Browsing Tag

balangir news

ବଲାଙ୍ଗିରରେ ପରିବାର ନିୟୋଜନ ସଚେତନତା ରଥର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ସ୍ୱାସ୍ଥ୍ୟ ସମିତି ବଲାଙ୍ଗିର ତରଫରୁ ଆୟୋଜିତ ପରିବାର ନିୟୋଜନ ସଚେତନତା ରଥକୁ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଚଞ୍ଚଳ ରାଣା ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ସବୁଜ ପତାକା ଦେଖାଇ ଶୁଭାରମ୍ଭ
Read More...

ଜାଲ୍‌ ସାର୍ଟିଫିକେଟ୍‌ ମାମଲାରେ ପଶିପାରେ ସିବିଆଇ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାଲ୍‌ ସାର୍ଟିଫିକେଟ୍‌ ମାମଲାରେ ଏବେ ପଶିପାରେ ସିବିଆଇ । ଡାକ ବିଭାଗରେ ଚାକିରି ଆବଦେନକାରୀଙ୍କୁ ନକଲି ସାର୍ଟିଫିକେଟ୍‌ ଘଟଣାର ତଦନ୍ତ ପାଇଁ ଡାକ ବିଭାଗ ପକ୍ଷରୁ ଚିଠି ଲେଖାଯାଇଥିବା ଜଣାପଡିଛି । ବଲାଙ୍ଗିର ଡାକ ବିଭାଗରେ ଚାକିରି ଆଶାୟୀଙ୍କ
Read More...

ଭୀମଭୋଇ ମେଡିକାଲର ବାର୍ଷିକୋତ୍ସବରେ ଯୋଗଦେଲେ ମହାମହିମ ରାଜ୍ୟପାଳ

ଜାତି ଖୋଜିଲେ ମୁକ୍ତି ନାହିଁ, ମୁକ୍ତି ଖୋଜିଲେ ଜାତି ନାହିଁ : ମହାମହିମ ରାଜ୍ୟପାଳପିଜି ପାଠ୍ୟକ୍ରମ ଓ ସୁପର ସ୍ପେସିଆଲିଟି ଡାକ୍ତର ଦାବୀ ଦୋହରାଇଲେ ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜର
Read More...

ଯୁଧିଷ୍ଠିର ମିଶ୍ରଙ୍କ ପ୍ରତିମୂର୍ତ୍ତି ଅନାବରଣ କଲେ ମହାମହିମ ରାଜ୍ୟପାଳ

ମୁକ୍ତିର ବାର୍ତ୍ତାବହ ଥିଲେ ସ୍ୱର୍ଗତ ଯୁଧିଷ୍ଠିର ମିଶ୍ର : ମହାମହିମ ରାଜ୍ୟପାଳଅଂଚଳବାସୀଙ୍କ ରାଜନୈତିକ ଓ ଶିକ୍ଷାଗତ ସମ୍ପର୍ଣ୍ଣତା ପାଇଁ ଲଢୁଥିଲେ ସ୍ୱର୍ଗତ ଯୁଧିଷ୍ଠିର ମିଶ୍ର : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜୀବ ମାତ୍ରକେ ସ୍ୱାଧିନତା ହିଁ ତା’ ପାଇଁ ସବୁଠୁଁ ମୂଲ୍ୟବାନ
Read More...

ପିଜି ପାଠ୍ୟକ୍ରମ ଓ ସୁପର୍‌ ସ୍ପେସିଆଲିଟି ଡାକ୍ତର ଦାବୀ କଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଭୀମ ଭୋଇ ମେଡିକାଲ କଲେଜର ବାର୍ଷିକୋତ୍ସୋବରେ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର । ଏହି ଅବସରରେ ସେ ଭୀମ ଭୋଇ ମେଡିକାଲରେ ପିଜି ପାଠ୍ୟକ୍ରମ ଆରମ୍ଭ କରିବା ସହିତ ଡାକ୍ତରଖାନାରେ ସୁପର ସ୍ପେସିଆଲିଟି ଡାକ୍ତର ପଦ
Read More...

ଜାତି ଖୋଜିଲେ ମୁକ୍ତି ନାହିଁ, ମୁକ୍ତି ଖୋଜିଲେ ଜାତି ନାହିଁ : ମହାମହିମ ରାଜ୍ୟପାଳ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ବଲାଙ୍ଗିର ଗସ୍ତରେ ଆସି ଭୀମ ଭୋଇ ମେଡିକାଲ କଲେଜର ବାର୍ଷିକୋତ୍ସବରେ ଯୋଗଦାନ କରିଛନ୍ତି । ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଗଣେଶୀଲାଲ ଭାବି ଡାକ୍ତରମାନଙ୍କୁ ଧନୀ ହୁଅନ୍ତୁ କି ଗରିବ, ଧାର୍ମିକ ହୁଅନ୍ତୁ କି
Read More...

ବଲାଙ୍ଗିର ସହରର ବିଭିନ୍ନ ସ୍ଥାନରେ ଆରମ୍ଭ ହେଲା ଜଳଛତ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌର ପରିଷଦ ତରଫରୁ ଆଜି ୱାର୍ଡ ନମ୍ବର ୮, ୧୩, ୧୪ ଓ ୧୮ରେ ଜଳଛତ୍ର ଆରମ୍ଭ ହୋଇଯାଇଛି । ଆଜି ଏହି ଜଳଛତ୍ରଗୁଡିକୁ ସ୍ୱୟଂସହାୟକ ଗୋଷ୍ଠୀ ମାଧ୍ୟମରେ ଖୋଲାଯାଇଥିବା ବେଳେ ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ବୁଲି ତଦାରଖ କରିବା ସହିତ ଶୁଭାରମ୍ଭ
Read More...

୨ ବାଇକ୍‌ ମୁହାଁମୁହିଁ ଧକ୍କା : ୨ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର-ସମ୍ବଲପୁର ରୋଡ୍‌ ହୀରାପୁର ଛକାରେ ୨ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ହୀରାପୁର ଛକରେ ୨ ବାଇକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣ ଗୁରୁତର ହୋଇଛନ୍ତି । ଗୁରୁତରମାନେ ହେଲେ ଦିଗ୍‌ଶିରା
Read More...

ଖେଳ ଉପକରଣ ଦୋକାନରୁ ମୋବାଇଲ ଚୋରି ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରାଞ୍ଚଳ ଅନ୍ତର୍ଗତ କ୍ଲବପଡାର ଏକ ଖେଳ ଉପକରଣ ଦୋକାନରୁ ଏକ ମୋବାଇଲ କେହି ଦୁର୍ବୃତ୍ତ ଚୋରି କରିଛି । ଏନେଇ ଗତକାଲି ନିହାରିକା ମିଶ୍ର ନାମକ ଜଣେ ମହିଳା ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ଗତକାଲି ସେ ଦୋକାନରେ ଥିବା ବେଳେ କେହି ଅଜଣା
Read More...

ସଡକ ଦୁର୍ଘଟଣାରେ ଯୁବକ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସାଲେପାଲି ଠାରେ ସଡକ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ସ୍ଥାନୀୟ ମାଲଗୋଦାମପଡାର ରଞ୍ଜିତ ସୁନା(୨୯) ନିଜ ଘରୁ ବାହାରି ନିକଟସ୍ଥ ସାଲେପାଲି ଗ୍ରାମକୁ ବାଇକ୍‌
Read More...