Browsing Tag

balangir news

କରଙ୍ଗାକଁଟା ବନ୍ଧର ପୁନଃଉଦ୍ଧାର ନକଲେ ଚରମ ପଦକ୍ଷେପ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କରଙ୍ଗାକଁଟା ବନ୍ଧ ବଲାଙ୍ଗିରର ସର୍ବ ପୁରାତନ ବନ୍ଧ ମଧ୍ୟରୁ ଅନ୍ୟତମ । ସମୟ ଥିଲା ଲୋକେ ଏଠାକାର ପାଣି ପିଇବା ପାଇଁ ବ୍ୟବହାର କରୁଥିଲେ । ଆଜିର କରଙ୍ଗାକଁଟାକୁ ଦେଖିଲେ ତାହା ଅନ୍ୟ କେଉଁ ଯୁଗର କାହାଣୀ ଭଳି ମନେହୁଏ । ଏ ବନ୍ଧର ପାଣି ଆଜି ମଣିଷ ପିଇବା ତ
Read More...

ବଲାଙ୍ଗିର ଶାନ୍ତିପଡ଼ାରେ ମନ୍ଦିର ପ୍ରତିଷ୍ଠା ଉତ୍ସବ ଓ ୧୬ ପ୍ରହର ନାମଯଜ୍ଞ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଶାନ୍ତିପଡ଼ାରେ ମନ୍ଦିର ପ୍ରତିଷ୍ଠା ଉତ୍ସବ ଓ ୧୬ ପ୍ରହର ନାମଯଜ୍ଞ ଉଦ୍‌ଯାପିତ ହୋଇଯାଇଛି । ଏଥିରେ ଶାନ୍ତିପଡ଼ା ତଥା ଆଖପାଖ ଅଂଚଳର ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ସାମିଲ୍‌ ହୋଇ କାର୍ଯ୍ୟକ୍ରମକୁ ସଫଳତା ପ୍ରଦାନ କରିଛନ୍ତି । ଗତ ୧୨ ତାରିଖ ଦିନ
Read More...

ମେଣ୍ଡା ହାଇସ୍କୁଲର ପୂର୍ବତନ ଛାତ୍ର ବିନୋଦ ସୁନା ପାଇଲେ ଓଇଏସ୍‌

ବଲାଙ୍ଗିର/ତରଭା, (କେପିଏନ୍‌ଏସ୍‌) : ତରଭା ବ୍ଲକ ଅନ୍ତର୍ଗତ ମେଣ୍ଡା ହାଇସ୍କୁଲର ପୁରାତନ ଛାତ୍ର ଓଡିଶା ଏଜୁକେସନ୍‌ ସର୍ଭିସ(ଓଇଏସ) ପରୀକ୍ଷାରେ କୃତ କାର୍ଯ୍ୟ ହୋଇଛନ୍ତି । ଏହାକୁ ନେଇ ତରଭା ତଥା ମେଣ୍ଡା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଓଡିଶା ପବ୍ଲିକ ସର୍ଭିସ କମିଶନ(ଓପିଏସ୍‌ସି)
Read More...

ମାନସିକତାରେ ପରିବର୍ତ୍ତନ ଓ ସଂସ୍କାରିତ ହେଲେ ଜାତିବାଦର ବିନାଶ ହେବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାତିବାଦ ମାନବ ସମାଜରେ ଏକ ବ୍ୟାଧି । ଏହା ସମାଜରେ ରହିଥିବା ପର୍ଯ୍ୟନ୍ତ ଅର୍ଥନୈତିକ ଓ ସାମାଜିକ ଉନ୍ନତି ପରିକଳ୍ପନା କରାଯାଇ ନପାରେ । ମାନବବାଦର ବିକାଶ ହେଲେ ଜାତିବାଦକୁ ଦୂର କରିହେବ । ତେଣୁ ମାନସିକତାରେ ପରିବର୍ତ୍ତନ ଓ ସଂସ୍କାରିତ ହେଲେ ଜାତିବାଦର
Read More...

ଓଡିଶା ମିଶନ ଶକ୍ତି କର୍ମଚାରୀ ସଂଘର ଜରୁରୀକାଳୀନ କାର୍ଯ୍ୟକାରୀ କମିଟି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ମିଶନ ଶକ୍ତି ବିଭାଗ ଅଧିନରେ କାର୍ଯ୍ୟ କରୁଥିବା ବିପିଏମ୍‌, ବିଏଲ୍‌ସି, ଏସ୍‌ଡିସି, ଏକାଉଣ୍ଟଟେଣ୍ଡମାନଙ୍କୁ ନେଇ ଗଠନ କରାଯାଇଥିବା ଓଡିଶା ମିଶନ ଶକ୍ତି କର୍ମଚାରୀ ସଂଘର ଏକ ଜରୁରୀକାଳୀନ କାର୍ଯ୍ୟକାରୀ କମିଟି ବୈଠକ ସ୍ଥାୟୀ ସଭାପତି ପ୍ରଭାତ କୁମାର
Read More...

୯ମ ଭୀମପାହାଡ ମହୋତ୍ସବର ମଶାଲ ଶୋଭାଯାତ୍ରାରେ ସାମିଲ ହେଲେ ହଜାର ହଜାର ସଂଖ୍ୟାରେ ଭକ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ମକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଭୀମଡୁଙ୍ଗୁରୀ ପର୍ଯ୍ୟଟନସ୍ଥଳୀରେ ଆଜିଠାରୁ ୯ମ ଭୀମପାହାଡ ମହୋତ୍ସବ ଆରମ୍ଭ ହୋଇଯାଇଛି । ଆଜି ସକାଳୁ ଦେଓଗାଁ ବ୍ଲକର ଜରାସିଂହାର ପାଟଖଣ୍ଡାପୀଠ ଓ କୁମୁରିଆ ଗାଁରୁ ସୁଲିଆପୀଠରୁ ଦୁଇଟି ମଶାଲକୁ
Read More...

୩୦ କ୍ୱିଣ୍ଟାଲ ତେନ୍ତୁଳି କାଠ ବୋଝେଇ ଟ୍ରାକ୍ଟର ଜବତ୍‌ କଲା ବଲାଙ୍ଗିର ବନ ବିଭାଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୩୦ କ୍ୱିଣ୍ଟାଲ ତେନ୍ତୁଳି କାଠ ବୋଝେଇ ଏକ ଟ୍ରାକ୍ଟର ଜବତ୍‌ କରିଛି ବଲାଙ୍ଗିର ବନ ବିଭାଗ । ସୂଚନା ଅନୁସାରେ ଗତ ୧୬ ତାରିଖ ଦିନ ବଲାଙ୍ଗିର ରେଞ୍ଜର କର୍ମଚାରୀମାନେ ବଲାଙ୍ଗିର-୧ ବିଭାଗର ଚାନ୍ଦପୁରୀ ଗ୍ରାମ ନିକଟରେ ପ୍ରାୟ ୩୦ କ୍ୱିଣ୍ଟାଲ ତେନ୍ତୁଳି କାଠରେ
Read More...

ସନ୍ଦେହ ଘେରରେ ସାଲେପାଲିର ଏକ ଘର ଭିତରୁ ମିଳିଥିବା ଯୁବକଙ୍କ ମୃତ ଦେହ : ଆତ୍ମହତ୍ୟା ନା ହତ୍ୟା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ ଥାନା ଅନ୍ତର୍ଗତ ସାଲେପାଲର ମଠଖାଇ ମନ୍ଦିର ସମ୍ମୁଖରେ ଏକ ଘର ଭିତରୁ ଆଜି ଜଣେ ଯୁବକଙ୍କ ଗଳିତ ମୃତ ଦେହ ଉଦ୍ଧାର ହୋଇଛି । ମୃତକ ଜଣକ ସାଲେପାଲିର ରିଙ୍କୁ ମେହେର (୨୭) ବୋଲି ଜଣାପଡିଛି । ମୃତ ରିଙ୍କୁଙ୍କ ବଡ ଭାଇଙ୍କ କହିବାନୁସାରେ ଦୀର୍ଘ ୫
Read More...

ଖର୍ସେଲପଡାରେ ବିବାହ ଭୋଜି ଚାଲୁଥିବା ସମୟରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ ଘଟଣା : ଏସ୍‌ପିଙ୍କ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଖର୍ସେଲପଡାରେ ବିବାହ ଭୋଜି ଚାଲିଥିବା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ଯୁବକ ଜୀବନ ହାରିଥିବା ଘଟଣାକୁ ନେଇ ସରକାରୀ ସହାୟତା ପାଇଁ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ମୃତକଙ୍କ ମା’ । ସୂଚନାଯୋଗ୍ୟ ଯେ, ଗତ ୬ ତାରିଖରେ ଖର୍ସେଲପଡାରେ
Read More...

ଚୁଡାପାଲି ଛକରେ ନିଆଁ ଲାଗି ଜଳିଗଲା ଜଣଙ୍କ ଜଳଖିଆ ଦୋକାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ଉପକଣ୍ଠ ଚୁଡାପାଲି ଛକରେ ଜଣକ ଜଳଖିଆ ଦୋକାନରେ ନିଆଁ ଲାଗିିଯାଇଥିବା ସୂଚନା ମିଳିଛି । ଉକ୍ତ ଅଗ୍ନିକାଣ୍ଡ କିପରି ଘଟିଲା ତାର କାରଣ ଅସ୍ପଷ୍ଟ ଥିବା ବେଳେ ଖବର ପାଇ ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି । ତେବେ ଦୋକାନ
Read More...