Browsing Tag

balangir news

ପୁଣି ଓଡ଼ିଶାକୁ ଟପ୍ପର ପ୍ରଦାନ କରିବାରେ ସିଏନ୍‌ସି ସଫଳ ହେଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଣି ଓଡ଼ିଶାକୁ ଟପ୍ପର ପ୍ରଦାନ କରିବାରେ ବଲାଙ୍ଗିରର ଅଗ୍ରଣୀ ବାଣିଜ୍ୟ ଶିକ୍ଷାନୁଷ୍ଠାନ ସିଏନ୍‌ସି ସଫଳ ହୋଇପାରିଛି । ଗତ ୩୧ ତାରିଖ ଦିନ ପ୍ରକାଶିତ ହୋଇଥିବା ସିଏଚ୍‌ଏସ୍‌ଇ +୨ ବାଣିଜ୍ୟ ପରୀକ୍ଷା ଫଳରେ ସିଏନ୍‌ସି ବାଣିଜ୍ୟ ବିଦ୍ୟାଳୟ ପୁଣି ଥରେ ବଲାଙ୍ଗିର
Read More...

ଦୁର୍ଗନ୍ଧରେ ଫାଟି ପଡୁଛି ମୁଖ୍ୟ ରାସ୍ତା : ପୌର ପ୍ରଶାସନ ଦୃଷ୍ଟି ଦେବାକୁ ଦାବୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର- ପାଟଣାଗଡ ମୁଖ୍ୟ ରାସ୍ତାରେ ଥିବା ଓଭରସିଜ୍‌ ବ୍ୟାଙ୍କ ନିକଟରେ ରାସ୍ତା କଡରେ ଅଳିଆ ଆବର୍ଜନା ଗଦା ହେଉଥିବା ଫଳରେ ଦୁର୍ଗନ୍ଧରେ ପୁରା ଅଂଚଳ ଫାଟି ପଡୁଛି । ତେବେ ରାସ୍ତାରେ ଯାତାୟତ କରୁଥିବା ଲୋକେ ଏହି ଦୁର୍ଗନ୍ଧରେ ଅତିଷ୍ଟ ହୋଇପଡୁଥିବା
Read More...

ବରିଷ୍ଠ କଂଗ୍ରେସ ନେତା ନିଥନିଏଲ୍‌ ଛତ୍ରିଆଙ୍କ ବିୟୋଗରେ ଶୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କାଉସିଲର ନିଥନିଏଲ୍‌ ଛତ୍ରିଆଙ୍କ ବିୟୋଗରେ ପିସିସି ସଭାପତି ଶରତ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ବିୟୋଗ କଂଗ୍ରେସ ଦଳ ତଥା ଜନ ସମାଜ ପାଇଁ ଏକ ଅପୂରଣୀୟ କ୍ଷତି ହେବା ସହ ମୋର ବ୍ୟକ୍ତିଗତ କ୍ଷତି ହୋଇଛି
Read More...

ଡ଼ା.ଅନୁପ କୁମାର ନାଏକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସାରଦେଶ୍ଵରୀ ସରକାରୀ ଆୟୁର୍ବେଦ ଚିକିତ୍ସାଳୟ ତଥା ବଲାଙ୍ଗିର ଆୟୁର୍ବେଦ ମହାବିଦ୍ୟାଳୟର ଅଧ୍ୟାପକ ଡ଼ା. ଅନୁପ କୁମାର ନାଏକଙ୍କୁ ଗତକାଲି ଉଭୟ ଅନୁଷ୍ଠାନ ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସାରଦେଶ୍ୱରୀ
Read More...

ନିଶା ନିବାରଣ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିଶା ନିବାରଣ ଦିବସ ପାଳନ ଉପଲକ୍ଷେ ସଦାଇପାଲି ରାମଜୀ ଯୁବକ ସଂଘ ତରଫରୁ ଖାଡିଆପଡାଠାରେ ଏକ ସଚେତନତା ସଭା ଅୟୋଜିତ ହୋଇଯାଇଛି । ଏଥିରେ ସଂଘର ସମ୍ପାଦକ ଇଂ. ନାରାୟଣ ପ୍ରସାଦ ମିଶ୍ରଙ୍କ ଆହ୍ୱାନକ୍ରମେ ପଡାର ବାଟୁ ଖାଡିଆ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
Read More...

+୨ ବାଣିଜ୍ୟରେ ଜେଏସ୍‌ଏମ୍‌ କଲେଜର ସଂପୂର୍ଣ୍ଣ ସଫଳତା ହାସଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସ୍ଥିତ ଜେଏସ୍‌ଏମ୍ କଲେଜ ତାଙ୍କର ଅଧ୍ୟୟନ ଏବଂ କାର୍ଯ୍ୟକଳାପ ହେତୁ ବଲାଙ୍ଗିର ଜିଲ୍ଲାର ଏକ ସୁନାମଧନ୍ୟ କଲେଜ ଭାବରେ ଜଣାଶୁଣା । ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ କଲେଜର ସମସ୍ତ ଛାତ୍ରଛାତ୍ରୀମାନେ ଉତ୍ତମ ନମ୍ୱର ରଖି +୨ ବାଣିଜ୍ୟ ୨୦୨୩ରେ
Read More...

୪ ଏସ୍‌ବିଆଇ କର୍ମଚାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏସ୍‌ବିଆଇ ବଲାଙ୍ଗିର ରିଜନ୍‌ରୁ ୪ ଜଣ କର୍ମଚାରୀ ବିଜୟ ମହାନ୍ତି, ମାନଭଞ୍ଜନ ବିଶୋଇ, ପବିତ୍ର ନାଗ ଏବଂ ନବୀନ ପୁରୋହିତ ଗତକାଲି ନିଜ ଚାକିରି ଜୀବନରୁ ଅବସର ନେଇଛନ୍ତି । ଏ ନେଇ ଏସ୍‌ବିଆଇ ଏସୋସିଏସନ୍ ତରଫରୁ ବଲାଙ୍ଗିର, ପାଟଣାଗଡ଼ ଓ କଣ୍ଟାବାଞ୍ଜିରେ ବିଦାୟୀ
Read More...

ଚାକିରି ଗ୍ରାଜୁଏସନ୍‌, ଦରମା ମେଟ୍ରିକୁଲେସନ : ଲେଭେଲ-୯ ଦରମା ଦାବୀରେ ଅମଲା ସଂଘର ଅନିର୍ଦ୍ଦିଷ୍ଟ କାଳ ଧାରଣା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲେଭେଲ ୯ ଦରମା ଦାବିରେ ଜିଲ୍ଲା ମିଳିତ ଅମଲା ସଙ୍ଘ ପକ୍ଷରୁ ଆଜି ସ୍ଥାନୀୟ ଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦିଆ ଯାଇଛି । ସରକାର ଅମଲା ବିଭାଗରେ ଗ୍ରାଜୁଏଟ ମାନଙ୍କୁ ଚାକିରୀ ଦେଇ ମେଟ୍ରିକୁଳେସନ ଦରମା ପ୍ରଦାନ
Read More...

ସୀମା ବିବାଦକୁ ନେଇ ଗଣ୍ଡଗୋଳ, ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ପରିବାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଘରର ସୀମା ବିବାଦକୁ ନେଇ ଏକ ଗଣ୍ଡଗୋଳ ଘଟଣା ସାମ୍ନାକୁ ଆସିଥିବା ବେଳେ ନ୍ୟାୟ ପାଇଁ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ଏକ ପରିବାରର ସଦସ୍ୟମାନେ । ବେଲପଡ଼ା ଥାନା ଅନ୍ତର୍ଗତ ଫୁଲ୍‌କାନି ଗାଁର ଶ୍ରୀମତୀ ଶଙ୍କରା ହୋତା ନିଜ ସୀମାରେ ଘର ତିଆରି କରୁଥିବା ବେଳେ
Read More...

ଜେଆଇଟିଏମ୍‌ର ଶତପ୍ରତିଶତ ପାସ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ସିଏଚ୍‌ଏସ୍‌ଇ (ଦ୍ୱାଦଶ) ବିଜ୍ଞାନର ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ଜେଆଇଟିଏମ୍‌ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କର ପାସ୍‌ ହାର ଶତପ୍ରତିଶତ ରହିଛି । ୫୯ ଜଣ ଛାତ୍ରଛାତ୍ରୀ ପ୍ରଥମ ସ୍ଥାନରେ, ୨୦ ଜଣ ଛାତ୍ରଛାତ୍ରୀ ଦ୍ୱିତୀୟ ସ୍ଥାନରେ ଏବଂ ଜଣେ ଛାତ୍ର
Read More...