Browsing Tag

balangir news

ସୁପ୍ରିମଟାକ୍ସଠାରେ ଆନ୍ତର୍ଜାତୀୟ ନର୍ସିଂ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଲାଲଟିକ୍ରା ସ୍ଥିତ ସୁପ୍ରିମଟାକ୍ସ ନର୍ସିଂ କଲେଜଠାରେ ଆନ୍ତର୍ଜାତୀୟ ନର୍ସିଂ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷା ଲକ୍ଷ୍ମୀ ମେହେର ସଭାପତିତ୍ୱ କରିଥିଲେ । ଅତିରିକ୍ତ ନିର୍ଦ୍ଦେଶକ ପ୍ରବୀଣ ନାଗ ସ୍ୱାଗତ ଭାଷଣ ଦେଇଥିଲେ । ରାଷ୍ଟ୍ରୀୟ
Read More...

ବାବୁ ୪୨୦ର ବାପା : ନିଜେ ଚୋରି କରି ଚୋରି ହୋଇଛି ବୋଲି ଥାନାରେ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାବୁ ୪୨୦ର ବାପା । ନିଜେ ଚୋରି କରି ଚୋରି ହୋଇଛି ବୋଲି ଥାନାରେ ଅଭିଯୋଗ କରିଥିଲେ ସୁନୀଲ ନାଗ । ସୂଚନା ଅନୁସାରେ ଗତ ୧୦ ତାରିଖ ଦିନ ୨ ଲକ୍ଷ ୭୦ ହଜାର ଟଙ୍କା ଲୁଟ୍‌ ହୋଇଥିବା ନେଇ ସୁନୀଲ ନାଗ ନାମକ ଜଣେ ଯୁବକ ବଲାଙ୍ଗିର ସଦର ଥାନାରେ ଅଭିଯୋଗ କରିଥିଲେ ।
Read More...

ସ୍ୱାମୀର ଅତ୍ୟାଚାରର ଶିକାର ହୋଇ ସ୍ତ୍ରୀ ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାମୀର ଅତ୍ୟାଚାରର ଶିକାର ହୋଇ ସ୍ତ୍ରୀ ମେଡିକାଲରେ ଭର୍ତ୍ତି ହୋଇଥିବା ଭଳି ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ଏଭଳି ଏକ ଅମାନବୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ସାଲେପାଲି ଗ୍ରାମରେ । ସୂଚନା ଅନୁସାରେ ଗତ ଏକ ମାସ ତଳେ
Read More...

ସର୍ଟ୍‌ ସର୍କିଟ୍‌ ଯୋଗୁଁ ଲାଗିଲା ନିଆଁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପେଲେସ ଲାଇନ ଶୈଳେଶ୍ରୀ ପେଲେସ ଗେଟ ସମ୍ମୁଖରେ ଏକ ବିଦ୍ୟୁତ୍‌ ଟ୍ରାନ୍‌ଫର୍ମରରେ ନିଆଁ ଲାଗିଥିବା ଜଣାପଡିଛି । ସୂଚନା ଅନୁସାରେ ଗତକାଲି ସନ୍ଧ୍ୟା ସମୟରେ ହଠାତ୍‌ ସର୍ଟ୍‌ ସର୍କିଟ୍‌ ଯୋଗୁଁ ପେଲେସ ଗେଟ ସମ୍ମୁଖରେ ନିଆଁ ଲାଗିଥିବା ଦେଖି ସ୍ଥାନୀୟ
Read More...

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ପୁରସ୍କାର ବିତରଣ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପରିସରରେ ବାର୍ଷିକ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଶ୍ୱବିଦ୍ୟାଳୟର କୁଳପତି, ରେଜିଷ୍ଟାର, ପିଜି କାଉନସିଲ ଓ ସାଂସ୍କୃତିକ ବିଭାଗ ଦାୟିତ୍ୱରେ ଥିବା ବଳଭଦ୍ର ଦାସ ମଞ୍ଚାସୀନ ଥିଲେ । ଏହି
Read More...

ସନ୍ଧ୍ୟା ସାଥୀ ଫ୍ରେଣ୍ଡସ୍‌ କ୍ଲବ ପକ୍ଷରୁ ଭୀମଭୋଇ ମେଡିକାଲ କଲେଜର ମେଡ଼ିସିନ ୱାର୍ଡ ପାଇଁ କୁଲର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସନ୍ଧ୍ୟା ସାଥୀ ଫ୍ରେଣ୍ଡସ୍‌ କ୍ଲବ ସଦସ୍ୟମାନଙ୍କ ତରଫରୁ ଭୀମଭୋଇ ମେଡିକାଲ କଲେଜର ଅଧ୍ୟକ୍ଷ ଡ଼ଃ ମାନସି ପଣ୍ଡା ଏବଂ ହସ୍ପିଟାଲ ମେନେଜର ସୁଦିପ ଦତ୍ତଙ୍କ ଉପସ୍ଥିତରେ ଦୁଇଗୋଟି କୁଲର ମେଡ଼ିସିନ ୱାର୍ଡ ପାଇଁ ପ୍ରଦାନ କରାଯାିଛି ।
Read More...

ପଛୁଆବର୍ଗ ସର୍ଭେ ନେଇ ଜିଲ୍ଲା ପ୍ରଶାସନକୁ ଭେଟିଲେ ଓବିସି ପ୍ରତିନିଧି ଦଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଇତିମଧ୍ୟରେ ଜିଲ୍ଲା ଓବିସି ମଂଚ ବଲାଙ୍ଗିରର ଉପସଭାପତି କିଶୋର ଚନ୍ଦ୍ର ସାଏଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ତଥା ସର୍ଭେ ଦାୟିତ୍ୱରେ ଥିବା ଡେପୁଟି ଜିଲ୍ଲାପାଳ ହିତାଂଶୁ ଶେଖର ସାମଲଙ୍କୁ ଭେଟି ପଛୁଆବର୍ଗ ପାଇଁ
Read More...

ନୂଆପଡ଼ା ନିବାସୀ ଶତାୟୁ ମହିଳା ସାଧବାଣୀ ଦାସଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ୍ ଅନ୍ତର୍ଗତ ନୂଆପଡ଼ା ଗ୍ରାମର ସାଧବାଣୀ ଦାସଙ୍କ ୧୦୪ ବର୍ଷ ବୟସରେ ନିଜ ବାସଭବନରେ ପରଲୋକ ହୋଇଯାଇଛି । ସେ ଜଣେ ଧର୍ମ ପରାୟଣା ମହିଳା ଥିଲେ । ତାଙ୍କର ମୃତ୍ୟୁ ସମୟରେ ଦାସ ପରିବାର ଓ ବନ୍ଧୁ ବର୍ଗ ଉପସ୍ଥିତ ଥିଲେ । ତାଙ୍କର ସାନ ଦିଅର
Read More...

ପିପି ଏକାଡେମୀ ସ୍କୁଲରେ କରାଟେ ଓ ଟାଇକଣ୍ଡୋ ସମର କ୍ୟାମ୍ପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଅସୀମ କରାଟେ ଏକାଡେମୀ ଓ ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘର ମିଳିତ ଉଦ୍ୟମରେ ପିପି ଏକାଡେମୀ ହାଇସ୍କୁଲ ପରିସରରେ ସମର କ୍ୟାମ୍ପର ଶୁଭାରମ୍ଭ ହୋଇଯାଇଛି । କୋଚ ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସମର କ୍ୟାମ୍ପରେ ମୁଖ୍ୟ ଅତିଥି ରୂପେ
Read More...

ଅନ୍ନପୂର୍ଣ୍ଣାନଗର ପରିଦର୍ଶନ କଲେ ପୌରାଧ୍ୟକ୍ଷା ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅନ୍ନପୂର୍ଣ୍ଣାନଗର ପରିଦର୍ଶନ କରିଛନ୍ତି ପୌରାଧ୍ୟକ୍ଷା ଲିକା ସାହୁ । ସୂଚନା ଅନୁସାରେ ବାଇପାସ୍ ରାସ୍ତା ପାଇଁ ମାଟି ଆଣୁଥିବା ବେଳେ ବନ୍ଧ ଭୁଷୁଡି ଅନ୍ନପୂର୍ଣ୍ଣାନଗରରେ ଗତ କାଲି ରାତି ଜଳବନ୍ଦୀ ହୋଇଥିବା ଘଟଣାର ଖବର ପାଇ ଆଜି ଘଟଣା ସ୍ଥଳକୁ ପରିଦର୍ଶନ
Read More...