Browsing Tag

balangir news

ବିଦ୍ୟୁତ ସଂସ୍ପର୍ଶରେ ଆସି ଛାତ୍ରୀ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଶାନ୍ତିପଡ଼ାରେ ରହୁଥିବା ଜଣେ ଛାତ୍ରୀ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ଭଦ୍ରକ ଜିଲ୍ଲାର ଛାତ୍ରୀ ଉଷାରାଣୀ ରାଉତ ଶାନ୍ତିପଡ଼ାରେ ଏକ ଭଡ଼ାଘରେ ରହି ବଲାଙ୍ଗିର ବାଳିକା ମହାବିଦ୍ୟାଳରେ ଯୁକ୍ତ ତିନରେ
Read More...

୮ଟି କାଠଗଣ୍ଡି ବୋଝେଇ ଟ୍ରାକ୍ଟର ସହ ୨ ଜଣଙ୍କୁ ଗିରଫ୍‌ କଲା ବଲାଙ୍ଗିର ବନ ବିଭାଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୮ଟି ବଡ଼ ବଡ଼ କାଠଗଣ୍ଡି ବୋଝେଇ ଟ୍ରାକ୍ଟର ସହ ୨ ଜଣଙ୍କୁ ଗିରଫ୍‌ କରିଛି ବଲାଙ୍ଗିର ବନ ବିଭାଗ । ଗତ ୧୪ ତାରିଖ ପ୍ରାୟ ଦିନ ୨ଟା ସମୟରେ ଏକ ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ପାଇବା ପରେ ବଲାଙ୍ଗିର ରେଞ୍ଜର କର୍ମଚାରୀମାନେ ୧୦୯.୫ ଘନଫୁଟ ମାପର ୮ଟି ନିମ୍ବ,
Read More...

ତାଲୁଫଟା ଖରା ଥି ତତ୍‌ଲା ତାୱା ପାଲ୍‌ଟିଛେ ବଲାଙ୍ଗିର ସହର

ବଲାଙ୍ଗିର, (କେପିଏନ୍‌ଏସ୍‌) : ତାଲୁଫଟା ଖରା ଥି ତତ୍‌ଲା ତାୱା ପାଲ୍‌ଟିଛେ ବଲାଙ୍ଗିର ସହର । ଦିନର୍‌ ୧୦ ବଜେ ନୁଁ ଆଜି ଟାଏଁ ଟାଏଁ ଖରା । ଭଁଟା କେ ବାହାର୍‌ଲେ ଜୀବନ୍‌କନ୍ଦା ଦାନ୍ଦି ଥି ଦିହିଁ ଜଲି ଯଉଛେ । ହାଓ ହାଓ କରୁଛେ ମୁହୁଁ । ସତେ ଯେନ୍‌ତା କିଏ ମୁହୁଁ ଉପ୍‌ରେ ଉଂଜଲା ଉଂଜଲା
Read More...

ପଦ୍ମଶ୍ରୀ ବିଦ୍ୟା ବାଚସ୍ପତି ଡ. ଶ୍ରୀନିବାସ ଉଦ୍‌ଗାତାଙ୍କୁ ଭେଟିଲେ କଳିକେଶ ଓ ଲିକା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ତଥା ଗଙ୍ଗାଧର ରଥ ଫାଉଣ୍ଡେସନ ପକ୍ଷରୁ ସାହିତ୍ୟ ଭାରତୀ ସମ୍ମାନପ୍ରାପ୍ତ ହୋଇଥିବା ପଦ୍ମଶ୍ରୀ ବିଦ୍ୟା ବାଚସ୍ପତି ଡ. ଶ୍ରୀନିବାସ ଉଦ୍‌ଗାତାଙ୍କୁ ରାଜ୍ୟ ହାଉସିଂ ବୋର୍ଡ ଚେୟାର୍‌ମେନ୍‌ ତଥା ପୂର୍ବତନ ବଲାଙ୍ଗିର ସାଂସଦ
Read More...

ମୂଲ୍‌ ହେଲା ବଲାଙ୍ଗିର୍‌ ଶାନ୍ତିପଡ଼ାରେ ନାମଯଜ୍ଞ : ପହେଲା ନାମ୍‌ ଧର୍‌ଲେ ଶାନ୍ତିପଡ଼ା ନିବାସୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୂଲ୍‌ ହେଲା ବଲାଙ୍ଗିର୍‌ ଶାନ୍ତିପଡ଼ାରେ ନାମଯଜ୍ଞ । ପହେଲା ନାମ୍‌ ଧର୍‌ଲେ ଶାନ୍ତିପଡ଼ା ନିବାସୀ । ଏତେ ରଟ୍‌ ଖରା ବି ଭକ୍ତିର୍‌ ଆଘେ ହାର୍‌ ମାନିଛେ । ଶାନ୍ତିପଡ଼ାର ଭକ୍ତ ଓ ଶ୍ରଦ୍ଧାଳୁ ମାନେ ରୀତି ନୀତି ଅନୁସାରେ ଆଜି ଠିକ୍‌ ଉପର୍‌ବେଲା ୩ ବଜେ ପହରୀ
Read More...

ଷାଠିଏ ଘର ଡୁମାଲ ସମାଜର ଜାଗୃତି ସଭା ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ କେରମେଲି ଗ୍ରାମ ସ୍ଥିତ ମା' ମାହେଶ୍ୱରୀଙ୍କ ଡାଲତଳ ପ୍ରାଙ୍ଗଣରେ ଟିକେଶ୍ୱର କର୍ମୀଙ୍କ ସଭାପତିତ୍ୱରେ ଷାଠିଏ ଘର ଡୁମାଲ ସମାଜର ଜାଗୃତି ସଭା ତୀର୍ଥ ପଧାନଙ୍କ ମଂଚ ପରିଚାଳନା ସହ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସମଗ୍ର
Read More...

ମନ୍ଦିର ପ୍ରତିଷ୍ଠା ଉତ୍ସବ ଓ ୧୬ ପ୍ରହର ନାମଯଜ୍ଞ ପାଇଁ ଶାନ୍ତିପଡ଼ାରେ ବିଶାଳ କଳସ ଶୋଭାଯାତ୍ରା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମନ୍ଦିର ପ୍ରତିଷ୍ଠା ଉତ୍ସବ ଓ ୧୬ ପ୍ରହର ନାମଯଜ୍ଞ ପାଇଁ ବଲାଙ୍ଗିର ଶାନ୍ତିପଡ଼ାରେ ବିଶାଳ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ମଧ୍ୟ ଯୋଗଦାନ କରି କଳସ ଧାରଣ କରିଥିବା ବେଳେ ଶାନ୍ତିପଡ଼ା ତଥା
Read More...

ଗ୍ରୀଷ୍ମକାଳୀନ କାରାଟେ ଓ ଆତ୍ମରକ୍ଷା କୌଶଳ ଶିବିର ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମଠାରେ ବଲାଙ୍ଗିର କାରାଟେ ସ୍କୁଲ ଆନୁକୂଲ୍ୟରେ ତା.୦୫.୦୫.୨୦୨୩ରୁ ତା.୧୪.୦୫.୨୦୨୩ ୧୦ ଦିନ ଧରି ଚାଲିଥିବା ଗ୍ରୀଷ୍ମକାଳୀନ କାରାଟେ ଓ ଆତ୍ମରକ୍ଷା କୌଶଳ ଶିବିର ଉଦ୍‌ଯାପିତ ହୋଇଯାଇଛି । ଏହି ଶିବିରକୁ କାରାଟେ ଇଣ୍ଡିଆ
Read More...

ବାରପୁଡୁଗିଆ ଗୁଡ଼ି ୮୪ ଘର ଅଘରିଆ ସମାଜ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଖୁଣ୍ଟପାଲି ନୂଆଁବସ୍ତି ଆର୍‌ଆର୍‌ କଲୋନୀଠାରେ ବାରପୁଡୁଗିଆ ଗୁଡ଼ି ଅନ୍ତର୍ଗତ ୨୩ ଖଣ୍ଡ ଗ୍ରାମର ଗ୍ରାମ୍ୟ କମିଟି ଓ କର୍ମକର୍ତ୍ତାଙ୍କୁ ନେଇ ନୂତନ ଗୁଡ଼ି ସଭାପତି ସାରଥୀ ପଟେଲଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାରେ ମୁଖ୍ୟ ଅତିଥି ଭାବେ
Read More...

ସାପ୍ତାହିକ ଖବର କାଗଜ ଜନ ସମ୍ବାଦର ୧୪ତମ ସ୍ଵନକ୍ଷତ୍ର ସମାରୋହ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରୁ ପ୍ରକାଶିତ ଓଡିଆ ସାପ୍ତାହିକ ଖବର କାଗଜ ଜନ ସମ୍ବାଦର ୧୪ତମ ସ୍ଵନକ୍ଷତ୍ର ସମାରୋହ -୨୦୨୩ ସ୍ଥାନୀୟ ସାମ୍ବାଦିକ ଭବନ ସମ୍ମିଳନୀ କକ୍ଷଠାରେ ପାଳିତ ହୋଇଯାଇଛି । ଖବର କାଗଜର ସଂପାଦକ ସଚିତା ନନ୍ଦ ବଗର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ
Read More...