Browsing Tag

balangir news

ବଲାଙ୍ଗିର ଭାଜପାରେ ବିଭେଦ : ସଂଯୁକ୍ତ ମୋର୍ଚ୍ଚା ବୈଠକ ନାମରେ ରାଜାରାଣୀଙ୍କ ବିରୁଦ୍ଧରେ ପ୍ରଜାମେଳି, ପୁରୁଣା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ରାଜନୀତିର ଭାଜପା ଦଳରେ ବଲାଙ୍ଗିର ରାଜାରାଣୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଆସିଛି । କିନ୍ତୁ ଭାଜପା ନେତ୍ରୀ ତଥା ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂହଦେଓଙ୍କ ବ୍ୟବହାରରେ ଅନେକ ଭାଜପା କର୍ମୀ ଅତିଷ୍ଠ ହୋଇପଡିଥିବା ଲକ୍ଷ୍ୟ କରାଯାଉଛି । ଶେଷରେ
Read More...

ନୃତ୍ୟଶିଳ୍ପୀ ଓ କଣ୍ଠଶିଳ୍ପୀ : ବଲାଙ୍ଗିର ମାଟିର ଝିଅ ରେସ୍‌ମାରାଣୀ ଦାଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମାଟିର କଳାକାର ମାନେ ଦେଶ ବିଦେଶରେ ନାଁ କରିଛନ୍ତି । ବଲାଙ୍ଗିର ମାଟିର ଗୌରବ ସାଜିଛନ୍ତି । ଏମିତି ଜଣେ କଳାକାର ରେସ୍‌ମାରାଣୀ ଦାଶ, ଯାହାଙ୍କ ପ୍ରତିଭା ସଂପର୍କରେ ଆଜି ଆମେ ଆପଣମାନଙ୍କୁ ଅବଗତ କରାଇବାକୁ ଯାଉଛୁ । ରେସ୍‌ମାରାଣୀ ଜଣେ ସୁନାମଧନ୍ୟ
Read More...

ଘର ବାହାରେ ଥିବା ଅଟୋକୁ ଜାଳି ଦେଲେ ଦୁବୃର୍ତ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମାଲପଡ଼ାଠାରେ ଦୁର୍ବୃତ୍ତ ମାନେ କଳାକନା ବୁଲାଇବାକୁ ଆସି ଏକ ଅଟୋ ଜାଳି ଦେଇଥିବା ନେଇ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ବଲାଙ୍ଗିର ସହରର ମାଲପଡାର ଅବନୀ କୁମାର କର ରାତିରେ ନିଜ ଘର ବାହାରେ ଅଟୋ ରଖିଥିବା ବେଳେ କେହି ଦୁବୃର୍ତ୍ତ ବିଲମ୍ବିତ
Read More...

ଜବାହରଲାଲ ମହାବିଦ୍ୟାଳୟର ଅଧ୍ୟାପିକା ଆରତି ପଣ୍ଡାଙ୍କ ଦେହାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପାଟଣାଗଡ ଜବାହରଲାଲ ମହାବିଦ୍ୟାଳୟର ଅଧ୍ୟାପିକା ତଥା ଇଂଜିନିୟର ଶଙ୍କର୍ଷଣ ପଣ୍ଡାଙ୍କ ସ୍ତ୍ରୀ ଆରତି ପଣ୍ଡା(୫୫)ଙ୍କ ଦେହାନ୍ତ ହୋଇଯାଇଛି । ସୂଚନା ଅନୁସାରେ ଶାନ୍ତିପଡା ସ୍ଥିତ ତାଙ୍କ ଘରେ ପଡିଯିବାରୁ ତାଙ୍କ ଗୋଡ ଭାଙ୍ଗି ଯାଇଥିଲା । ଗୋଡରେ ଅସ୍ତ୍ରୋପଚାର
Read More...

ଧର୍ମପରାୟଣା ମହିଳା ବସନ୍ତ କୁମାରୀ ମିଶ୍ରଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଠିକାଦାରପଡା ନିବାସୀ ସ୍ୱର୍ଗତ ହରିହର ମିଶ୍ରଙ୍କ ସ୍ତ୍ରୀ ବସନ୍ତ କୁମାରୀ ମିଶ୍ର (୮୩)ଙ୍କ ରବିବାର ଦିନ ପ୍ରାୟ ୧୨ଟା ସମୟରେ ପରଲୋକ ହୋଇଯାଇଛି । ସ୍ୱର୍ଗତା ମିଶ୍ର ୧୯୪୦ ମସିହାରେ ଜନ୍ମଗ୍ରହଣ କରିଥିଲେ । ଅସୁସ୍ଥତା କାରଣରୁ ସେ ଦୀର୍ଘଦିନ ହେବ ଘରେ
Read More...

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ

ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦକୁ ସ୍ୱାଗତ : ଧନ୍ୟବାଦ ମୁଖ୍ୟମନ୍ତ୍ରୀ ସମାବେଶ ପାଇଁ ନିଷ୍ପତି, ସମାନ ନାଗରିକ ସଂହିତାକୁ ବିରୋଧ, ମଣିପୁର ଆଦିବାସୀ ମହିଳା ନିର୍ଯ୍ୟାତନା ଘଟଣାର ତିବ୍ର ନିନ୍ଦା ସହ ଆନ୍ଦୋଳନ ପ୍ରସ୍ତାବ ଗୃହିତସଂଘର ପରିବର୍ଦ୍ଧିତ କର୍ମକର୍ତା ଘୋଷଣା ବଲାଙ୍ଗିର,
Read More...

ଅଗଷ୍ଟ ୯ କ୍ରାନ୍ତି ଦିବସର ସମାବେଶର ସଫଳତା ପାଇଁ ଏଆଇଟିୟୁସି ନେତୃତ୍ୱରେ ଜିଲ୍ଲା କନ୍‌ଭେନସନ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ମହକୁମା ଯାଦବ ଭବନଠାରେ ଆସନ୍ତା ଅଗଷ୍ଟ ୯ କ୍ରାନ୍ତି ଦିବସରେ ଧାରଣ ସମାବେଶ ସଫଳତା ପାଇଁ ମିଳିତ କନ୍‌ଭେନସନ୍‌ ଏଆଇଟିୟୁସି ଜିଲ୍ଲା ସଭାପତି ବିଭୁଦତ୍ତ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି କନ୍‌ଭେନସନ୍‌କୁ ସମ୍ବୋଧିତ କରି
Read More...

ଭଗବାନ ପର୍ଶୁରାମଙ୍କ ଫଟୋଚ୍ଚିତ୍ର ହଟାଇ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ସ୍ଥାପନର ପ୍ରତିବାଦ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭାରେ ଏକ ଜରୁରୀ ବୈଠକ ସଭାପତି ଧନଞ୍ଜୟ ମିଶ୍ରଙ୍କ ସଭାପତିତ୍ୱରେ ନରସିଂହ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ପାଟଣାଗଡରେ ଭଗବାନ ପର୍ଶୁରାମଙ୍କ ଫଟୋ ହଟାଇ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ନେଇ
Read More...

ବିଶ୍ୱ ଶାନ୍ତି ପାଇଁ ଶିବ ଜଲସାଈ କଲା ସହଯୋଗ ଫାଉଣ୍ଡେସନ୍

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭଗବାନ ଶିବଙ୍କର ପ୍ରିୟ ମାସ ହେଉଛି ଶ୍ରାବଣ । ଏହି ମାସରେ ଲୋକମାନେ ଶିବଙ୍କୁ ସନ୍ତୁଷ୍ଟ କରିବା ପାଇଁ ଭଗବାନ ଭୋଲେନାଥଙ୍କୁ ପୂଜା କରନ୍ତି । ଭଗବାନ ଶିବଙ୍କୁ ଖୁସି କରିବା ପାଇଁ ରୁଦ୍ରାଭିଷେକ ଏବଂ ଜଳସାଈ ପାଇଁ ଶ୍ରାବଣ ମାସ ସର୍ବୋତ୍ତମ ବୋଲି ବିବେଚନା
Read More...

ପଣ୍ଡରାପିଟା ଗାଁରେ ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦରଥାନା ଅନ୍ତର୍ଗତ ପଣ୍ଡରାପିଟା ଗାଁରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମୃତଦେହକୁ ଉଦ୍ଧାର କରାଯାଇଥିବା ଜଣାପଡିଛି । ପଣ୍ଡରାପିଟା ଗାଁର ମୁଖ୍ୟ ବସ୍ତିରୁ ମୃତଦେହଟିକୁ ବଲାଙ୍ଗିର
Read More...