ନୂତନ ଜ୍ଞାନ କୌଶଳରେ ପୋଟଳ ଚାଷ
ବଲାଙ୍ଗିର, (କେପିଏନ୍ଏସ୍) : ଜିଲ୍ଲାର ଆଗଲପୁର ବ୍ଲକ ଅନ୍ତର୍ଗତ କୁଟାସିଂହା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଣ୍ଟାପାଲି ଗ୍ରାମର ଜଗଦୀଶ ସାହୁ ଜଣେ ଉଦ୍ୟୋଗୀ ଚାଷୀ । ଚାଷ କହିଲେ ମୁଖ୍ୟତଃ ଏହି ଅଞ୍ଚଳରେ ଧାନକୁ ହିଁ ବୁଝିଥାନ୍ତି । ଧାନ ଅପେକ୍ଷା ପନିପରିବା ଚାଷ ଅଧିକ ଲାଭଜନକ ଚାଷ ।!-->…
Read More...
Read More...