ସଡକ ଦୁର୍ଘଟଣାରେ ଦମ୍ପତି ଗୁରୁତର
ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ଜାମୁଟବାହାଲ ନିକଟରେ ଗତକାଲି ସନ୍ଧ୍ୟାରେ ଏକ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏଥିରେ ଜଣେ ଦମ୍ପତି ଦୁର୍ଘଟାଣାଗ୍ରସ୍ତ ହୋଇଛନ୍ତି । ଗୁରୁତର ଦମ୍ପତି ଜଣକ ହେଲେ ସନ୍ଦିବାହାଲ ଗ୍ରାମର ପ୍ରକାଶ ପାତ୍ର ଓ ତାଙ୍କ ସ୍ତ୍ରୀ । ଏହି ଦୁର୍ଘଟଣାରେ!-->…
Read More...
Read More...