Browsing Tag

balangir news

ତଦନ୍ତ ନୁ ଜନାପଡ଼୍‌ଲା ଅସଲ୍‌ କାରଣ୍‌ : ଅନୈତିକ ସଂପର୍କର ଲାଗି ହତ୍ୟାକାଣ୍ଡ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅନୈତିକ ସଂପର୍କର ଲାଗି ହତ୍ୟାକାଣ୍ଡ । ତଦନ୍ତ ନୁ ଜନାପଡ଼୍‌ଲା ଅସଲ୍‌ କାରଣ୍‌ । ଗଲା ସେପ୍ଟେମ୍ବର ମାସର୍‌ ୨୬ ତାରିଖ ଦିନେ ପୁଇଁତଲା ଖଲିଆପାଲି ଗାଁର ଗୁଟେ ପରିତ୍ୟକ୍ତ ଚୁଆଁ ନୁଁ ନିର୍‌ୱେଲ୍‌ କୁମ୍ଭାର୍‌ଙ୍କର ମଲା ଦିହିଁ ଉଦ୍ଧାର ହେଇଥିଲା । ଘଟ୍‌ନା…
Read More...

ଜିଡ଼ିଏସ୍‌ ଧର୍ମଘଟକୁ ସମର୍ଥନ ଜଣାଇଲେ ରାଜ୍ୟସଭା ସାଂସଦ ନିରଂଜନ ବିଶି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଖିଳ ଭାରତୀୟ ଗ୍ରାମୀଣ ଡାକ ସେବକ ୟୁନିଅନ୍‌ ପକ୍ଷରୁ ବିଭିନ୍ନ ଦାବୀ ନେଇ ଦେଶବ୍ୟାପୀ ଦିନିକିଆ ଧର୍ମଘଟକୁ ସମର୍ଥନ ଜଣାଇଛନ୍ତି ରାଜ୍ୟସଭା ସାଂସଦ ନିରଂଜନ ବିଶି । ବଲାଙ୍ଗିରରେ ଧାରଣା ସ୍ଥଳରେ ପହଂଚି କେନ୍ଦ୍ର ସରକାର ତୁରନ୍ତ ଗ୍ରାମୀଣ ଡାକ ସେବକମାନଙ୍କ…
Read More...

ବଲାଙ୍ଗିର ଜିଲ୍ଲାସ୍ତରୀୟ ବ୍ୟାଞ୍ଚ ପ୍ରେସ ଓ ଡେଡ୍‌ ଲିଫ୍ଟ ଚମ୍ପିୟନସିପ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଅନ୍‌ ଫିଟନେସ୍‌ ଆନୁକୂଲ୍ୟରେ ସ୍ଥାନୀୟ ଗୋପାଳଜୀ ମନ୍ଦିର ପରିସରରେ ଜିଲ୍ଲାସ୍ତରୀୟ ବ୍ୟାଞ୍ଚ ପ୍ରେସ ଓ ଡେଡ୍‌ ଲିଫ୍ଟ ଚମ୍ପିୟନ୍‌ସିପ୍‌ ଉଭୟ ପୁରୁଷ ଓ ମହିଳାଙ୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଜିଲ୍ଲାର…
Read More...

ନାଥ ବଂଶର ନୂଆଁଖାଇ ଭେଟ୍‌ଘାଟ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ବରପାଲିପଡା ମାନସୀ ମଣ୍ଡପଠାରେ ନାଥ ବଂଶର ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନାଥ ବଂଶର ବଲାଙ୍ଗିରର ଆଖପାଖ ଅଂଚଳରୁ ପ୍ରାୟ ୧୨୦ ଜଣ ଭାଗ ନେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରୁ ଇଷ୍ଟ ଦେବୀ ଦୁର୍ଗାମାତାଙ୍କୁ ପୂଜା…
Read More...

ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ହସ୍‌ପିଟାଲ୍‌ରେ ଷଷ୍ଠ ବ୍ୟାଚ୍‌ ଏମ୍‌ବିବିଏସ୍‌ ଛାତ୍ରଛାତ୍ରୀ ଯୋଗଦେଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ହସ୍‌ପିଟାଲ୍‌ରେ ଷଷ୍ଠ ବ୍ୟାଚ୍‌ ଏମ୍‌ବିବିଏସ୍‌ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି । ଏହି ଅବସରରେ ବିବିଏମ୍‌ସିଏଚ୍‌ରେ ଏକ ଭବ୍ୟ ସ୍ୱାଗତ ସମାରୋହ ଆୟୋଜିତ ହୋଇଯାଇଛି । ଏବେ ଏହି ମେଡ଼ିକାଲ୍‌ କଲେଜରେ ସମୁଦାୟ ୬୦୦…
Read More...

ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ଜଣେ ଦୁର୍ବୃତ୍ତକୁ ଗିରଫ କଲା ପୁଇଁନ୍ତଲା ଥାନା ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ଅନ୍ତର୍ଗତ ବୁଢୀସିନ୍ଧୋଲ ଗ୍ରାମରେ ଜଣେ ୧୭ ବର୍ଷର ନାବାଳିକାଙ୍କୁ ସେହି ଗାଁର ଜଣେ ଦୁର୍ବୃତ୍ତ ଅସଦାଚରଣ କରିଥିବା ନେଇ ପୁଇଁନ୍ତଲା ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ପୁଇଁତଲା ଥାନା ପୋଲିସ୍‌ ଏକ…
Read More...

ସୁରକ୍ଷିତ ବାଇକ୍‌ ଚାଳନାର ବାର୍ତ୍ତା ପ୍ରଦାନ କରିବାକୁ ବାଇକ୍‌ରେ ବଲାଙ୍ଗିରରୁ କାଶ୍ମୀର ଯାତ୍ରା ପାଇଁ ବାହାରିଛନ୍ତି ୪…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିନକୁ ଦିନ ସମାଜରେ ବଢ଼ି ଚାଲିଛି ବାଇକ୍‌ ଦୁର୍ଘଟଣା । ଏଥିରେ ବହୁ ଅମୂଲ୍ୟ ଧନ ଜୀବନ ନଷ୍ଟ ହେଉଛି । ଏଭଳି ସମୟରେ ସୁରକ୍ଷିତ ବାଇକ୍‌ ଚାଳନାର ବାର୍ତ୍ତା ପ୍ରଦାନ କରିବାକୁ ବାଇକ୍‌ରେ ବଲାଙ୍ଗିରରୁ କାଶ୍ମୀର ଯାତ୍ରା ପାଇଁ ବାହାରିଛନ୍ତି ୪ ଜଣ ଯୁବକ ।…
Read More...

ଡୁଙ୍ଗୁରିପାଲିରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ବୃକ୍ଷ ରୋପଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ କୁଟାସିଂହା ପଂଚାୟତ ଅନ୍ତର୍ଗତ ଡୁଙ୍ଗୁରିପାଲି ଗାଁରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ବିଜେପି ମଣ୍ଡଳ ସଭାପତି ପିତାମ୍ବର କଣ୍ଟାଙ୍କ ନେତୃତ୍ୱରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା, ଏଥିରେ ସାମିଲ ହୋଇଥିଲେ…
Read More...

ବାଲିରେ ଗାନ୍ଧିଜୀଙ୍କ ଏକ ଥ୍ରୀ -ଡି ପ୍ରତିମୂର୍ତ୍ତି ନିର୍ମାଣ କଲେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁ

ବଲାଙ୍ଗିର, (କେପିଏନଏସ୍‌) : ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୫ତମ ଜୟନ୍ତୀ ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁ ଏକ ଟ୍ରିପ ବାଲିରେ ଗାନ୍ଧିଜୀଙ୍କ ଏକ ଥ୍ରୀ -ଡି ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି । ଉକ୍ତ ପ୍ରତିମୂର୍ତ୍ତିକୁ ଦେଖିବା ପାଇଁ ଦର୍ଶକଙ୍କ ଭିଡ଼…
Read More...

ମୈତ୍ରୀ ମହଲର ୪୨ତମ ବାର୍ଷିକୋତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାତିର ପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଲାଲବାହାଦୁର ଶାସ୍ତ୍ରୀଙ୍କ ପବିତ୍ର ଜୟନ୍ତୀ ତିଥିରେ ମୈତ୍ରୀ ମହଲର ୪୨ତମ ବାର୍ଷିକୋତ୍ସବ ହାଟପଦାପଡା ସ୍ଥିତ ମୈତ୍ରୀ ମହଲ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ମଂଚାସୀନ ମୁଖ୍ୟ ଅତିଥି…
Read More...