Browsing Tag

balangir news

ଲୋପନ ହେଲେ ନଗର କଂଗ୍ରେସ ମିଡ଼ିଆ ସଂଯୋଜକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଯୁବ କଂଗ୍ରେସ କର୍ମୀ ଲୋପନ ମିଶ୍ରଙ୍କୁ ନଗର କଂଗ୍ରେସ ମିଡ଼ିଆ ସଂଯୋଜକ ଭାବେ ନିଯୁକ୍ତ କରାଯାଇଛି । ତାଙ୍କ ଭଳି ଜଣେ ଉତ୍ସାହୀ ଯୁବକ ଏହି ଦାୟିତ୍ୱ ନେଲା ପରେ ନଗର କଂଗ୍ରେସର ନୀତି, ଲଢେଇ ଓ କାର୍ଯ୍ୟ ପ୍ରଣାଳୀ ଜନସାଧାରଣଙ୍କ ପାଖକୁ ଆହୁରି ଭଲ ଭାବେ ପହଂଚି
Read More...

ଷଷ୍ଠ ଦିନରେ ବିଦ୍ୟୁତ କର୍ମଚାରୀ ଏକତା ମଞ୍ଚର ବିକ୍ଷୋଭ ପ୍ରଦର୍ଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଦ୍ୟୁତ କର୍ମଚାରୀ ଏକତା ମଞ୍ଚର ଆହ୍ଵାନ କ୍ରମେ ବିଭିନ୍ନ ଦାବୀ ପୂରଣ ପାଇଁ ବଲାଙ୍ଗିର ବିଦ୍ୟୁତ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଭାବେ ଓପିଟିସିଏଲ୍ ଲାଲଟିକ୍ରା ଗ୍ରୀଡ ଓ ଡିଜିଏମ୍ ଅଫିସ ସମ୍ମୁଖରେ ଦୀର୍ଘ ୬ ଦିନ ହେଲା କଳା ବ୍ୟାଚ ପିନ୍ଧି ଓପିଟିସିଏଲ୍
Read More...

ସହଯୋଗ ଫାଉଣ୍ଡେସନ ପକ୍ଷରୁ ଆପକେ ସେହତ୍ ଆପକେ ହାଥ୍‌ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସୁସ୍ଥ ରହିବା ପାଇଁ ସମୟ ସମୟରେ ବ୍ୟାୟାମ କରିବା, ସଠିକ୍ ଖାଦ୍ୟ ଖାଇବା, ଯଥେଷ୍ଟ ନିଦ ଆସିବା, ଚାପରୁ ଦୂରରେ ରହିବା ଏବଂ ନିୟମିତ ସ୍ଵାସ୍ଥ ପରୀକ୍ଷା କରିବା ଆବଶ୍ୟକ । ଏକ ସୁସ୍ଥ ଏବଂ ସୁଖମୟ ଜୀବନଯାପନ କରିବା ପାଇଁ ଆମ ଶରୀରର ଯତ୍ନ ନେବା ଅତ୍ୟନ୍ତ
Read More...

ପଦ୍ମଶ୍ରୀ ଶ୍ରୀନିବାସ ଉଦ୍‌ଗାତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅତିବଡି ଜଗନ୍ନାଥ ଦାଶ ପୁରସ୍କାର ଶ୍ରୀ ଗଙ୍ଗାଧର ରଥ ଫାଉଣ୍ଡେସନରୁ ସାହିତ୍ୟ ଭାରତୀ ସମ୍ମାନପ୍ରାପ୍ତ ହୋଇଥିବା ପଦ୍ମଶ୍ରୀ ବିଦ୍ୟା ବାଚସ୍ପତି ଡ. ଶ୍ରୀନିବାସ ଉଦ୍‌ଗାତାଙ୍କୁ ନାଟ୍ୟ ଭୂଷଣ ଜଗଦାନନ୍ଦ ଛୁରିଆ ଶ୍ରୀ ଉଦ୍‌ଗାତାଙ୍କ ବାସଭବନରେ ସମ୍ବର୍ଦ୍ଧନା
Read More...

ଗୀତିନାଟ୍ୟ ମହାସତୀ ସାବିତ୍ରୀ ପାଇଁ ପ୍ରସ୍ତୁତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ୧୯ ତାରିଖ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ହେବାକୁ ଥିବା ରାମଜୀ ନାଟ୍ୟ ଅନୁଷ୍ଠାନ ବଲାଙ୍ଗିର ଦ୍ୱାରା ଏ ବର୍ଷ ପୁଣି ସ୍ଥାନୀୟ କଳାକାରଙ୍କୁ ନେଇ ମଞ୍ଚସ୍ଥ ହେବ ଗୀତିନାଟ୍ୟ ମହାସତୀ ସାବିତ୍ରୀ । ଏଥିପାଇଁ ସ୍ଥାନୀୟ ମାଉସୀ ମା' ମନ୍ଦିର ପ୍ରାଙ୍ଗଣରେ
Read More...

ବଲାଙ୍ଗିର ସିଭିଲ୍‌ କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ନ୍ୟାୟାଧୀଶ ଲଲାଟେନ୍ଦୁ ଜେନାଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗିର ଜିଲ୍ଲା ସମେତ ଜିଲ୍ଲାରେ ରହିଥିବା ସମସ୍ତ ତାଲୁକ ସ୍ତରରେ ଚଳିତ ବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି
Read More...

ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ବିଜ୍ଞାନରେ ଟପ୍ପର ଓଏଭି ମହୀମୁଣ୍ଡା ଛାତ୍ରୀ ଶ୍ରୁତି ସ୍ମରଣୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ବିଜ୍ଞାନ ପରୀକ୍ଷାରେ ପୁଇଁନ୍ତଳା ବ୍ଲକ ଅନ୍ତର୍ଗତ ମହୀମୁଣ୍ଡା ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଶ୍ରୁତି ସ୍ମରଣୀ ସାହୁ ୯୫% ନମ୍ବର ରଖି ରାଜ୍ୟରେ ଥିବା ସମଗ୍ର ଓଡିଶା
Read More...

ଜେସିଆଇ ବଲାଙ୍ଗିର ସିଟି ଦ୍ୱାରା ରକ୍ତଦାନ ଶିବିରରେ ୫୧ ୟୁନିଟ୍ ରକ୍ତ ସଂଗ୍ରହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜେସିଆଇ ବଲାଙ୍ଗିର ସିଟି ଦ୍ୱାରା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୫୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । ରକ୍ତଦାନକୁ ମହାନ ଦାନ କୁହାଯାଏ । ଦେଶର ବିଭିନ୍ନ ଏନ୍‌ଜିଓ ତଥା ସାମାଜିକ ସଂଗଠନ ଦ୍ୱାରା ସମୟ ସମୟରେ ରକ୍ତଦାନ ଶିବିର ଆୟୋଜିତ
Read More...

ଏଣିକି ପାୟଲ ମୁହଁରେ ନୁହେଁ, ହାତରେ ଆଙ୍କିବେ ଚିତ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏଣିକି ପାୟଲ ମୁହଁରେ ନୁହେଁ ହାତରେ ଆଙ୍କିବେ ଚିତ୍ର, କାହାକୁ ଆଶ୍ରା ନକରି ନିଜେ ଚାଲିବେ, ନିଜ ହାତରେ ଚାମଚ ଧରି ଖାଦ୍ୟ ଖାଇବେ । ସ୍ୱାଭାବିକ ଜୀବନ ବଂଚିବାକୁ ସକ୍ଷମ ହେବେ ପାୟଲ । ବଲାଙ୍ଗିର ପଥରଚେପା ସ୍ଥିତ ପାର୍ବତୀଗିରି ବାଳ ନିକେତନର ଅନ୍ତେବାସୀ
Read More...

୧୭ରୁ ୨୦ ପର୍ଯ୍ୟନ୍ତ ୯ମ ଭୀମପାହାଡ ମହୋତ୍ସବର ଲୋଗୋ ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଧୂମ୍‌ଧାମ୍‌ରେ ଭୀମପାହାଡ ମହୋତ୍ସବ ଅନୁଷ୍ଠିତ ହେବ । ଆସନ୍ତା ମେ’ ୧୭ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ୪ଦିନ ଧରି ଐତିହାସିକ ଭୀମପାହାଡର ପାଦଦେଶରେ ମହୋତ୍ସବ କମିଟି ତରଫରୁ ୯ମ ଭୀମପାହାଡ ମହୋତ୍ସବ ଅନୁଷ୍ଠିତ ହେବ । ଏହି
Read More...