Browsing Tag

balangir news

ଲୋଇସିଂହା ବନ ବିଭାଗର ଚଢ଼ାଉ : ବିପୁଳ ପରିମାଣର ଖଇର କାଠ ଜବତ, ୨ ଗିରଫ

ବଲାଙ୍ଗିର, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଡିଏଫଓ ନୀତିଶ କୁମାରଙ୍କ ନିର୍ଦ୍ଦେଶ କ୍ରମେ ଲୋଇସିଂହା ବନ ବିଭାଗ ପକ୍ଷରୁ ଆଗଲପୁର ଥାନା ମହାକୁରପାଲି ଗ୍ରାମରେ ଆଜି ଭୋରରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଖଇର କାଠ ଜବତ କରାଯାଇଛି । ଏଥିସହିତ ଆଗଲପୁର ଥାନା ନୂଆପାଲି ଗ୍ରାମର ଜଗଦୀଶ ବଡ଼କା ଓ
Read More...

ଓଡିଶା ସରକାରୀ ଆଉଟ ସୋର୍ସିଂ ୟୁନିଅନ ପକ୍ଷରୁ ୧୧ ଦଫା ଦାବୀ ସମ୍ମିଳିତ ସ୍ମାରକପତ୍ର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ସରକାରୀ ଆଉଟ ସୋର୍ସିଂ ୟୁନିଅନ, ବଲାଙ୍ଗିର ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ବିଧାନସଭା ଆସନରୁ ପ୍ରତିନିଧିତ୍ଵ କରୁଥିବା ମନ୍ତ୍ରୀ ଓ ବିଧାୟକଙ୍କୁ ୧୧ ଦଫା ଦାବୀ ସମ୍ମିଳିତ ସ୍ମାରକପତ୍ର ପ୍ରଦାନ କରାଯାଇଛି
Read More...

ସୀତାଙ୍କ ହରଣ ଓ ଜଟାୟୁ ମରଣ : ଏ ବର୍ଷ ପୁଣି ଡା. ରୁଦ୍ର ପଟେଲ ରାବଣ ଭୂମିକାରେ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସର୍ବପୁରାତନ ରାମଜୀ ସଂସ୍କୃତି ପରିଷଦର ରାମଲୀଳା ନାଟକ ସପ୍ତମ ଦିନେ ସୀତା ହରଣ ଜଟାୟୁ ମରଣ ଅଭିନୀତ ହୋଇଯାଇଛି । ଗତ ଛଅ ଦିନ ହେଲା ବେଶ୍‌ ଧୁମ୍‌ଧାମରେ ରାମଜୀପଡା ଓ ଜଗନ୍ନାଥପଡା ମନ୍ଦିର ପ୍ରାଙ୍ଗଣରେ ରାମଲୀଳା ନାଟକ ଅନୁଷ୍ଠିତ ହେଉଥିବା ବେଳେ
Read More...

୬ଟି ବୃହତ୍‌ ପାନୀୟ ଜଳ ପ୍ରକଳ୍ପର ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ନବୀନ : ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଦେଲେ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ହେଉଛି ମରୁଡି ପ୍ରବଣ ଜିଲ୍ଲା । ଜିଲ୍ଲାର ଗ୍ରାମାଂଚଳରେ ମଧ୍ୟ ପାଣିର ଘୋର୍‌ ଅସୁବିଧା ଦେଖାଯାଉଥିବା ବେଳେ ଲୋକେ ପାଣି ନପାଇ ହନ୍ତସନ୍ତ ହେଉଛନ୍ତି । ତେବେ ଏହାକୁ ଆଖି ଆଗରେ ରଖି ଆଜି ରାଜ୍ୟ କେବିନେଟ ଠାରେ ମୁଖ୍ୟମନ୍ତ୍ରୀ ନବୀନ
Read More...

ମାଲପଡା ନାଗରିକ କମିଟିର ମାସିକିଆ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଯୁଧିଷ୍ଟିର ମିଶ୍ରଙ୍କ ସଭାପତିତ୍ୱରେ ମାଲପଡା ନାଗରିକ କମିଟିର ମାସିକିଆ ବୈଠକ ଅନୁଷ୍ଠିତ ହୋଇଥିଲା । ସଭାରେ ୱାର୍ଡ ନଂ. ୧୪ ଓ ୧୫ର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରସ୍ତାବମାନ ଆଲୋଚନା ମାଧ୍ୟମରେ ଗ୍ରହଣ କରାଯାଇଥିଲା । ଏହି ୱାର୍ଡମାନଙ୍କର ରାସ୍ତାର ଅବନତି ଓ
Read More...

ବଲାଙ୍ଗିର ସଦେଇପାଲିରେ ୨୪ ପ୍ରହର ନାମଯଜ୍ଞ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦେଇପାଲିରେ ୨୪ ପ୍ରହର ନାମଯଜ୍ଞ ବଡ଼ ଧୁମ୍‌ଧାମ୍‌ରେ ଚାଲିଛି । ହରେ କୃଷ୍ଣ ହରେ ରାମ ଧ୍ୱନୀରେ ଉଛୁଳି ପଡ଼ୁଛି ସଦାଇପାଲି । ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଏଠାରେ ଗତ ୨୯ ତାରିଖ ଦିନ କଳସ ଶୋଭାଯାତ୍ରାର ଆୟୋଜନ ହୋଇଥିବା ବେଳେ ସଦେଇପାଲିର
Read More...

ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲର ଆଇସିୟୁ ବିଭାଗ ଭିତରେ ପାଣି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲ ଭିତରେ ରହିଥିବା ଆଇସିୟୁ ବିଭାଗର ଏକ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହଉଥିବା ଦେଖିବାକୁ ମିଳିଛି । ପାଣି ସପ୍ଲାଏ ପାଇପ୍‌ ଫାଟି ଯିବା କାରଣରୁ ୱାର୍ଡ ଭିତରେ ପାଣି ଭରିଯାଇଥିବା ଆଲୋଚନା ହେଉଛି ।
Read More...

ଦରକାର ପଡିଲେ ପୁଣି ରିମାଣ୍ଡରେ ଅଣାଯାଇ ପାରେ ନକଲି ସାର୍ଟିଫିକେଟ୍‌ର ମାଷ୍ଟର ମାଇଣ୍ଡ ଓ ଅଭିଯୁକ୍ତମାନଙ୍କୁ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆବଶ୍ୟକ ପଡିଲେ ନକଲି ସାର୍ଟିିଫିକେଟ୍‌ କାରବାରର ମାଷ୍ଟର ମାଇଣ୍ଡ ସହ ଅନ୍ୟ ଅଭିଯୁକ୍ତମାନଙ୍କୁ ଅଧିକ ତଦନ୍ତ ପାଇଁ ପୁଣି ଥରେ କ୍ରାଇମ୍‌ ବ୍ରାଞ୍ଚ ରିମାଣ୍ଡରେ ଆଣିପାରେ ବୋଲି ଚର୍ଚ୍ଚା ହେଉଛି । ଅଭିଯୁକ୍ତମାନଙ୍କଠାରୁ ବହୁତ କିଛି ତଥ୍ୟ ମିଳିଥିବା ବେଳେ ଏହା
Read More...

ଆଠଗାଁଠାରେ ସନ୍ଥ ଶିରୋମଣୀ ରବିଦାସଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଆଠଗାଁ ରବିଦାସନଗର ଠାରେ ସନ୍ଥ ଶିରୋମଣୀ ରବିଦାସଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ । ଏହି
Read More...

ବଲାଙ୍ଗିର ରେଳ ଉପଭୋକ୍ତା ସଂଘର କାର୍ଯ୍ୟକାରିଣୀ ବୈଠକ

ଶୀଘ୍ର ଦାବୀ ପୂରଣ ନହେଲେ ଆନ୍ଦୋଳନକୁ ଓହ୍ଲାଇବ ସଂଘମେ' ମାସ ଶେଷ ସପ୍ତାହରେ ସାଧାରଣ ପରିଷଦ ବୈଠକ ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ମାଲପଡା ସ୍ଥିତ ବଲାଙ୍ଗିର ରେଳ ଉପଭୋକ୍ତା ସଂଘର କାର୍ଯ୍ୟାଳୟଠାରେ ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତା ସଂଘର କାର୍ଯ୍ୟକାରିଣୀ ବୈଠକ ସଂଘର
Read More...