Browsing Tag

balangir news

ରଜାମୁଣ୍ଡାରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଡ଼ାସିଂହାର ରଜାମୁଣ୍ଡାରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି । ଏହି ନୂଆଁଖାଇ ଭେଟ୍‌ଘାଟ୍‌ ଶ୍ରୀ ସଂକୀର୍ତ୍ତନ୍ୟ ମଣ୍ଡଳୀ ପକ୍ଷରୁ ଆୟୋଜନ କରାଯାଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ଗଗନ ବିହାରି ବଗର୍ତ୍ତି…
Read More...

ରୁଗୁଡ଼ି ପଡ଼ାଠାରେ ଦୁର୍ଗାପୂଜା କମିଟି ତରଫରୁ ରାବଣ ପୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଜୟା ଦଶମୀରେ ବଲାଙ୍ଗିର ସହରର ରୁଗୁଡ଼ି ପଡ଼ାଠାରେ ଦୁର୍ଗାପୂଜା କମିଟି ତରଫରୁ ବଡ଼ ଧୁମ୍‌ଧାମ୍‌ରେ ରାବଣ ପୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହିଳା ବିରୋଧୀ ଅପରାଧର ପ୍ରତିକ ଏହି ରାକ୍ଷସ ପ୍ରତିମାକୁ, ବିଜୟା ଦଶମୀରେ ଦହନ କରାଯାଇଥିବା ବେଳେ…
Read More...

ଟଙ୍କା ନେଣଦେଣକୁ ନେଇ ସଂଘର୍ଷ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଟଙ୍କା ନେଣଦେଣକୁ ନେଇ କଥା କଟାକଟି ପରେ ସଂଘର୍ଷ ହୋଇଥିବା ଘଟଣା ସାମ୍‌ନାକୁ ଆସିଛି । ମାମଲା ଆସି ବଲାଙ୍ଗିର ଟାଉନ ଥାନାରେ ପହଂଚିଛି । ସୂଚନା ଅନୁସାରେ ରୁଗୁଡିପଡାର ତଳି ଗଳିରେ ରହୁଥିବା ଜୟନ୍ତ ଶେଖର ରୁଗୁଡିପଡାର ସଞ୍ଜୟ କୁମାର…
Read More...

୩ୟ ସହିଦ ସୁମନ୍ତ ପଧାନ ମେମୋରିଆଲ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ୍ ଅନ୍ତର୍ଗତ କୁଟାସିଂହା ହାଇସ୍କୁଲ ପଡିଆଠାରେ ତୃତୀୟ ବର୍ଷ ଉପଲକ୍ଷେ ଫୁଟ୍‌ବଲ୍‌ ଟର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ବିଜେଡିର ଯୁବନେତା ନିହାର ରଞ୍ଜନ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କୁଟାସିଂହା ଖେଳପଡିଆ ପାଇଁ ଆମ…
Read More...

କୁଟାସିଂହାରେ ୧୮ତମ ସାର୍ବଜନୀନ ଦୁର୍ଗା ପୂଜା ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ୍ ଅନ୍ତର୍ଗତ କୁଟାସିଂହା ଗ୍ରାମରେ ୧୮ତମ ସାର୍ବଜନୀନ ଦୁର୍ଗା ପୂଜା ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ଏହି ଦୁର୍ଗାପୂଜାରେ ଆକର୍ଷଣୀୟ ଦୁର୍ଗା ମେଢ଼ କରାଯାଇଥିଲା । ଏହି ପୂଜାରେ କର୍ତ୍ତା ଭାବେ ସୁନିଲ ପାତ୍ର, ସୁବାଷିନୀ ପାତ୍ର କାମ…
Read More...

ଦାଦନ ଶ୍ରମିକ ପ୍ରଦୀପ କୁମ୍ଭାରଙ୍କ ତାମିଲନାଡୁରେ ମୃତ୍ୟୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକର ବକଟି ଗ୍ରାମ ପଞ୍ଚାୟତର ବଡ ଖଲିଆପାଲି ଗ୍ରାମର ଦାଦନ ଶ୍ରମିକ ପ୍ରଦୀପ କୁମ୍ଭାର(୩୬)ଙ୍କ ତାମିଲନାଡୁଠାରେ ମୃତ୍ୟୁ ହୋଇଥିବା ଖବର ମିଳିଛି । ରାଜ୍ୟ ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି କିନ୍ତୁ ପ୍ରକୃତରେ ପ୍ରକୃତ ହିତାଧିକାରୀମାନଙ୍କ ପାଖକୁ…
Read More...

ଶୌଚ ହେବା ପାଇଁ ଯିବା ବେଳେ ଭାଲୁ ଆକ୍ରମଣର ଶିକାର ହେଲେ ଯୁବକ

ବଲାଙ୍ଗିର, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଅନ୍ତର୍ଗତ ତୁରେକେଲା ବ୍ଲକ ମହୁଲବାହାଲି ଗ୍ରାମରେ ଆଜି ଶୌଚ ହେବା ପାଇଁ ଯିବା ସମୟରେ ଜଣେ ଯୁବକ ଭାଲୁ ଆକ୍ରମଣର ଶିକାର ହୋଇ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲଠାରେ ଭର୍ତ୍ତି ହୋଇଥିବା ଖବର…
Read More...

ଘରେ ପଶି ଚୋରି କରିଥିଲେ, ଗିରଫ୍‌ କଲା ବଲାଙ୍ଗିର ଟାଉନ୍‌ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଘରେ ପଶି ଚୋରି କରିଥିଲେ, ଗିରଫ୍‌ କଲା ବଲାଙ୍ଗିର ଟାଉନ୍‌ ପୋଲିସ । ଏଭଳି ଏକ ଘଟଣା ସଂପର୍କରେ ସୂଚନା ଦେଇଛନ୍ତି ବଲାଙ୍ଗିର ଟାଉନ୍‌ ଥାନା ଆଇଆଇସି ବିଶ୍ୱଜିତ ମନବୋଧ । ସୂଚନା ଅନୁସାରେ ଗତ ୩୦ ତାରିଖ ଦିନ ୨ ଜଣ ଦୁର୍ବୃତ୍ତ ଗାନ୍ଧୀନଗରପଡ଼ାର ମନ୍ମଥ…
Read More...

ନବମ ବେଶରେ ଆଜି ମା’ : ସିଦ୍ଧି ପ୍ରଦାୟିନୀ ‘ସିଦ୍ଧିଦାତ୍ରୀ’

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ନବମ ବେଶରେ ମା’ ସିଦ୍ଧି ପ୍ରଦାୟିନୀ ‘ସିଦ୍ଧିଦାତ୍ରୀ’ ଦେବୀ ପୀଠ ମାନଙ୍କରେ ବିରାଜମାନ କରିଛନ୍ତି । ସହରର ସମଲେଇ ମନ୍ଦିର, ଦୁର୍ଗା ମନ୍ଦିର ତଥା ଅନ୍ୟ ସବୁ ଦେବୀ ମନ୍ଦିରରେ ମା’ ଆଜି ସିଦ୍ଧିଦାତ୍ରୀ ରୂପରେ ପୂଜା ଗ୍ରହଣ କରିବେ । ଏହି ବେଶର ପୌରାଣିକ…
Read More...

ଡୁଙ୍ଗୁରିପାଲି ଗାଁର ମା’ ମାହେଶ୍ୱରୀ ଦେବୀଙ୍କ ଦର୍ଶନ କଲେ ବିଧାୟକ ମୁକେଶ ମହାଲିଙ୍ଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଆଗଲପୁର ବ୍ଲକର କୁଟାସିଂହା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡୁଙ୍ଗୁରିପାଲି ଗାଁରେ ଅବସ୍ଥିତ ମା' ମାହେଶ୍ୱରି ପୀଠ । ଯାହାକି ୧୩୦ ବର୍ଷରୁ ଉର୍ଦ୍ଧ ବର୍ଷ ହେବ ପୀଠ ସ୍ଥାପନା ହୋଇଛି । ବର୍ତ୍ତମାନ ପର୍ୟ୍ୟନ୍ତ ଦୀର୍ଘ ୫ ପିଢ଼ି ଧରି…
Read More...