Browsing Tag

balangir news

ବଲାଙ୍ଗିର ବନ ବିଭାଗ ପକ୍ଷରୁ କଣ୍ଟାବାଂଜିରେ ଚଢ଼ାଉ, ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ଜବତ୍‌, ୧ ଗିରଫ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଡିଏଫ୍‌ଓ ନୀତିଶ କୁମାରଙ୍କ ନିର୍ଦେଶରେ କଣ୍ଟାବାଞ୍ଜି ୱାର୍ଡ ନଂ.୧ର ମୋହନ ଟଙ୍କଙ୍କ ଘରେ ବଲାଙ୍ଗିର, ଦେଓଗାଁ, ବଙ୍ଗୋମୁଣ୍ଡା, ପାଟଣାଗଡ ଏବଂ କଣ୍ଟାବାଞ୍ଜି ରେଞ୍ଜର କର୍ମଚାରୀମାନେ ବଲାଙ୍ଗିର ଡିଭିଜନାଲ ମୋବାଇଲ୍ ସ୍କ୍ୱାର୍ଡ ସହିତ ପୋଲିସ୍…
Read More...

ଆସନ୍ତା ଅକ୍ଟୋବର ୮ ତାରିଖରେ ବଲାଙ୍ଗିର ରୋୟଲ ସିନେମା ହଲଠାରେ ମୁକ୍ତିଲାଭ କରିବ ‘ଶତୃ’

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରଠାରୁ ପ୍ରଯୋଜିତ ଓ ନିର୍ଦ୍ଦେଶିତ ହୋଇଥିବା କୋଶଲି ଓ ଓଡ଼ିଆ ଭାଷାରେ ନିର୍ମିତ ହୋଇଥିବା ଏକ ଚମତ୍କାର ଚଳଚ୍ଚିତ୍ର 'ଶତୃ' ଆସନ୍ତା ଅକ୍ଟୋବର ମାସ ୮ ତାରିଖକୁ ବଲାଙ୍ଗିର ରୋୟଲ ସିନେମା ହଲ୍‌ଠାରେ ମୁକ୍ତିଲାଭ କରିବାକୁ ଯାଉଛି । ଏହି ବିଷୟକୁ ନେଇ ଆଜି…
Read More...

ବେଆଇନ କଫ ସିରପ ବିକ୍ରି କରୁଥିବା ଯୁବକଙ୍କୁ ଗିରଫ୍‌ କଲା ବଲାଙ୍ଗିର ଟାଉନ୍‌ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ କିଛି ଦିନ ହେଲା ବଲାଙ୍ଗିରରେ ଚାଲିଥିବା ବିଭିନ୍ନ ଅପରାଧ ଓ ଅପରାଧୀମାନଙ୍କୁ ଦମନ କରିବା ପାଇଁ ଏସ୍‌ପି ରିଷିକେଶ ଖିଲାରୀଙ୍କ ତତ୍ଵାବଧାନରେ ଏକ ସ୍ପେସାଲ ଟିମ ଗଠନ କରାଯାଇ ବିଭିନ୍ନ କଫ ସିରପ ବେପାରୀ, ଗଞ୍ଜେଇ ବେପାରୀ, ବେଆଇନ୍‌ ମଦ ବେପାରୀମାନଙ୍କୁ…
Read More...

ଆଜି ମୁସଲମାନ ଧର୍ମଗୁରୁ ପ୍ରୋଫେଟ ମହମ୍ମଦଙ୍କ ଜୟନ୍ତୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ମୁସଲମାନ ଧର୍ମଗୁରୁ ପ୍ରୋଫେଟ ମହମ୍ମଦଙ୍କ ଜୟନ୍ତୀ । ଏହି ପରିପ୍ରେକ୍ଷୀରେ ବଲାଙ୍ଗିରରେ ଅତି ହର୍ଷ ଉଲ୍ଲାସର ସହ ମୁସଲମାନମାନେ ମହମ୍ମଦ ଜୟନ୍ତୀ ପାଳନ କରୁଛନ୍ତି । ଏହି ଅବସରରେ ସହରର ସବୁ ମୁସଲମାନମାନେ ଏକ ଶାନ୍ତି ଓ ସଦ୍ଭାବନା ଶୋଭାଯାତ୍ରା କରିଥିଲେ…
Read More...

ରାଜ୍ୟସ୍ତରୀୟ ସ୍କୁଲ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦ୍‌ଯାପିତ

୧୪ ବର୍ଷରୁ କମ ବାଳକ ଓ ବାଳିକା ବିଭାଗରେ ଯଥାକ୍ରମେ କଟକ ଏବଂ ଭୁବନେଶ୍ୱର ଚମ୍ପିୟାନ୧୭ ବର୍ଷରୁ କମ ବାଳକ ଓ ବାଳିକା ବିଭାଗରେ ଯଥାକ୍ରମେ ଭୁବନେଶ୍ୱର ଏବଂ ମୟୁରଭଞ୍ଜ ଚମ୍ପିୟାନ ବଲାଙ୍ଗିର, (କେପିଏ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଦର ମହକୁମା ସ୍ଥିତ ପିଆର ହାଇ ସ୍କୁଲ ଇଣ୍ଡୋର…
Read More...

ଶାନ୍ତିପଡ଼ାରେ ଫୁଟିଲା ବ୍ରହ୍ମ କମଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ହିନ୍ଦୁ ଧର୍ମରେ ବିଶ୍ୱାସ କରାଯାଏ, ସ୍ୱର୍ଗରେ ଫୁଟେ ବ୍ରହ୍ମ କମଳ । ଭାଗ୍ୟରେ ଥିଲେ ମର୍ତ୍ତ୍ୟ ମଣ୍ଡଳରେ ବ୍ରହ୍ମ କମଳ ଦେଖିବାକୁ ମିଳେ । ଗତକାଲି ଶାନ୍ତିପଡ଼ାର ଶ୍ରୀମତୀ ଝୁନୁ ଉପାଧ୍ୟାୟଙ୍କ ଘର ଅଗଣାରେ ଏକ ବ୍ରହ୍ମ କମଳ ଫୁଟିଥିବା ଦେଖିବାକୁ ମିଳିଛି ।…
Read More...

ଆସନ୍ତା ଅକ୍ଟୋବର ୮ ତାରିଖରେ ମୁକ୍ତିଲାଭ କରିବ ଶତୃ ଚଳଚ୍ଚିତ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରଠାରୁ ପ୍ରଯୋଜିତ ଓ ନିର୍ଦ୍ଦେଶିତ ହୋଇଥିବା କୋଶଲି ଓ ଓଡିଆ ଭାଷାରେ ନିର୍ମିତ ହୋଇଥିବା ଶତୃ ଚଳଚ୍ଚିତ୍ର ଆସନ୍ତା ଅକ୍ଟୋବର ୮ ତାରିଖ ରୋଏଲ ଚଳଚ୍ଚିତ୍ର ହଲ୍‌ଠାରେ ମୁକ୍ତିଲାଭ କରିବାକୁ ଯାଉଛି । ଏହି ଉଦ୍ଦେଶ୍ୟରେ ଗତକାଲି ବଲାଙ୍ଗିର ଜିଲ୍ଲା…
Read More...

ଖଲିଆପାଲି ଯୁବକ ହତ୍ୟା ଘଟଣା : ପୀଡିତ ପରିବାରକୁ ସହାୟତା ଦେଲେ ଓମ୍‌ପ୍ରକାଶ କୁମ୍ଭାର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଳା ବ୍ଲକ ଖଲିଆପାଲିଠାରେ ନିର୍‌ୱେଲଙ୍କୁ ଶ୍ରୀକାନ୍ତ ନାଗ ନାମକ ଜଣେ ଦୁର୍ବୃତ୍ତ ହତ୍ୟା କରି କୂଅରେ ଫିଙ୍ଗି ଦେଇଥିଲ । ଯୁବ ପୁଅକୁ ହରାଇ ନିର୍‌ୱେଲ ପରିବାର ବର୍ଗ ଦୁଃଖରେ ଭାଙ୍ଗି ପଡିଛନ୍ତି । ଲକ୍ଷେ ଘର ଗଣ୍ଡା ସମାଜର ପଶ୍ଚିମ ଓଡିଶା ସଭାପତି…
Read More...

ବଲାଙ୍ଗିରରେ ଧୁମ୍‌ଧାମ୍‌ରେ ପାଳନ ହେଲା ବିଶ୍ୱ ଫାର୍ମାସିଷ୍ଟ ଦିବସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହର ମଧ୍ୟରେ ଅବସ୍ଥିତ ଭୀମଭୋଇ ମେଡିକାଲର ମାତୃ ଓ ଶିଶୁ ବିଭାଗରେ ଥିବା ସଭାକକ୍ଷରେ ବିଶ୍ୱ ଫାର୍ମସିଷ୍ଟ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଭୀମଭୋଇ ମେଡିକାଲ କଲେଜର ସୁପରିଟେଣ୍ଡେଣ୍ଟ ଡା. ମାନସୀ ପଣ୍ଡା,…
Read More...

ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭା ତରଫରୁ ଭଗବାନ ବାମନଙ୍କର ଜନ୍ମ ଉତ୍ସବ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭା ଦ୍ୱାରା ଭଗବାନ ବାମନଙ୍କର ଜନ୍ମୋତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ବ୍ରାହ୍ମଣ ସମାଜର ପୂର୍ବତନ ସଭାପତି ପଣ୍ଡିତ ଗିରିଧାରୀ ଶତପଥିଙ୍କ ତତ୍ତ୍ୱାବଧାନରେ ପୂଜାର୍ଚ୍ଚନା କରାଯାଇଥିଲା । ଏଥିରେ କର୍ତ୍ତା ଭାବରେ…
Read More...