Browsing Tag

balangir news

ଶାନ୍ତିପଡ଼ାଠାରେ ସାବିତ୍ରୀ ବ୍ରତ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଶାନ୍ତିପଡାଠାରେ ଆଜି ମହାସମାରୋହରେ ସାବିତ୍ରୀ ବ୍ରତ ପାଳିତ ହୋଇଯାଇଛି । ଉକ୍ତ ବ୍ରତକୁ ସମସ୍ତ ଗ୍ରାମାଞ୍ଚଳ ସମେତ ସହରାଞ୍ଚଳରେ ବେଶ ଉତ୍ସାହ ଉଦ୍ଦୀପନା ସହ ସଧବା ନାରୀମାନେ ପାଳନ କରିଥାନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଶାନ୍ତିପଡାର ସଧବା
Read More...

ଏଭିନିରତାର କେନ୍ଦ୍ରରେ ଭିନ୍ନକ୍ଷମମାନଙ୍କୁ ଟ୍ରାଇସାଇକେଲ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଏଭିନିରତାର କେନ୍ଦ୍ରରେ ବୁଧବାର ଭାରତ ସରକାରଙ୍କ ଅଧୀନରେ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ପକ୍ଷରୁ ଭିନ୍ନକ୍ଷମମାନଙ୍କୁ ସହାୟତା ଉପକରଣ ଟ୍ରାଇସାଇକେଲ, ହିଅରିଙ୍ଗ, ହ୍ୱିଇଲ ଚେୟାର ଆଦି ପ୍ରଦାନ କରାଯାଇଛି । ସିଆର୍‌ସି ଦୀପକ ନାୟକ
Read More...

ଆଜି ସାବିତ୍ରୀ ଅମାବାସ୍ୟା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସାବିତ୍ରୀ ଅମାବାସ୍ୟା । ସଧବା ନାରୀମାନଙ୍କ ମଧ୍ୟରେ ଦେଖିବାକୁ ମିଳିଛି ବେଶ୍‌ ଉତ୍କଣ୍ଠା । ସଧବା ନାରୀଙ୍କ ମହଲରେ ଚଳଚଞ୍ଚଳ ଆଜି ଗାଁ ଠୁ ସହର । ନିଜ ସ୍ୱାମୀଙ୍କ ଦୀର୍ଘାୟୁ କାମନା ତଥା ଆଜୀବନ ସଧବା ହେବା ପାଇଁ ଆଜି ସାଧ୍ୱୀମାନେ ପାଳୁଛନ୍ତି ସାବିତ୍ରୀ
Read More...

ବଲାଙ୍ଗିର ଜିଲ୍ଲାର ମାଟ୍ରିକ ପରୀକ୍ଷା ଫଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ । ସାରା ରାଜ୍ୟରେ ମାଟ୍ରିକ୍‌ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନେ ଭଲ ପ୍ରଦର୍ଶନ କରିଥିବା ବେଳେ ବଲାଙ୍ଗିରର ଛାତ୍ରଛାତ୍ରୀମାନେ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି । ବଲାଙ୍ଗିରରେ ରେଗୁଲାର୍‌ ପରୀକ୍ଷାର୍ଥୀ ମୋଟ୍‌ ୬୫ ଜଣ
Read More...

ବଲାଙ୍ଗିର ଏସ୍‌ପି ହେଲେ ରିଷିକେଶ ଖିଲାରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଆଇପିଏସ୍‌ ସ୍ତରରେ ଅଦଳ ବଦଳ ହୋଇଛି । ବଲାଙ୍ଗିରର ନୂତନ ଏସ୍‌ପି ଭାବରେ ନିଯୁକ୍ତ ହୋଇଛନ୍ତି ରିଷିକେଶ ଖିଲାରୀ । ବଲାଙ୍ଗିରରେ ପୂର୍ବରୁ ଏସ୍‌ପି ଦାୟିତ୍ୱରେ ଥିବା ଏସ୍‌ପି ନିତିନ କୁଶଲକରଙ୍କୁ କେନ୍ଦୁଝରକୁ ବଦଳି ହୋଇଥିବା ବେଳେ ଏବେ ବଲାଙ୍ଗିରର ନୂତନ
Read More...

ଖୋର୍ଦ୍ଧା-ବଲାଙ୍ଗିର ରେଳପଥରେ ଝାରତରଭାକୁ ଗଡିଲା ଟ୍ରେନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର-ଖୋର୍ଦ୍ଧା ରେଳପଥରେ ଆଉ ଟିକିଏ ଆଗକୁ ଗଡିଛି ଟ୍ରେନ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁରୀରୁ ହାୱାର୍ଡକୁ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିବା ସହିତ ବଲାଙ୍ଗିର-ଖୋର୍ଦ୍ଧାରୋଡର ବିଛୁପାଲିରୁ ଝାରତରଭା ପର୍ଯ୍ୟନ୍ତ ରେଳଲାଇନର
Read More...

ଭୀମପାହାଡ ମହୋତ୍ସବ ୨୦୨୩ର ପ୍ରଥମ ସନ୍ଧ୍ୟା

ମୁଖ୍ୟ ଆକର୍ଷଣ ରାବଣ ଦରବାର ସହ ଘୁଡୁକା, ଢାପ, ସମ୍ବଲପୁରୀ ନୃତ୍ୟ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ମକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଭୀମଡୁଙ୍ଗୁରୀ ପର୍ଯ୍ୟଟନସ୍ଥଳୀରେ ୯ମ ଭୀମପାହାଡ ମହୋତ୍ସବ ଆରମ୍ଭ ହୋଇଯାଇଛି । ପ୍ରଥମ ସଂଧ୍ୟାର ସାଂସ୍କୃତିକ ସଭାରେ
Read More...

ବଲାଙ୍ଗିରରେ ଶୀତଳଷଷ୍ଠୀ ଯାତ୍ରାର ସୁପରିଚାଳନା ନିମନ୍ତେ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଆସନ୍ତା ଶୀତଳଷଷ୍ଠୀ ଯାତ୍ରାର ସୁପରିଚାଳନା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବଲାଙ୍ଗିର ପୌର ପରିଷଦର
Read More...

ଚାଉଳ ଦୁର୍ନୀତି ବିରୁଦ୍ଧରେ ଗର୍ଜିଲା ବିଜେପି ମହିଳା ମୋର୍ଚ୍ଚା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପିଡିଏସ୍‌ ଚାଉଳ ଦୁର୍ନୀତି ବିରୁଦ୍ଧରେ ଆଜି ବିଜେପି ମହିଳା ମୋର୍ଚ୍ଚା ଗର୍ଜନ କରିଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ୩ ଦଫା ଦାବୀପତ୍ର ପ୍ରଦାନ କରାଯାଇଛି । ଘଟଣାର ତୁରନ୍ତ ତଦନ୍ତ
Read More...

ବଲାଙ୍ଗିର ବନ ବିଭାଗକୁ ମିଳିଲା ବଡ଼ ସଫଳତା : ୧୩୫ ଖଣ୍ଡ ଶାଳ କାଠ ଭର୍ତ୍ତି ମ୍ୟାକ୍ସ ପିକଅପ୍ ଜବତ, ୨ ଗିରଫ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବନ ବିଭାଗକୁ ମିଳିଛି ବଡ଼ ସଫଳତା । ୧୩୫ ଖଣ୍ଡ ଶାଳ କାଠ ଭର୍ତ୍ତି ଏକ ମ୍ୟାକ୍ସ ପିକଅପ୍ ଜବତ କରିବା ସହ ଏହି ମାମଲାରେ ୨ ଜଣଙ୍କୁ ଗିରଫ୍‌ କରାଯାଇଛି । ସୂଚନା ଅନୁସାରେ ଆଜି ପ୍ରାୟ ସକାଳ ୦୪ଟା ୪୫ରେ ଦେଓଗାଁ ପୋଲିସ୍ କର୍ମଚାରୀଙ୍କ ସହ ରାତିରେ
Read More...