Browsing Tag

balangir news

ବାହା ହୋଇ ଫେରୁଥିଲେ ଯବାନ, ଗିରଫ କଲା ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାହା ହୋଇ ଫେରୁଥିଲେ ଯବାନ ଗିରଫ କଲା ପୋଲିସ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲାରେ । ସୂଚନା ଅନୁଯାୟୀ ପାଟଣାଗଡ ଥାନା ଅନ୍ତର୍ଗତ ଘଷିଏନ୍ ଗାଁର ଭକ୍ତରାମ୍ ଭୋଇ ସିଆରପିଏଫ୍‌ରେ ଯବାନ ଭାବେ କାର୍ଯ୍ୟରତ । ଭକ୍ତରାମ୍ ଜଣେ ଯୁବତୀଙ୍କ ସହ
Read More...

ରାଜସ୍ଥାନରେ ଅସୀମ କରାଟେ ଏକାଡେମୀର ବଡ ସଫଳତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜସ୍ଥାନ ଜୟପୁର ସ୍ଥିତ ସ୍ୱାଇ ମାନସି ଷ୍ଟାଡିୟମରେ ଗତ ୨୯ ଓ ୩୦ ତାରିଖ ଦୁଇ ଦିନ ଧରି ସର୍ବ ଭାରତୀୟ କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନର ୯ ଜଣ ପ୍ରତିଯୋଗୀ ଏଥିରେ ଭାଗ ନେଇ ସଫଳତା ହାସଲ
Read More...

ଲୋୟର ସୁକତେଲ ବିସ୍ଥାପିତଙ୍କ ଅଭିଯୋଗ ଶୁଣିଲେ ନରସିଂହ

ବିସ୍ଥାପିତଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ ନ ହେବା ଉପରେ ଦେଲେ ଗୁରୁତ୍ୱପୁର୍ନବାସ କଲୋନୀରେ ଶିକ୍ଷା, ବିଜୁଳି, ପାନୀୟ ଜଳ ଶୀଘ୍ର ସୁନିଶ୍ଚିତ କରୁ ପ୍ରଶାସନ : ନରସିଂହ ବଲାଙ୍ଗିର, (ନିପ୍ର) : ଲୋୟର ସୁକତେଲ ବିସ୍ଥାପିତଙ୍କ ଅଭିଯୋଗ ଶୁଣିଛନ୍ତି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର । ଏହି
Read More...

ବିଧାୟକଙ୍କ ଆରୋପ ପରେ ପୌରାଧ୍ୟକ୍ଷାଙ୍କ ପ୍ରତିକ୍ରିୟା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ପୌର ପରିଷଦ ଉପରେ ଅନିୟମିତତା ଆରୋପ ଲଗାଇବା ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ପୌରାଧ୍ୟକ୍ଷା ଲିକା ସାହୁ । ପୌର ପରିଷଦରେ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ବଜେଟ ମଞ୍ଜୁର ହେବା ନିହାତି ଜରୁରୀ ଥିବା ବେଳେ ବଲାଙ୍ଗିର ପୌର
Read More...

ଜେଇଇ-ମେନ୍‌ରେ ଆଇଡିଏମ୍‌ ସ୍କୁଲର ସଫଳତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଇଆଇଟି ଜେଇଇ ମେନ୍‌ ସେସନ-୨ ପ୍ରବେଶିକା ପରୀକ୍ଷାରେ ଆଇଡିଏମ୍‌ ପବ୍ଲିକ ସ୍କୁଲର ଛାତ୍ରମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଆଇଡିଏମ୍‌ ପବ୍ଲିକ ସ୍କୁଲର ନିର୍ଦ୍ଦେଶକ ଶରତ ଚନ୍ଦ୍ର ଦୀକ୍ଷିତ, ଅଧ୍ୟକ୍ଷା ବବିତା ମିଶ୍ର ପରୀକ୍ଷାରେ ଉତ୍ତିର୍ଣ୍ଣ
Read More...

ଘର ଭାଙ୍ଗିବା ପରେ ମଧ୍ୟ ସହାୟତା ମିଳିନଥିବା ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଭରସୁଜା ଗ୍ରାମର ୨ ମହିଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଘର ଭାଙ୍ଗିବା ପରେ ମଧ୍ୟ ସହାୟତା ମିଳିନଥିବା ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଭରସୁଜା ଗ୍ରାମର ୨ ମହିଳା ସୁଲୋଚନା ସାହୁ ଏବଂ କାଞ୍ଚନ ସାହୁ । ସେମାନେ କରିଥିବା ଅଭିଯୋଗ ଅନୁସାରେ ପ୍ରାୟ ୨ ବର୍ଷ ହେବ ବର୍ଷାରେ ତାଙ୍କ ଘର ଭାଙ୍ଗି ଯାଇଥିବା ବେଳେ
Read More...

କିସ୍‌ ସ୍କୁଲ କ୍ୟାମ୍ପସରେ ଭାରୋତ୍ତଳନ ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ରାଜୀବନଗର ସ୍ଥିତ କିସ୍‌ ସ୍କୁଲ କ୍ୟାମ୍ପସରେ ଭାରୋତ୍ତଳନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଗ୍ରୀଷ୍ମକାଳୀନ ଭାରୋତ୍ତଳନ ଶିବିରରେ ମୁଖ୍ୟ ଅତିଥି ଭାବେ ପୌରାଧ୍ୟକ୍ଷା ଲିକା ସାହୁ ଯୋଗ ଦେଇଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସମେତ ସମସ୍ତ
Read More...

ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଗଲା ଦୋକାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପିପି ଏକାଡେମୀ ଛକ ନିକଟସ୍ଥ ଏକ ଦୋକାନରେ ନିଆଁ ଲାଗି ଦୋକାନଟି ସମ୍ପୂର୍ଣ୍ଣ ଜଳିଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ଗତ ବିଳମ୍ବିତ ରାତିରେ ଉକ୍ତ ଦୋକାନଟି ଜଳି ଉଠିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଦୋକାନ ଜଳୁଥିବା ନେଇ ସାଙ୍ଗେ
Read More...

କନ୍ଧପାଲିପଡାରେ ଏକ ବାହାଘର ଉତ୍ସବରୁ କ୍ୟାମେରା ଚୋରି ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : କନ୍ଧପାଲିପଡାରେ ଏକ ବିବାହ ଉତ୍ସବରୁ କ୍ୟାମେରା ଚୋରି ହୋଇଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି କରି ଟାଉନ ପୋଲିସ ୨ ଜଣଙ୍କୁ ଗିରଫ୍‌ କରିଥିବା ଜଣାପଡିଛି । ସୂଚନା ଅନୁସାରେ ଗତ ଅପ୍ରେଲ ୨୫ ତାରିଖରେ କନ୍ଧପାଲିପଡାଠାରେ ଏକ ବିବାହ
Read More...

ପଦ୍ମନ୍‌ ହଂସଙ୍କ ହତ୍ୟାକାରୀଙ୍କୁ ଗିରଫ୍‌ ପାଇଁ ବଲାଙ୍ଗିର ଏସ୍‌ପିଙ୍କୁ ଭେଟିଲା ବଙ୍ଗୋମୁଣ୍ଡା ବ୍ଲକ ଯାଦବ ମହାସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସିନ୍ଧେକେଲା ଥାନା ଅନ୍ତର୍ଗତ ପଣ୍ଡରିପାଣି ନିବାସୀ ପଦ୍ମନ୍‌ ହଂସଙ୍କ ହତ୍ୟାକାରୀଙ୍କୁ ଗିରଫ୍‌ ପାଇଁ ବଲାଙ୍ଗିର ଏସ୍‌ପିଙ୍କୁ ଭେଟିଛି ବଙ୍ଗୋମୁଣ୍ଡା ବ୍ଲକ ଯାଦବ ମହାସଭା । ଯାଦବ ମହାସଭା ପକ୍ଷରୁ କୁହାଯାଇଛି ଯେ, ଗତ ଫେବୃୟାରୀ ମାସ ୧୬ ତାରିଖ ଦିନ
Read More...