Browsing Tag

balangir news

ଆଇଡିଏମ ପବ୍ଲିକ ସ୍କୁଲରେ ଶିକ୍ଷକଙ୍କ ମାଡରେ ଜଣେ ଛାତ୍ର ଆହତ ହୋଇଥିବା ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଖୁଜେନପାଲି ସ୍ଥିତ ଆଇଡିଏମ ପବ୍ଲିକ ସ୍କୁଲରେ ଶିକ୍ଷକଙ୍କ ମାଡରେ ଜଣେ ଛାତ୍ର ଆହତ ହୋଇଥିବା ବଲାଙ୍ଗିର ସଦର ଥାନରେ ଅଭିଯୋଗ ହୋଇଛି । ଅଭିଭାବକ ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡିଛି । ଅଭିଯୋଗ ଅନୁସାରେ ଖୁଜେନପାଲି ସ୍ଥିତ ଆଇଡିଏମ ଛାତ୍ରାବାସରେ
Read More...

ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ତାଲପାଲିପଡା ସ୍ଥିତ ଡ. ଆମ୍ବେଦକର ଦାତବ୍ୟ କେନ୍ଦ୍ର ପରିସରରେ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଜନାର୍ଦ୍ଧନ ଶ୍ରୀଚୌହାନଙ୍କ କରକମଳରେ ଉନ୍ମୋଚିତ ହୋଇଯାଇଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍‌ ଜନାର୍ଦ୍ଧନ
Read More...

୨୫ କ୍ୱିଣ୍ଟାଲ କାଠରେ ଭର୍ତ୍ତି ହୋଇଥିବା ଟ୍ରାକ୍ଟରକୁ ଜବତ କରିବା ସହ ଜଣଙ୍କୁ ଗିରଫ କଲା ବଲାଙ୍ଗିର ବନ ବିଭାଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବନ ବିଭାଗକୁ ମିଳିଛି ବଡ ସଫଳତା । ବଲାଙ୍ଗିର ବନଖଣ୍ଡ ଅନ୍ତର୍ଗତ ଦସପୁର ଗ୍ରାମ ନିକଟରେ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ୨୫ କ୍ୱିଣ୍ଟାଲ ବିଭିନ୍ନ ଜାଳେଣି କାଠରେ ଭର୍ତ୍ତି ହୋଇଥିବା ଏକ ଟ୍ରାକ୍ଟର (ଓଆର୍‌ ୦୩ଏଫ ୯୫୭୯)କୁ ଜବତ କରିବା ସହ ଘଟଣାରେ
Read More...

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୬ତମ ତିରୋଧାନ ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୬ତମ ଶ୍ରାଦ୍ଧ ଦିବସରେ ବିଜୁ ଜନତା ଦଳ ଲୋଇସିଂହା ତରଫରୁ ଏକ ଶ୍ରଦ୍ଧାଞ୍ଜଳି ଓ ସ୍ମୃତି ସଭା ଅନୁଷ୍ଠିତ ସହିତ ଓଡିଶା ମୋ' ପରିବାର ଜୀବନ ବିନ୍ଦୁ ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଜୁ ଜନତା ଦଳ ରାଜ୍ୟ
Read More...

ବଲାଙ୍ଗିର ସହରାଞ୍ଚଳ କୁଲତା ସମାଜର ବାର୍ଷିକ ସାଧାରଣ ସଭା ଓ କର୍ମକର୍ତ୍ତା ଚୟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭଗବତୀନଗର ସ୍ଥିତ କୁଲତା ସମାଜ କାର୍ଯ୍ୟାଳୟ ପରିସରରେ ସଭାପତି ସୁରଥ ପଧାନଙ୍କ ସଭାପତିତ୍ୱରେ କୁଲତା ସମାଜର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ସଭାପତିଙ୍କ ଅଭିଭାଷଣ ପରେ ସମ୍ପାଦକ ଶାନ୍ତନୁ କୁମାର ଭୋଇଙ୍କ ସମ୍ପାଦକ ବିବରଣୀ ପାଠ କଲା
Read More...

ଭୀମ ଭୋଇ ମେଡିକାଲ କଲେଜର ନୂତନ ହସ୍ପିଟାଲ ନିର୍ମାଣ କାର୍ଯ୍ୟ ସ୍ଥାନକୁ ପରିଦର୍ଶନ କଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲକୁ ନେଇ ରାଜ୍ୟ ସରକାର ବିଶେଷ ଧ୍ୟାନ ଦେବା ସହ ରୋଗୀଙ୍କ ପାଇଁ ଉନ୍ନତ ମାନର ଚିକିତ୍ସା ଯୋଗାଇ ଦେବା ପାଇଁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜର ନୂତନ ହସ୍ପିଟାଲ ନିର୍ମାଣ କରୁଛନ୍ତି । ତେବେ ନିର୍ମାଣ ହେଉଥିବା
Read More...

ବଲାଙ୍ଗିର ଲିଗ୍‌ କ୍ରିକେଟ ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗାନ୍ଧୀ ଷ୍ଟାଡିୟମଠାରେ ୧୬ରୁ ୨୧ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବଲାଙ୍ଗିର ଲିଗ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍‌ଘାଟିତ ହୋଇଯାଇଛି । ଆଜିର ଏହି ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସ୍ପୋର୍ଟସ ଲଭର ତଥା ପଶ୍ଚିମ ଓଡିଶାର ଜଣେ ସୁପରିଚିତ
Read More...

ରାଜୀବନଗରରୁ ବେଆଇନ ଭାବେ ଦେଶୀ ପିସ୍ତଲ ଓ ଭୁଜାଲି ଦେଖାଉଥିବା ଯୁବକଙ୍କୁ ଗିରଫ କଲା ଟାଉନ ପୁଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବେଆଇନ ଭାବେ ଦେଶୀ ପିସ୍ତଲ ଓ ଭୁଜାଲି ଦେଖାଇ ଆଖପାଖ ଲୋକଙ୍କୁ ଭୟଭୀତ କରୁଥିବା ଜଣେ ଯୁବକଙ୍କୁ ଆଜି ବଲାଙ୍ଗିର ଟାଉନ ପୋଲିସ ଗିରଫ କରିଥିବା ଆଇଆଇସି ବିଶ୍ୱଜିତ ମନବୋଧ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ବଲାଙ୍ଗିର ସହରର ରାଜୀବନଗର ନିବାସୀ ଆଲୋକ ଓରଫ
Read More...

ସହଯୋଗ ଫାଉଣ୍ଡେସନର ଅନ୍ନପୂର୍ଣ୍ଣା କାର୍ଯ୍ୟକ୍ରମରେ ଯୋଗଦେଲେ ବିଧାୟକ ନରସିଂହ

ସେବା ପରମଧର୍ମ : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ସେବା ପରମଧର୍ମ । ସେବା ଭୋଗୀ ସେବା ପାଇ ଯେତିକି ଆସ୍ୱସ୍ତ ଅନୁଭବ କରେ, ସେବା କରିକି ସେବାକାରୀ ତାଠୁ ଅଧିକ ଆତ୍ମ ତୃପ୍ତି ପାଏ । ବିଭିନ୍ନ ସରକାରୀ ବେସରକାରୀ ବ୍ୟବସ୍ଥା ସତ୍ୱେ ଅନେକେ ଦୁଃଖ ଦରିଦ୍ରତାରେ କାଳାତିପାତ
Read More...

ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସାଗର ଧରୁଆଙ୍କ ବିୟୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶିବତଲା ସରକାରୀ ପ୍ରାଥମିକ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସାଗର ଧରୁଆ ୦୯.୦୨.୧୯୫୧ ମସିହାରେ ଲୁଚକିବନ୍ଧ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ଗ୍ରାମର ପ୍ରଥମ ଦଶମ ଶ୍ରେଣୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ବେଳେ ପ୍ରଥମ ସରକାରୀ ଚାକିରିଆ ମଧ୍ୟ
Read More...