Browsing Tag

balangir news

ସହିତ ଧରମସିଂ ମାଝୀମାନଧାତାଙ୍କ ସ୍ମୃତିରକ୍ଷା ଓ ପ୍ରତିମୂର୍ତ୍ତିସ୍ଥାପନ ଦାବୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପାଟଣାଗଡଜାତ ଅନ୍ତର୍ଗତ ଆଟଗାଁ ଜମିଦାର ସହିଦ ଧରମସିଂ ମାଝୀମାନଧାତାଙ୍କ ସ୍ମୃତିରକ୍ଷା କରାଯିବା ଓ ଐତିହାସିକ ଭୀମଡୁଙ୍ଗୁରୀ ପର୍ଯ୍ୟଟନସ୍ଥଳିରେ ତାଙ୍କର ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ କରାଯିବାକୁ ଅଞ୍ଚଳବାସୀ ଦାବୀ କରୁଛନ୍ତି । ଭୀମପାହାଡ
Read More...

ଚୁଡାପାଲିରେ ଅଜଣା ଗାଡି ଧକ୍କାରେ ଯୁବକ ଗୁରୁତର : ବଲାଙ୍ଗିର ମେଡିକାଲରେ ଭର୍ତ୍ତି

ବଳାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦରବ୍ଲକ ଅନ୍ତର୍ଗତ ଚୁଡାପାଲିରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବକ ଗୁରୁତର ହୋଇ ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ଯବୁକ ଜଣକ ଚୁଡାପାଲିର ରବିନ୍ଦ୍ର ମହାଲିଙ୍ଗ (୩୬) ବୋଲି ଜଣାପଡିଛି ।
Read More...

ତୃତୀୟ ଦିନରେ ପହଂଚିଲା ଜିଲ୍ଲା ମିଳିତ ଅମଲା ସଙ୍ଘର ଧାରଣା

ବଲାଙ୍ଗିର : ଜିଲ୍ଲା ମିଳିତ ଅମଲା ସଙ୍ଘ ପକ୍ଷରୁ ବଲାଙ୍ଗିର ଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦିଆ ଯାଇଥିବା ବେଳେ ଆଜି ଏହି ଧାରଣା ତୃତୀୟ ଦିନରେ ପହଂଚିଛି । ହେଲେ ରାଜ୍ୟ ସରକାର ଶୁଣୁ ନାହାନ୍ତି ଅମଲା ସଙ୍ଘୀ ଦାବୀ । ତେବେ ଏହାକୁ ନେଇ ଅମଲା ସଂଘ
Read More...

ଆଦର୍ଶ ଶିକ୍ଷକ କୁଳମଣି ମିଶ୍ରଙ୍କ ଦେହାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଦର୍ଶ ଶିକ୍ଷକ କୁଳମଣି ମିଶ୍ର(୮୧)ଙ୍କ ବରଗଡ ସ୍ଥିତ ବିକାଶ ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତରାତି ପ୍ରାୟ ୮ଟା ୪୦ ମିନିଟ୍‌ରେ ପରଲୋକ ଘଟିଥିବା ତାଙ୍କ ଜ୍ୟେଷ୍ଠପୁତ୍ର ଅରୁଣ ମିଶ୍ର ସୂଚନା ଦେଇଛନ୍ତି । ଦୀର୍ଘ ଏକ ବର୍ଷ ହେବ ବାର୍ଦ୍ଧକ୍ୟଜନିତ ରୋଗରେ
Read More...

ଶିଶୁ ବିକାଶ କେନ୍ଦ୍ରରେ ବିଶ୍ୱ ଶିଶୁ ଦିବସ ପାଳନ

ଶିଶୁ କ୍ଷୁଦ୍ର ନୁହେଁ ବିରାଟ ସମୁଦ୍ର ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଶିଶୁ ବିକାଶ କେନ୍ଦ୍ର ତରଫରୁ ବିଶ୍ୱ ଶିଶୁ ଦିବସ ଟିକ୍ରାପଡା ରାମ ମନ୍ଦିରଠାରେ ଅନୁଷ୍ଠାନର ଉପଦେଷ୍ଟା ତଥା ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆଙ୍କ ଅଧ୍ୟକ୍ଷତାରେ ଏକ
Read More...

ନୂତନ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପୌର କ୍ରମଚାରୀ ସଂଘ ପକ୍ଷରୁ ସ୍ୱାଗତ ସମର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ନୂତନ ବଲାଙ୍ଗିର ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପୌର କର୍ମଚାରୀ ସଂଘ, ବଲାଙ୍ଗିର ତରଫରୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଉକ୍ତ ସ୍ୱାଗତ ସମ୍ବର୍ଦ୍ଧନାରେ ପୌର କର୍ମଚାରୀ ସଂଘର ସଭାପତି ରତନ ମହାରଣା, ବରିଷ୍ଠ ଆଇନଜୀବୀ ତଥା
Read More...

ବଲାଙ୍ଗିର ସହରକୁ ସବୁଜ ସୁନ୍ଦର ଓ ସରସ କରିବା ଲକ୍ଷ୍ୟରେ ପୌର ପରିଷଦ ପ୍ରତିଶ୍ରୁତିବଦ୍ଧ : ପୌର ଅଧ୍ୟକ୍ଷା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆକ୍ରୋଶମୂଳକ ଭାବେ ବଲାଙ୍ଗିର ମ୍ୟୁନିସିପାଲିଟିକୁ କାମ କରୁନଥିବା ଆକ୍ଷେପ କରାଯାଉଥିବା ଅଭିଯୋଗ ଆଣିଛନ୍ତି ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ । ମ୍ୟୁନିସିପାଲିଟିର ଉନ୍ନୟନମୂଳକ କାର୍ୟ୍ୟର ସଂପୂର୍ଣ୍ଣ ବିବରଣୀ ପ୍ରଦାନ ପାଇଁ ଆଜି ଅପରାହ୍ନରେ ବଲାଙ୍ଗିର
Read More...

ବଲାଙ୍ଗିର ଜିଲ୍ଲାପାଳଙ୍କ ଦ୍ୱାରା ବସ କଣ୍ଡକ୍ଟରମାନଙ୍କୁ ଫାଷ୍ଟଏଡ୍‌ ସାର୍ଟିଫିକେଟ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବେସରକାରୀ ବସ କଣ୍ଡକ୍ଟରମାନଙ୍କୁ ବିଭିନ୍ନ ଦିଗରେ ବିକଶିତ କରିବା ପ୍ରୟାସ କଲା ଜିଲ୍ଲା ପ୍ରଶାସନ ଓ ବସ ମାଲିକ ସଂଘ । ତେଣୁ ସ୍ଥାନୀୟ ନୂତନ ବସ ଟର୍ମିନାଲର ବେସରକାରୀ ବସ ସଂଘଠାରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରଣାଙ୍କ କର କମଳରେ ବସ
Read More...

ଅବସରପ୍ରାପ୍ତ ସୈନିକଙ୍କ ଘରୁ ଏସି ଚୋରି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ବଢ଼ି ଚାଲିଛି ଚୋରଙ୍କ ଆତଙ୍କ । ଗତ ବୁଧବାର ରାତିରେ ସହରର ଜଣେ ଅବସରପ୍ରାପ୍ତ ସୈନିକଙ୍କ ଘରେ କଳାକନା ବୁଲାଇ ଦେଇଛନ୍ତି ଚୋରମାନେ । ବଲାଙ୍ଗିର ସହରର ରାଧିକାନଗରରେ ରହୁଥିବା ଅବସରପ୍ରାପ୍ତ ସୈନିକ ଗୋପବନ୍ଧୁ ସାହୁ ପରିବାର ଲୋକଙ୍କୁ ନେଇ ଗତ
Read More...

+୨ ବିଜ୍ଞାନ ପରୀକ୍ଷାଫଳ : ପଶ୍ଚିମ ଓଡ଼ିଶାରେ ଯୁବୋଦୟର ଶ୍ରେଷ୍ଠ ପ୍ରଦର୍ଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : +୨ ବିଜ୍ଞାନ ପରୀକ୍ଷାଫଳ ଗତ ବୁଧବାର ଦିନ ପ୍ରକାଶିତ ହୋଇଥିବା ବେଳେ ବଲାଙ୍ଗିରର ଯୁବୋଦୟ କଲେଜ ପଶ୍ଚିମ ଓଡ଼ିଶାରେ ଶ୍ରେଷ୍ଠ ପ୍ରଦର୍ଶନ କରିଛି । ପଶ୍ଚିମ ଓଡ଼ିଶାର ପ୍ରଥମ ୫ଟି ସ୍ଥାନରେ ୬ ଜଣ ଛାତ୍ରଛାତ୍ରୀ ରହିଥିବା ବେଳେ ସମସ୍ତେ ଯୁବୋଦୟ କଲେଜର
Read More...