Browsing Tag

balangir news

ଅତିରିକ୍ତ ଜିଲ୍ଲାପାଳଙ୍କୁ ଘେରିଲେ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ

ବଲାଙ୍ଗିର, (କେପିଏନ୍ଏସ୍‌) : ଆଜି ବଲାଙ୍ଗିର ପୌରାଞ୍ଚଳ ଅନ୍ତର୍ଗତ ୱାର୍ଡ ନଂ ୧ରୁ ୨୧ର ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧାରୁଆଙ୍କୁ ଭେଟି ତାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବା ଜଣାପଡିଛି । ଧାରଣାରେ ବସିଥିବା ସ୍ଵୟଂ ସହାୟକ ଗୋଷ୍ଠୀର
Read More...

ଜିଲ୍ଲା ସ୍ୱାସ୍ଥ୍ୟ ସମିତି ବଲାଙ୍ଗିର ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଜାତୀୟ ଡେଙ୍ଗୁ ଦିବସ ପାଳିତ

ଡେଙ୍ଗୁ ରୋଗକୁ ପ୍ରତିରୋଧ ପାଇଁ ଜନସଚେତନତା ଉପରେ ଗୁରୁତ୍ଵାରୋପ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ବଲାଙ୍ଗିର ଆନୁକୂଲ୍ୟରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ଜାତୀୟ ଡେଙ୍ଗୁ ଦିବସ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ
Read More...

ବିନା କମିଟି ବିନା ରିପୋର୍ଟରେ ପ୍ରସ୍ତୁତ ହୋଇଥିଲା ଅଜାଦୀ କା ଅମୃତ ମହୋତ୍ସବ ପୋଷ୍ଟର : ହେମନ୍ତ ପଣ୍ଡା

ନେହେରୁଙ୍କୁ ସ୍ୱାଧୀନତା ସଂଗ୍ରାମୀ ତାଲିକାରୁ ବାଦ୍‌ ଦେବା ପ୍ରସ୍ତାବ ଆଇସିଏଚ୍‌ଆର୍‌ର ନଥିଲାଜାତୀୟ ସୂଚନା କମିଶନଙ୍କ ଅସନ୍ତୋଷ ପରେ ତଥ୍ୟ ଦେଲା ଆଇସିଏଚ୍‌ଆର୍‌ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜାଦୀ କା ଅମୃତ ମହୋତ୍ସବ ପାଳନ ସକାଶେ ପ୍ରସ୍ତୁତ କରାଯାଥିବା ପୋଷ୍ଟରର ଡିଜାଇନ ପାଇଁ
Read More...

ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାରେ ଛାତ୍ରଙ୍କ କୃତିତ୍ୱ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦ୍ୟ ପ୍ରକାଶିତ ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷା - ୨୦୨୩ର ଫଳାଫଳରୁ ଜଣାପଡିଛି ଯେ ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟ (ନଂ.୦୨) ବଲାଙ୍ଗିରର ଛାତ୍ର ଅମିତ ଅଭ୍ୟୁଦୟ ମିଶ୍ର ବାଣିଜ୍ୟ ବିଭାଗରେ ୯୨.୮% ମାର୍କ ରଖି କୃତକାର୍ଯ୍ୟ ହେବା ସହ ବିଦ୍ୟାଳୟର ଟପ୍ପର ହେବାର
Read More...

ଓଇଏସ୍‌ରେ ବଲାଙ୍ଗିରର ଝିଅ ସାସ୍ୱତୀ ଦାସଙ୍କ କୃତିତ୍ଵ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ସରକାରଙ୍କ ଓପିଏସ୍‌ଇ ଦ୍ଵାରା ପରିଚାଳିତ ଓଇଏସ୍‌ ପରୀକ୍ଷା ଫଳାଫଳ ଗତକାଲି ପ୍ରକାଶ ପାଇଛି । ଏଥିରେ ବଲାଙ୍ଗିର ରୁଗୁଡ଼ିପଡ଼ାର କୈଳାସ ଚନ୍ଦ୍ର ଦାସ ଏବଂ ସୁଷମା ଦାସଙ୍କ ଝିଅ ଶ୍ରୀମତୀ ସାସ୍ୱତୀ ଦାସ ଓଇଏସ୍‌ ପରୀକ୍ଷାରେ ୩୨ ନମ୍ବର ସ୍ଥାନରେ ରହି
Read More...

କେବୁଲ ସର୍ଟସାର୍କିଟ ଯୋଗୁଁ ଅଳ୍ପକେ ବର୍ତ୍ତିଲା ଶହ ଶହ ଗାଡ଼ି

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଖଦାଲପଡାରେ ଥିବା ସୁରୁଚି ମାର୍କେଟ କମ୍‌ପ୍ଲେକ୍ସଠାରେ ଏକ ଅଘଟଣ ଘଟିଥିବା ଦେଖିବାକୁ ମିଳିଛି । ଏକ ଇଲେକ୍ଟ୍ରି ପୋଲରୁ ଅନ୍ୟ ଏକ ଇଲେକ୍ଟ୍ରି ପୋଲ ମଧ୍ୟରେ ଥିବା ବିଦ୍ୟୁତ କେବୁଲ ଛିଣ୍ଡି ତଳେ ପଡି ସର୍ଟସାର୍କିଟ ହୋଇଥିବା ଦେଖିବାକୁ ମିଳିଛି । ଏହି
Read More...

ପୁଇଁତଲା ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଇ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁସାରେ ଆଜି ପୁଇଁତଲା ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ
Read More...

ବଲାଙ୍ଗିର ଶାନ୍ତିପଡା ନାମଯଜ୍ଞରେ ଯୋଗଦେଲେ ବିଧାୟକ ନରସିଂହ ମିଶ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଶାନ୍ତିପଡା ନାମଯଜ୍ଞରେ ଯୋଗ ଦେଇଛନ୍ତି ବିଧାୟକ ନରସିଂହ ମିଶ୍ର । ଆଜି ଅପରାହ୍ଣ ୩ଟା ସମୟରୁ ଶାନ୍ତିପଡାରେ ଆୟୋଜିତ ହେଉଥିବା ଷୋହଳ ପ୍ରହର ନାମଯଜ୍ଞରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଯୋଗଦେଇ ଯଜ୍ଞ ରୋଲି ବାନ୍ଧିବା ସହ ବିଭୁ ଆଶୀର୍ବାଦ ଗ୍ରହଣ
Read More...

ଚାଉଳ ବଂଟନରେ ଦୁର୍ନୀତି ଅଭିଯୋଗ ଆସିବା ପରେ ଆରମ୍ଭ ହୋଇଛି ଜୋର୍‌ସୋର୍‌ ତଦନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଚାଉଳ ବଂଟନରେ ଦୁର୍ନୀତି ଅଭିଯୋଗ ଆସିବା ପରେ ଏବେ ଜୋର୍‌ସୋର୍‌ ତଦନ୍ତ ଆରମ୍ଭ ହୋଇଛି । ଏହି କ୍ରମରେ ଆଜି ବଲାଙ୍ଗିର ଶାନ୍ତିପଡାଠାରେ ଥିବା ଏସ୍‌ଏଚ୍‌ଜି ଗୃପର ଚାଉଳ ବଣ୍ଟନ କେନ୍ଦ୍ରକୁ ଯାଇ ନଗର ଉନ୍ନୟନ ବିଭାଗର ତଦନ୍ତକାରୀ ଟିମ୍‌ ତଦନ୍ତ
Read More...

ବିଦ୍ୟୁତ ସଂସ୍ପର୍ଶରେ ଆସି ଛାତ୍ରୀ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଶାନ୍ତିପଡ଼ାରେ ରହୁଥିବା ଜଣେ ଛାତ୍ରୀ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ଭଦ୍ରକ ଜିଲ୍ଲାର ଛାତ୍ରୀ ଉଷାରାଣୀ ରାଉତ ଶାନ୍ତିପଡ଼ାରେ ଏକ ଭଡ଼ାଘରେ ରହି ବଲାଙ୍ଗିର ବାଳିକା ମହାବିଦ୍ୟାଳରେ ଯୁକ୍ତ ତିନରେ
Read More...