Browsing Tag

balangir news

ବିଶ୍ୱ ପରିବେଶ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦାଇପାଲି ରାମଜୀ ଯୁବକ ସଂଘ ତରଫରୁ ସଦର ବ୍ଲକ ବୀରମୁଣ୍ଡାଠାରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ସମ୍ପାଦକ ଇଂ. ନାରାୟଣ ପ୍ରସାଦ ମିଶ୍ରଙ୍କ ପ୍ରସ୍ତାବକ୍ରମେ କାର୍ଯ୍ୟକ୍ରମ ପ୍ରାରମ୍ଭରେ ନିକଟରେ ଘଟିଥିବା ରେଲ ଦୁର୍ଘଟଣାରେ ପ୍ରାଣ ହରାଇଥିବା
Read More...

ବଲାଙ୍ଗିର ଜିଲ୍ଲାସ୍ତରୀୟ ବିଶ୍ୱ ପରିବେଶ୍‌ ଦିବସ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାସ୍ତରୀୟ ବିଶ୍ୱ ପରିବେଶ୍‌ ଦିବସ ବିଜାଖମନ୍‌ ମେଗା ନର୍‌ସରି ଠାନେ ଅନୁଷ୍ଠିତ ହେଇଯାଇଛେ । ଇନେ ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା, ଏସ୍‌ପି ରିଷିକେଶ ଦିଆନ୍‌ଦେଓ ଖିଲାରୀ, ଡିଏଫ୍‌ଓ ନୀତିଶ କୁମାର, କେନ୍ଦୁଲିଫ୍‌ ଡିଏଫ୍‌ଓ ରଂଜିତ ମଲ୍ଲିକ
Read More...

ଦିନୁ ଦିନ୍‌କେ ଆର୍‌ ଆର୍‌ ଚମ୍‌କୁଛେ ଭୀମ୍‌ଡୁଙ୍ଗୁରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିନୁ ଦିନ୍‌କେ ଆର୍‌ ଆର୍‌ ଚମ୍‌କୁଛେ ଭୀମ୍‌ଡୁଙ୍ଗୁରୀ । ପର୍ଯ୍ୟଟକମାନ୍‌କୁ ଆକର୍ଷିତ କର୍‌ବାର୍‌ ଲାଗି ଭୀମ୍‌ ଡୁଙ୍ଗୁରୀ କେ ଆର୍‌ ସୁନ୍ଦର୍‌ କର୍‌ବାର୍‌ ଲାଗି ଅଁଟା ଭିରିଛେ ବଲାଙ୍ଗିର ବନ ବିଭାଗ । ଇ’ ଭିତ୍‌ରେ ଭୀମ୍‌ ଡୁଙ୍ଗୁରୀ କେ ଯିବାର୍‌ ଆସ୍‌ବାର୍‌
Read More...

ରାମାସ୍ୱାମୀ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା ନିର୍ବାଚନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ମାଲପଡା ସ୍ଥିତ ରାମାସ୍ୱାମୀ ମନ୍ଦିର ପରିଚାଳନା କମିଟିର ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି । ଉମାଶଙ୍କର ପଣ୍ଡାଙ୍କ ସଭାପତିତ୍ୱରେ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଆଗାମୀ ଦିନରେ ମନ୍ଦିରର ଉନ୍ନତି ପାଇଁ କଣ ସବୁ
Read More...

ବିଶ୍ୱ ପରିବେଶ ଦିବସରେ ପଲିଥିନ ମୁକ୍ତ ସହର ପାଇଁ ଶପଥ ନେଲେ ଛାତ୍ରଛାତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଗାନ୍ଧୀ ସ୍ମୃତି କମିଟି ପକ୍ଷରୁ ସ୍ଥାନୀୟ ଗାନ୍ଧୀ ଭବନ ଠାରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ସହରର ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଆୟୋଜିତ ହୋଇଥିବା ଏହି କାର୍ୟ୍ୟକ୍ରମରେ ପରିବେଶ ସଂପର୍କରେ ଏକ ଆଲୋଚନା ଚକ୍ର
Read More...

ରଥଯାତ୍ରା ବେଳକୁ ଶାନ୍ତିପଡ଼ା ଦୁର୍ଗାମଣ୍ଡପକୁ ଆସିବେ ସିଆର୍‌ପିଏଫ୍‌ ଜଗନ୍ନାଥ

ବଲାଙ୍ଗିର, (ଶାନ୍ତିପଡ଼ା) : ଚଳିତ ବର୍ଷ ଆସନ୍ତା ଜୁନ୍‌ ୨୦ ତାରିଖ ବେଳକୁ ବଡ଼ଠାକୁର ଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥର ଶାନ୍ତିପଡ଼ା ଦୁର୍ଗାମଣ୍ଡପ(ମାଉସୀ ଘର)କୁ ସିଆର୍‌ପିଏଫ୍‌ ମୁଖ୍ୟ କାର୍ଯ୍ୟାଳୟର ଜଗତର ନାଥ ଜଗନ୍ନାଥ ଭାଇ ଭଉଣୀ ସହ ଆସିବେ ଓ ତାଙ୍କ ଦିବ୍ୟ ଦଶ
Read More...

ଜିଲ୍ଲା ସାମ୍ବାଦିକ ସଂଘ ଓ ସତ୍ୟନାରାୟଣ ସ୍ମୃତି କମିଟି ଦ୍ୱାରା ମାଗଣା ହୃଦରୋଗ ପରୀକ୍ଷଣ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଂପ୍ରତି ହୃଦୟ ରୋଗ ସଂପର୍କରେ ଲୋକ ସଚେତନତା ବଢିଛି । ତେଣୁ ବଲାଙ୍ଗିର ସହରର ସାଧାରଣ ଜନତାଙ୍କୁ ହୃଦରୋଗ ସଂପର୍କୀୟ ସଚେତନତା ପାଇଁ ଆଜି ସାମ୍ବାଦିକ ଭବନଠାରେ ଜିଲ୍ଲା ସାମ୍ବାଦିକ ସଂଘ ଓ ସତ୍ୟନାରାୟଣ ସ୍ମୃତି କମିଟି ତରଫରୁ ଏକ ମାଗଣା ହୃଦରୋଗ ପରୀକ୍ଷଣ
Read More...

ବଲାଙ୍ଗିରଠାରେ ଆନ୍ତର୍ଜାତିକ ମିଲେଟ୍ ବର୍ଷ ପାଳନ ଅବସରରେ ଲନ୍ ବଲ୍ ପ୍ରତିଯୋଗିତା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ମିଲେଟ୍ ମିଶନ୍ ତଥା ଜିଲ୍ଲା କ୍ରୀଡ଼ା ବିଭାଗର ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତିକ ମିଲେଟ୍ ବର୍ଷ ୨୦୨୩ ଏବଂ ବିଶ୍ଵ ପରିବେଶ ଦିବସ ପାଳନ ଅବସରରେ ସ୍ଥାନୀୟ ଆର୍. ଏନ୍‌. ସିଂହଦେଓ ସ୍ପୋର୍ଟସ କମ୍ପ୍ଲେକ୍ସଠାରେ ଏକ ଲନ୍ ବଲ୍ ପ୍ରତିଯୋଗିତା ଅନୁଷ୍ଠିତ
Read More...

ମିଳିତ ଅମଲା ସଂଘର ଆନ୍ଦୋଳନକୁ ଜୀବନ ବୀମା ଅଭିକର୍ତ୍ତା ସଂଗଠନ ପକ୍ଷରୁ ସମର୍ଥନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନିଖିଳ ଭାରତ ଜୀବନ ବୀମା ଅଭିକର୍ତ୍ତା ମହାସଂଗଠନ, ବଲାଙ୍ଗିର ଶାଖା ପକ୍ଷରୁ ମିଳିତ ଅମଲା ସଂଘର ଆନ୍ଦୋଳନକୁ ସମର୍ଥନ ଜ୍ଞାପନ କରାଯାଇ ଅମଲା ସଂଘର ନ୍ୟାର୍ଯ୍ୟ ଦାବୀ ପୁରଣ ନିମନ୍ତେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଏହି ପରିପ୍ରେକ୍ଷୀରେ ଜୀବନ
Read More...

ରାଷ୍ଟ୍ରୀୟ ବ୍ୟଙ୍ଗଚିତ୍ର ପ୍ରତିଯୋଗିତାରେ ଅଶ୍ୱିନୀ-ଅବନୀଙ୍କ କୃତିତ୍ୱ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଛତିଶଗଡ ପରିବେଶ ସଂରକ୍ଷଣ ମଣ୍ଡଳ ଏବଂ ରାୟପୁର(ଛତିଶଗଡ)ରୁ ପ୍ରକାଶିତ ମାସିକ କାର୍ଟୁନ୍‌ ପତ୍ରିକା ‘କାର୍ଟୁନ୍‌ ୱାଚ୍‌’ର ମିଳିତ ଆବାହକତ୍ୱରେ ଆୟୋଜିତ ଏକ ସର୍ବଭାରତୀୟସ୍ତରୀୟ କାର୍ଟୁନ୍‌ ପ୍ରତିଯୋଗିତାରେ ଓଡିଶାର ବହୁ ପରିଚିତ କାର୍ଟୁନିଷ୍ଟ ଭ୍ରାତୃଦ୍ୱୟ
Read More...