Browsing Tag

balangir news

ପୁରୁଣା ସରକାରୀ ବସ୍‌ଷ୍ଟାଣ୍ଡ ଫଳ ବଜାର ପାଖ ଅଳିଆ ଗଦାରେ ଲାଗିଲା ନିଆଁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୁରୁଣା ସରକାରୀ ବସ୍‌ଷ୍ଟାଣ୍ଡ ଫଳ ବଜାର ପାଖ ଅଳିଆ ଗଦାରେ ନିଆଁ ଲାଗିଥିବା ଖବର ମିଳିଛି । ସ୍ଥାନୀୟ ଲୋକେ ନିଆଁ ଲାଗିଥିବା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ନିଆଁ
Read More...

ରାମଜୀ ନାଟକ ସଂସଦ ଦ୍ୱାରା ନାଟକ ସାବିତ୍ରୀ ମଞ୍ଚସ୍ଥ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜଗନ୍ନାଥପଡା ରାମଜୀ ନାଟକ ସଂସ୍ଥା ଦ୍ୱାରା ପୌରାଣିକ ଗୀତ ନାଟକ ସାବିତ୍ରୀ ସତ୍ୟବାନ ନାଟକ ମଞ୍ଚାସୀନ ହୋଇଯାଇଛି । ଶନିବାର ଦିନ ରାତି ପୌରାଣିକ ଗୀତ ନାଟକ ରାମଜୀ ନାଟକ କଳାକାରଙ୍କ ଦ୍ୱାରା ବଲାଙ୍ଗିର ସହରର ମଂଚ ନାଟକ ପୌରାଣିକ ନୂତନ ଅଧ୍ୟାୟ
Read More...

ଷାଠିଏ ଘର ଡୁମାଲ ସମାଜର ଗ୍ରାମ୍ୟ ମନ୍ଥନ ସଭା ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଦର ବ୍ଲକ ଅନ୍ତର୍ଗତ ବରପିଟା ଗ୍ରାମରେ ଷାଠିଏ ଘର ଡୁମାଲ ସମାଜର ଗ୍ରାମ୍ୟ ମନ୍ଥନ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ମନ୍ଥନ ସଭାରେ ଶେଷଦେବ କର୍ମୀ ସଭାପତିତ୍ୱ କରିଥିବା ବେଳେ ଆଇଜୀବୀ ତୀର୍ଥ ପଧାନ ମଂଚ ପରିଚାଳନା କରିଥିଲେ । ଜିଲ୍ଲାର ଡୁମାଲ ସମାଜ ପରିବାରର
Read More...

ତହଁକ ପତ୍ରିକା ଉନ୍ମୋଚନ ଓ ନାରୀ ପ୍ରତିଭା ସମ୍ମାନ – ୨୦୨୩ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଯାଦବ ଭବନଠାରେ ତହଁକ କୁଟୁମ ତରଫରୁ ତହଁକ ପତ୍ରିକା ଉନ୍ମୋଚନ ଓ ନାରୀ ପ୍ରତିଭା ସମ୍ମାନ - ୨୦୨୩ ଅନୁଷ୍ଠିତ ହୋଇଯାଇଛି । ସନ୍ଧ୍ୟାରେ ଆୟୋଜିତ ହୋଇଥିବା ପ୍ରଥମ ଅଧିବେଶନରେ ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ମୁଖ୍ୟ ଅତିଥି ଭାବରେ, ମୁଖ୍ୟ ବକ୍ତା
Read More...

ଯୁବ କୁଲୁତା ସମାଜ ତରଫରୁ ଭୀମପାହାଡ ମହୋତ୍ସବରେ ଅନ୍ନ ପ୍ରସାଦ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ଭୀମପାହାଡ ମହୋତ୍ସବରେ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଛି । ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଉପଦେଷ୍ଟା ଶ୍ରୀମନ୍ତ
Read More...

ମହିଳାଙ୍କ ନ୍ୟାୟ ପାଇଁ ଆସନ୍ତା ଜୁନ୍‌ ୨୨ରେ ୧୨ ଘଣ୍ଟିଆ ବଲାଙ୍ଗିର ବନ୍ଦ : ପଶ୍ଚିମ ଓଡିଶା ମହିଳା ସଂଗଠନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟରେ ଦଳିତ ମହିଳାମାନଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଉଛି । ହେଲେ ପୀଡିତାଙ୍କ ପରିବାରଙ୍କୁ ନ୍ୟାୟ ମିଳିବା ତ ଦୂରର କଥା ନ୍ୟାୟ ପାଇଁ ଅନେକ ପୀଡିତାଙ୍କ ପରିବାର ବିଭିନ୍ନ ଜାଗାକୁ ଯାଇ ଯାଇ ନୟନ୍ତ ହୋଇ ଗଲେଣି । ତେବେ ଏହାକୁ ନେଇ ଆଜି ସ୍ଥାନୀୟ
Read More...

ଆର୍ଥିକ ସାକ୍ଷରତା କର୍ମଶାଳା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ ସା-ଧନ ନୂଆଦିଲ୍ଲୀ ସହାୟତାରେ ତଥା ସମ୍ପର୍କ ଫିନ ସର୍ଭିସେସ ପ୍ରାଇଭେଟ୍ ଲିମିଟେଡ଼ ଦ୍ୱାରା ସ୍ଥାନୀୟ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର (ଡିପିଆର୍‌ସି)ଠାରେ ଦେଓଗାଁ ବ୍ଲକର ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟାମାନଙ୍କୁ ନେଇ ଏକ
Read More...

ଭୀମପାହାଡ ମହୋତ୍ସବ ଉଦ୍‌ଯାପିତ

ଭୀମପାହାଡ ଅଞ୍ଚଳର ସାମଗ୍ରୀକ ବିକାଶ କରାଯିବ - ସାଂସଦ ମୁନ୍ନା ଖାନ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକର ମକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଭୀମଡୁଙ୍ଗୁରୀ ପର୍ଯ୍ୟଟନସ୍ଥଳୀଠାରେ ଚାଲିଥିବା ୯ମ ଭୀମପାହାଡ ମହୋତ୍ସବ ଶନିବାର ସଂଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି ।
Read More...

ବର୍ଥଡେ ପାର୍ଟିରୁ ମୋବାଇଲ ଚୋରି ନେଇ ଥାନାରେ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଗୋପବନ୍ଧୁନଗର ଠାରେ ଜନ୍ମଦିନ ପାଳିତ ହେଉଥିବା ବେଳେ ମୋବାଇଲ ଚୋରି ହୋଇଥିବା ନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ବହୁମତ ସୁନା ଗୋପବନ୍ଧୁନଗର ସ୍ଥିତ ତାଙ୍କ ଘରେ ଜନ୍ମଦିନ ପାଳନ କରୁଥିବା ବେଳେ ତାଙ୍କ ମୋବାଇଲ କେହି ଜଣେ
Read More...

ଏବିଏସ୍‌ଏସ୍‌ ଶୀତଳ ଷଷ୍ଠୀ ଶୋଭାଯାତ୍ରାରେ ମୁଖ୍ୟ ଆକର୍ଷଣ ଉଡନ୍ତା ହନୁମାନ ଏବଂ ଅଘୋରି ବାବା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶ୍ରୀ ଶ୍ରୀ ସିଦେ୍ଧଶ୍ୱର ବାବାଙ୍କ ୩୫ତମ ଶୀତଳ ଷଷ୍ଠୀ ଶୋଭାଯାତ୍ରା ମହାଆଡମ୍ବରରେ ପାଳିତ ହେବାକୁ ଯାଉଅଛି । ଏଥର ଯାତ୍ରା ୨୫ ତାରିଖ ରାତ୍ର ଘ.୩ ସମୟରୁ ଆରମ୍ଭ କରିବାକୁ କମିଟି ନିଷ୍ପତ୍ତି ନେଇଛି । ରାମଜୀ ମନ୍ଦିର ସାମନାରୁ ବାହାରି ଏବିଏସ୍‌ଏସ୍‌ ରୋଡ ଦେଇ
Read More...