Browsing Tag

balangir news

ଆଦ୍ୟାଶକ୍ତି ନାରୀ ସଂଗଠନର ଭଜନ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ନାରୀ ଅନୁଷ୍ଠାନ ଆଦ୍ୟାଶକ୍ତି ନାରୀ ସଂଗଠନର ଏକ ଜଣାଣ କାର୍ଯ୍ୟକ୍ରମ ଦୈନିକ ବଜାର ସ୍ଥିତ ରାମ ଚରିତ ମାନସ ମନ୍ଦିରେ ଚାନ୍ଦ ମନ୍ଦିର ଜଗନ୍ନାଥଙ୍କ ମାଉସୀ ଘରେ ଦଶ ଅବତାର ଅବସରରେ ସଭାପତି ମାଳତି ଉଦ୍‌ଗାତାଙ୍କ…
Read More...

କୁମିଆପାଲିରେ ଉତ୍ତେଜନା : ରୋଗୀଣା ମହିଳାଙ୍କୁ ହସ୍ପିଟାଲ ସ୍ଥାନାନ୍ତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ବିସ୍ଥାପିତ ଗାଁ କୁମିଆପାଲିରେ ଉତ୍ତେଜନା ଜାରି ରହିଛି । ଗାଁ ଲୋକଙ୍କ ଅଭିଯୋଗ ଅନୁଯାୟୀ, ବିଳମ୍ବିତ ରାତିରେ ପୋଲିସ ଗାଁରେ ପହଞ୍ଚି ୭ ଜଣ ଆଦିବାସୀ ମୁଖିଆଙ୍କୁ ନେଇଯାଇଛି । ସେମାନଙ୍କ ମଧ୍ୟରେ ଡୋଳାମଣି ବରିହା ମଧ୍ୟ ଥିବା କୁହାଯାଉଛି ।…
Read More...

ସରକାରୀ ଯୋଜନାର ବ୍ୟାପକ ପ୍ରଚାର ପ୍ରସାର ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ସମୀକ୍ଷା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସୂଚନା ଓ ଲୋକସମ୍ପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ତଥା ଅତିରିକ୍ତ ଉପନିର୍ଦ୍ଦେଶକ, ପଶ୍ଚିମାଞ୍ଚଳ, ସମ୍ବଲପୁର ଶ୍ରୀମତୀ କଲ୍ୟାଣୀ ଦାସ ଆଜି ବଲାଙ୍ଗିର ଜିଲ୍ଲା ଗସ୍ତ କରିଛନ୍ତି । ଏହି ଗସ୍ତ କାଳରେ ସେ ଜିଲ୍ଲାରେ ବିଭାଗୀୟ କାର୍ୟ୍ୟକ୍ରମ, ସରକାରୀ ଯୋଜନାର…
Read More...

କୁମିଆପାଲି ଗ୍ରାମରେ ପୋଲିସ ସନ୍ତ୍ରାସକୁ ଏସୟୁସିଆଇ ପକ୍ଷରୁ ଦୃଢ଼ ନିନ୍ଦା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋୟର ସୁକତେଲ ଅଞ୍ଚଳରେ ବିସ୍ଥାପିତ ହେବାକୁ ଥିବା କୁମିଆପାଲି ଗ୍ରାମର ଲୋକଙ୍କ ଦାବୀକୁ ପ୍ରଶାସନ ସହୃଦୟତା ସହ ପୂରଣ କରିବା ଉଚିତ କ୍ଷତିପୂରଣ ଦେବା ଓ ଥଇଥାନ କରିବା ପରିବର୍ତ୍ତେ ରାତିଅଧିଆ ପୋଲିସ ଆତଙ୍କରାଜ ସୃଷ୍ଟି କରି ୭ ଜଣ ଲୋକଙ୍କୁ ବଳପୂର୍ବକ ଉଠେଇ…
Read More...

ୟନେକ୍ସ-ସନରାଇଜ ଜିଲ୍ଲା ବ୍ୟାଡ ମିଣ୍ଟନ ଚମ୍ପିୟାନସିପ୍‌ ଉଦ୍‌ଯାପିତ

ଷ୍ଟାଡିୟର ଭିତ୍ତିଭୂମିର ବିକାଶ କରାଯିବ - ନରସିଂହପୁରୁଷରେ ପିୟୁଷ ଚମ୍ପିୟାନ, ନିଖିଳ ରନର୍ସଅପ, ମହିଳାରେ ନନ୍ଦିନୀ ଚମ୍ପିୟା, ଦୟା ରନର୍ସଅପ ୧୯ ବର୍ଷରେ ଶ୍ରୀୟାଂଶ ଚମ୍ପିୟାନ, ବିଜୟ ରନର୍ସଅପଭେଟେରାନ ଖେଳାଳି ଡା. ଦୀପକ ବାରିକଙ୍କୁ ତ୍ରିମୁକୁଟ ବଲାଙ୍ଗିର, (ଦେବାଶିଷ ମିଶ୍ର) :…
Read More...

ରଥଯାତ୍ରା କବିତା ପାଠ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସନାତନ ମନ୍ଦିର ପରିସରରେ ଅଙ୍କୁର ସାହିତ୍ୟ ସଂସଦ ତରଫରୁ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କବିତା ପାଠ ଉତ୍ସବର ସଂଯୋଜନା କରିଥିଲେ ଶ୍ରୀମତୀ ରଶ୍ମୀ ପାତ୍ର ଓ ନଳିନୀ ପ୍ରଭା ଶତପଥୀ । କବିତା ଗୁଡିକ…
Read More...

କୁମିଆପାଲିର ୮୪ ଆଦିବାସୀ ପରିବାରଙ୍କ ସମ୍ପୂର୍ଣ୍ଣ ପୁନର୍ବାସ ଓ ଥଇଥାନ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଦେଲେ…

ଲୋୟର ସୁକତେଲ ପ୍ରକଳ୍ପରେ ପ୍ରଭାବିତ ସମସ୍ତ ପରିବାରଙ୍କ ତୁରନ୍ତ ସର୍ଭେ, ସମ୍ପୂର୍ଣ୍ଣ କ୍ଷତିପୂରଣ ଓ ପୁନର୍ବାସ ସୁବିଧା ପ୍ରଦାନ ପାଇଁ ଦାବି ଭୁବନେଶ୍ୱର/ବଲାଙ୍ଗିର, (କେପିଏନ୍‌ଏସ୍‌) : ପୂର୍ବତନ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଯୋଗୁଁ ବିସ୍ଥାପନର…
Read More...

ବଲାଙ୍ଗିର କୁମିଆପାଲି ବିସ୍ଥାପିତଙ୍କ ଜିଦ୍‌ ଆଗରେ ଆଣ୍ଠେଇଲା ପ୍ରଶାସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପକୁ ନେଇ ପୁଣି ଥରେ ଚର୍ଚ୍ଚାରେ କୁମିଆପାଲି ଗାଁ । ପ୍ରଶାସନର ଗାଁ ଉଚ୍ଛେଦ ଉଦ୍ୟମକୁ ଦୃଢ଼ ବିରୋଧ କରିଛନ୍ତି ଆଦିବାସୀ ବହୁଳ ଏହି ଗ୍ରାମର ୮୬ ବିସ୍ଥାପିତ ପରିବାର । ସେମାନଙ୍କ ସ୍ପଷ୍ଟ କଥା - ଉଚିତ କ୍ଷତିପୂରଣ ଓ…
Read More...

ରାଜ୍ୟସ୍ତରୀୟ ସେମିନାରରେ ଭାଗ ନେଲେ ବଲାଙ୍ଗିରର ଦୁଇ ବିଚାରକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉଷୁ ଆସୋସିଏସନ ଅଫ୍ ଓଡିଶା ଓ ଖୋର୍ଦ୍ଧା ଉଷୁ ସଂଘର ମିଳିତ ଭାବରେ ଦୁଇ ଦିନିଆ ଓଡିଶା ରାଜ୍ୟ ଉଷୁ ବିଚାରକଙ୍କ ପାଇଁ (ଜଜ) ଏକ ସେମିନାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ଜିଲ୍ଲାରୁ ମୋଟ ୪୨ ଜଣ ବିଚାରକ ଭାଗ ନେଇଥିଲେ । ଏହି ଦୁଇ ଦିନିଆ ସେମିନାରରେ…
Read More...

ସରକାରୀ ମହିଳା ମହାବିଦ୍ୟାଳୟ ବୁଲିଲେ ନରସିଂହ

ଅଭାବ ଥିବା ଭିତ୍ତିଭୂମି ବିକାଶ କରୁ ସରକାର - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ସ୍ଥାନୀୟ ସରକାରୀ ମହାବିଦ୍ୟାଳୟରେ ପହଂଚି ସେଠାରେ ଅଧ୍ୟକ୍ଷ, ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଏହି ଆଲୋଚନାରେ ବିଶେଷ କରି ମହିଳା…
Read More...