫରୁ କୁଲତା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଭଗବତୀ ନଗର ସ୍ଥିତ ଶାନ୍ତନୁ କୁମାର ଭୋଇଙ୍କ ବାସଭବନ କୁଲତା ସମାଜ କାର୍ଯ୍ୟାଳୟରେ କୁଲତା ଦିବସ ପାଳିତ ହୋଇଯାଇଛି । ମା' ରଣେଶ୍ୱରୀ ରାମଚଣ୍ଡୀଙ୍କ ପୂଜନ ଉତ୍ସବ ପରେ ସଭାପତି ସୁରଥ ପଧାନଙ୍କ ଅଧ୍ୟକ୍ଷତାରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ
Read More...

ଷଷ୍ଠ ଦିନରେ ପହଂଚିଲା ନକଲି ସାର୍ଟିଫିକେଟ୍‌ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନକଲି ସାର୍ଟିଫିକେଟ୍‌ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ଆଜି ଷଷ୍ଠ ଦିନରେ ପହଂଚି ଥିବା ବେଳେ ପ୍ରତ୍ୟହ ନୂଆ ନୂଆ ତଥ୍ୟ ମିଳୁଛି ବୋଲି କ୍ରାଇମବ୍ରାଞ୍ଚ ଡିଏସ୍‌ପି ଦେବବ୍ରତ ଚକ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ପୁଣି ନକଲି ସାର୍ଟିଫିକେଟ୍‌ ପ୍ରସ୍ତୁତ
Read More...

ଜିଲ୍ଲାସ୍ତରୀୟ ପୋଷଣ ପକ୍ଷ ପାଳନ

ପୋଷଣଯୁକ୍ତ ଖାଦ୍ୟ ଅଭ୍ୟାସ ସମ୍ପର୍କରେ ସଚେତନତା ସୃଷ୍ଟି ଉପରେ ଗୁରୁତ୍ଵାରୋପ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସନ୍ଧ୍ୟାରେ ସ୍ଥାନୀୟ ଜିଲ୍ଲା ସାମ୍ବାଦିକ ଭବନ ପରିସରରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ବଲାଙ୍ଗିର ପକ୍ଷରୁ ଜିଲ୍ଲାସ୍ତରୀୟ ପୋଷଣ ପକ୍ଷ ପାଳିତ ହୋଇଯାଇଛି । ଜିଲ୍ଲାସ୍ତରୀୟ
Read More...

ନକଲି ସାର୍ଟିଫିକେଟର ମାଷ୍ଟର ମାଇଣ୍ଡ ମନୋଜ ଓ ଆଲୋକଙ୍କ ସହ ୪ ଜଣଙ୍କୁ ୩ ଦିନ ପାଇଁ ରିମାଣ୍ଡରେ ନେଲା କ୍ରାଇମ୍‌ବ୍ରାଞ୍ଚ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନକଲି ସାର୍ଟିଫିକେଟର ମାଷ୍ଟର ମାଇଣ୍ଡ ମନୋଜ ଓ ଆଲୋକଙ୍କ ସହ ୪ ଜଣଙ୍କୁ ୩ ଦିନ ପାଇଁ ରିମାଣ୍ଡରେ ନେଇଛି କ୍ରାଇମ୍‌ବ୍ରାଞ୍ଚ । ଗତକାଲି ସିଭିଲ କୋର୍ଟରେ ଅଧିକ ତଦନ୍ତ ପାଇଁ ମାନ୍ୟବର ଅଦାଲତଙ୍କ ପାଖରେ ରିଲାଏନ୍ସ ଏଜୁକେସନର ମାଲିକ ମନୋଜ ମିଶ୍ର ଏବଂ ତାଙ୍କ
Read More...