ସେଞ୍ଚୁରିଅନ ବିଦ୍ୟାଳୟରେ ଗ୍ରୀଷ୍ମ ଶିବିର – ୨୦୨୩ ଉଦ୍ଯାପିତ
ବଲାଙ୍ଗିର, (କେପିଏନ୍ଏସ୍) : ଆଜି ସ୍ଥାନୀୟ ସେଞ୍ଚୁରିଅନ ବିଦ୍ୟାଳୟରେ ଗତ ସାତ ଦିନ ଧରି ଚାଲିଥିବା ଗ୍ରୀଷ୍ମକାଳୀନ ଶିବିର ଉଦ୍ଯାପିତ ହୋଇଯାଇଛି । ଗତ ୦୫.୦୫.୨୦୨୩ରେ ଏହା ବିଦ୍ୟାଳୟର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଦୀପ ଷଡ଼ଙ୍ଗୀଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲା । ଶିବିରର ଉଦ୍ଦେଶ୍ୟ!-->…
Read More...
Read More...