Browsing Tag

balangir news

ଓବିସି ମଞ୍ଚର ‘ଗାଆଁକୁ ଚାଲ’ ଅଭିଯାନର ପ୍ରସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଓବିସି ମଞ୍ଚର କାର୍ଯ୍ୟକାରିଣୀ ବୈଠକ ରାଜ୍ୟ ସଭାପତି ଶଙ୍କର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷା, ଚାକିରି ତଥା ରାଜନୀତିରେ ଓବିସି ବର୍ଗର ଲୋକମାନେ ସମାନୁପାତିକ ସଂରକ୍ଷଣ ପାଉ ନଥିବା, ଉଚ୍ଚ ନ୍ୟାୟାଳୟ, ସବୋର୍ଚ୍ଚ ନ୍ୟାୟାଳୟରେ
Read More...

ନୂତନ ବର୍ଷରେ ଅନ୍ନଦାନ ସଂକଳ୍ପ : ବଲାଙ୍ଗିରରେ ୭୦୦ରୁ ଅଧିକ ଲୋକଙ୍କୁ ଭୋଜନ ପରିବେଶଣ କରି ମାନବତାର ଦୀପ ପ୍ରଜ୍ୱଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଶସାରା ନୂତନବର୍ଷ ପାର୍ଟି ପିକନିକ ଓ ମନୋରଞ୍ଜନ ପାଳିତ ହେଉଥିବା ସମୟରେ ଓଡ଼ିଶାର ବଲାଙ୍ଗିରରେ ସେବା ସଂବେଦନା ଓ ସଂସ୍କାରର ଏକ ଅନନ୍ୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ପ୍ରସିଦ୍ଧ ସମାଜସେବୀ ବଜରଙ୍ଗ ଅଗ୍ରୱାଲ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ଲକ୍ଷ୍ମୀ ଦେବୀଙ୍କ
Read More...

ଉତ୍କର୍ଷ ଆଇଟିଆଇ ତାଲିକାରେ ବଲାଙ୍ଗିର ଆଇଟିଆଇ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୨୪ ତାରିଖରେ ରାଜ୍ୟ କ୍ୟାବିନେଟ ଉତ୍କର୍ଷ ଆଇଟିଆଇ ଭାବରେ ରାଜ୍ୟର ୫ଟି ସରକାରୀ ଆଇଟିଆଇକୁ ସ୍ଥାନୀତ କରାଯାଇଛି । ଯେଉଁଥିରେ ବଲାଙ୍ଗିର ସରକାରୀ ଆଇଟିଆଇ ରହିଛି । ଏହି ଯୋଜନା ଅଧିନରେ ଆଇଟିଆଇ ଗୁଡ଼ିକରେ ଆଧୁନିକ ପରୀକ୍ଷାଗାର, ସ୍ମାର୍ଟ ଶ୍ରେଣୀଗୃହ ଏବଂ
Read More...

ଜାତୀୟ ସ୍ତରରେ ବଲାଙ୍ଗିର କରାଟେ ସ୍କୁଲର ସଫଳତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଞ୍ଚିସ୍ଥିତ ତାନା ଭଗତ ଇନ୍‌ଡୋର ଷ୍ଟାଡିୟମ ଠାରେ ୨୩ତମ ସର୍ବ ଭାରତୀୟ ଫେଡେରେସନ କପ -୨୦୨୫ ଅନୁଷ୍ଠିତ ହୋଇଯାଇଛି । ପ୍ରତିଯୋଗିତାକୁ ଅଲ ଇଣ୍ଡିଆ ସେଇସିନ୍‌କାଇ ଶିଟୋର‍୍ୟୁ କରାଟେ ଡୁ ଫେଡେରେସନର ମୁଖ୍ୟ ହାଂସି ପ୍ରେମଜିତ ସେନଙ୍କ ତତ୍ୱାବଧାନରେ ଆୟୋଜିତ
Read More...

ବାଧିତ ଜନବନ୍ଧୁ ପ୍ରଭାକର ରଥଙ୍କ ୧୦୫ତମ ଜୟନ୍ତୀ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଗାମୀ ପିଢି ମାର୍ଗଦର୍ଶକ କର୍ମତତ୍ପର, ସମାଜସେବା, ଦେଶପ୍ରେମ ଭାବ ମନରେ ଜାଗ୍ରତ କରାଇବାକୁ ଓ ପରଉପକାରରେ ବ୍ରତୀ କରାଇବା ହେଲେ ଏପରି ନିଃସ୍ୱାର୍ଥପର ସେବା କରିଥିବା ପ୍ରଭାକର ରଥଙ୍କ ପରି ସେବକମାନଙ୍କ ଜୟନ୍ତୀ ସମାରୋହ କରାଇବାକୁ ପଡିବ ବେଶଲି ମଂଚାସୀନ
Read More...

ସଡକ ସୁରକ୍ଷା ସଚେତନତା ରଥର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାନୁୟାରୀ ୧ରୁ ୩୧ ତାରିଖ ପର୍ଯ୍ୟନ୍ତ ଜାତୀୟ ସଡକ ସୁରକ୍ଷା ମାସ ପାଳନ ଅବସରରେ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗର ଆନୁକୂଲ୍ୟରେ ଜିଲାସ୍ତରୀୟ ସଡକ ସୁରକ୍ଷା ସପ୍ତାହ ପାଳନ କରାଯାଉଛି । ଏହି ଉପଲକ୍ଷେ ଗୁରୁବାର ପୂର୍ବାହ୍ନରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ
Read More...

ଜିଲ୍ଲା ଡୁଡ଼ା ପ୍ରକଳ୍ପ ସହରୀ ପକ୍ଷରୁ ପୌର ପରିଷଦ ବିଭିନ୍ନ ଯୋଜନାକୁ ନେଇ ସଚତେନତା ରଥର ଉଦ୍‌ଘାଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଡୁଡ଼ା ପ୍ରକଳ୍ପ ସହରୀ ପକ୍ଷରୁ ଜିଲ୍ଲାପାଲ କାର୍ଯ୍ୟାଳୟ ସମ୍ମୁଖରେ ପୌର ପରିଷଦ ଅଧୀନରେ ଚାଲିଥିବା ବିଭିନ୍ନ ଯୋଜନା ଘରକୁ ଘର ଯାଇ ଯୋଜନା କିପରି ଜନସାଧାରଣ ପାଇବେ ସେହି ଉପରେ ସହଯୋଗ ଭ୍ରାମ୍ୟାମାଣ ସହାୟତା କେନ୍ଦ୍ର ରଥକୁ ବଲାଙ୍ଗିର ଜିଲ୍ଲାପାଳ
Read More...

ସମରା ଗ୍ରାମ ଠାରେ ବୃତ୍ତିଗତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର : ପ୍ରଥମ ଏଜୁକେଶନ ଫାଉଣ୍ଡେସନ ଓ ଟିପିଡବ୍ଲ୍ୟୁଓଡ଼ିଏଲ୍‌ର ମିଳିତ ଉଦ୍ୟମରେ ସ୍ଥାନୀୟ ସମରା ଗ୍ରାମ ଠାରେ ବୃତ୍ତିଗତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସମରା ସରପଞ୍ଚ ଗୁଲପ ସେଠ୍ ମୁଖ୍ୟ ଅତିଥି, ଏବଂ ୱାର୍ଡ ମେମ୍ବର ସମ୍ମାନିତ ଅତିଥି ଭାବରେ
Read More...

ଫାଇଲେରିଆ ନିରାକରଣ ଅଭିଯାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଫାଇଲେରିଆ ନିରାକରଣ ଅଭିଯାନ, ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ଆସନ୍ତା ୧୦ ଫେବୃୟାରୀ ୨୦୨୬ରୁ ଜିଲ୍ଲାରେ ଆରମ୍ଭ ହେବ । ଏନେଇ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ଡଃ ବିଜୟାନନ୍ଦ ସେଠିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ଅଭିଯାନର
Read More...

ପାଣି ପଞ୍ଚାୟତ ପକ୍ଷ ପାଳନ ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜଳ ସଂପଦ ବିଭାଗ ତରଫରୁ ଆଗାମୀ ଜାନୁୟାରୀ ମାସ ୬ରୁ ୨୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯିବ । ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏନେଇ ଏକ ପ୍ରସ୍ତୁତି ବୈଠକ
Read More...