Browsing Tag

balangir news

ବଲାଙ୍ଗିର-ସମ୍ବଲପୁର ରୋଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଟ୍ରକ୍‌ ଧକ୍କାରେ ସ୍କୁଟି ଚାଳକ ମୃତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଅପରାହ୍ନରେ ବଲାଙ୍ଗିର-ସମ୍ବଲପୁର ରୋଡ଼ର ମାରୁତି ସୁଜୁକି ସୋ’ରୁମ୍‌ ନିଟକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଟ୍ରକ୍‌ ଧକ୍କାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ତେବେ ମୃତକ ସ୍କୁଟି୍‌ ଚାଳକ ଖମାରମୁଣ୍ଡାର ରବିନାରାୟଣ
Read More...

ବଲାଙ୍ଗିର ବିଜେପିରେ ତେଜିଲା ଗୋଷ୍ଠୀ କନ୍ଦଳ : ଅନନ୍ତ ଦାସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବିଜେପି.ରେ ଗୋଷ୍ଠୀ କନ୍ଦଳ ଚରମ ସୀମାରେ ପହଞ୍ଚିଛି । ଏଠାରେ ଦଳ ମଜବୁତ୍‌ ହେବା ବଦଳରେ ଦଳୀୟ ବିବାଦ ଦଳକୁ ବିପଥଗାମୀ କରୁଥିବା ଅନୁମିତ ହୋଇଛି । ଗତ ୨୩ ତାରିଖରେ ଦଳୀୟ ନେତାଙ୍କୁ ଅବଜ୍ଞା କରି ଗତ ଥରର ବଲାଙ୍ଗିର ବିଧାୟକ ପ୍ରାର୍ଥୀ ଅନନ୍ତ ଦାସ
Read More...

ମାଟି ତଳୁ ନାବାଳକ ଲଳିତ ଜୈନଙ୍କ ମୃତଦେହ ଉଦ୍ଧାର ଘଟଣାକୁ ନେଇ ଏସ୍‌ପିଙ୍କୁ ଭେଟିଛନ୍ତି ବିଜେପି ସଦସ୍ୟମାନେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାଟି ତଳୁ ନାବାଳକ ଲଳିତ ଜୈନଙ୍କ ମୃତଦେହ ଉଦ୍ଧାର ଘଟଣାକୁ ନେଇ କଂଟାବାଂଜିରେ ଏବେ ଚର୍ଚ୍ଚା ଲାଗି ରହିଥିବା ବେଳେ ବିଜେପି ସଦସ୍ୟମାନେ ବଲାଙ୍ଗିର ଏସ୍‌ପି ରିଷିକେଶ ଖିଲାରୀଙ୍କୁ ଭେଟି ମୃତକଙ୍କ ପରିବାରକୁ ନ୍ୟାୟ ପ୍ରଦାନ ପାଇଁ ଦାବୀ କରିଛନ୍ତି । ବଲାଙ୍ଗିର
Read More...

ଜିଲ୍ଲା ବରିଷ୍ଠ ନାଗରିକ ସଂଘର ପ୍ରତିଷ୍ଠା ଦିବସ ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଇତି ମଧ୍ୟରେ ସ୍ଥାନୀୟ ନରସିଂହ ମନ୍ଦିର ପ୍ରାଙ୍ଗଣରେ ସଂଘର କାର୍ଯ୍ୟକାରିଣୀ ସଭ୍ୟ ସଭ୍ୟା ଓ ନିମନ୍ତ୍ରିତ ସଭ୍ୟ ସଭ୍ୟାମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଉକ୍ତ ବୈଠକରେ ଆସନ୍ତା ତା.୨୭.୦୭.୨୦୨୩ ତାରିଖରେ ତ୍ରିବେଣୀ ହୋଟେଲ ଠାରେ ପାଳିତ
Read More...

ଲୋୟର ସୁକ୍‌ତେଲ ବୁଡ଼ି ଅଂଚଳ ବୁଲି ଲୋକଙ୍କ ସହ ଆଲୋଚନା କଲେ ନରସିଂହ

ବିସ୍ଥାପନ ଶେଷ ପର୍ଯ୍ୟାୟରେ ଗଡଶଙ୍କର ଡୁଙ୍ଗୁରିପାଲିରେ ପହଞ୍ଚିଲେ ନରସିଂହଥଇଥାନ କଲୋନୀର ଅସ୍ଥାୟୀ ଆଶ୍ରୟ ସ୍ଥଳି କଲେ ପରିଦର୍ଶନଆଇନସଙ୍ଗତ ସମସ୍ତ ଅସୁବିଧା ନିଶ୍ଚିତ ଦୂର ହେବ : ନରସିଂହପାଣି ବଢ଼ୁଥିବାରୁ ଥଇଥାନ କଲୋନୀକୁ ଶୀଘ୍ର ଯାଆନ୍ତୁ ଲୋକେ : ନରସିଂହଆସନ୍ତାକାଲି ବିସ୍ଥାପିତଙ୍କ
Read More...

ତାଲପାଲିପଡା ବନ୍ଧରେ ଜଳ ସତ୍ୟାଗ୍ରହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସହରର ତାଲପାଲି ପଡା ବନ୍ଧରେ ୱାର୍ଡ ନଂ ୪ କ୍ରିିୟାନୁ୍‌ଷ୍ଠାନ କମିଟି, କଂଗ୍ରେସ ଦଳ ଓ ତାଲପାଲିପଡାବାସୀଙ୍କ ଦ୍ୱାରା ଜଳ ସତ୍ୟାଗ୍ରହ କରାଯାଇଥିବା ଦେଖିବାକୁ ମିଳିଥିଲା । ତେବେ ଏହି ଜଳ ସତ୍ୟାଗ୍ରହରେ ବନ୍ଧର ପୁନଃ ଉଦ୍ଧାର ପାଇଁ
Read More...

ପୂର୍ଣ୍ଣାଙ୍ଗ ରୂପ ନେଇଛି ଲୋୟର୍‌ ସୁକ୍‌ତେଲ୍‌ ପ୍ରକଳ୍ପ

ବଲାଙ୍ଗିର ମାଟିର ସ୍ୱପ୍ନ ଆଜି ସାକାର ହୋଇଛି । ଲୋୟର୍‌ ସୁକ୍‌ତେଲ୍‌ ପ୍ରକଳ୍ପ ଆଜି ପୂର୍ଣ୍ଣାଙ୍ଗ ରୂପ ନେଇଛି । ଲହଡ଼ା ମାରୁଛି ଲୋୟର ସୁକତେଲ ଡ୍ୟା୍‌ମରେ ଭରପୁର ପାଣି । ବଲାଙ୍ଗିରର ଜୀବନ ରେଖା କୁହାଯାଉଥିବା ଲୋୟର୍‌ ସୁକ୍‌ତେଲ୍‌ ଡ୍ୟାମ୍‌ ଏବେ ସମୃଦ୍ଧ ହେବାରେ ଲାଗିଛି । ଏଭଳି
Read More...

ହତ୍ୟା ଉଦ୍ୟମକାରୀଙ୍କୁ ୭ ବର୍ଷ ଜେଲ ଦଣ୍ଡ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ମାନ୍ୟବର ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ସେସନ କେସ ନଂ.୫୯/୦୩ ମସିହା ୨୦୨୧ ମାମଲାର ଶୁଣାଣି କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୭ ବର୍ଷ ସଶ୍ରମ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ସୂଚନା ମୁତାବକ ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ବରପିଟା
Read More...

ଜମି ବିବାଦକୁ ନେଇ ଆକ୍ରମଣ : ଜଣେ ଆହତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜମି ବିବାଦକୁ ନେଇ ଏକ ଆକ୍ରମଣ ଘଟଣା ଆଜି ସାମ୍ନାକୁ ଆସିଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ବନ୍ଧପଡ଼ା ଫାଣ୍ଡିର ସାହାଜବାହାଲ୍‌ ଗ୍ରାମରେ ଘଟିଛି ଏହି ଘଟଣା । ଆହତ ଅମ୍ବରିଶ ଯୋଷୀଙ୍କ କହିବା ଅନୁସାରେ ସେ ଆଜି ପୂର୍ବାହ୍ନରେ
Read More...

ସୁକତେଲ ବୁଡିଅଞ୍ଚଳକୁ ଯାଇନପାରି ଫେରିଗଲେ ପ୍ରଫୁଲ୍ଲ ସାମନ୍ତରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଲୋୟର ସୁକତେଲ ବୁଡିଅଞ୍ଚଳରେ ବିସ୍ଥାପିତଙ୍କୁ ଉଚିତ ନ୍ୟାୟ ମିଳୁନାହିଁ । ଗଡଶଙ୍କର ଡୁଙ୍ଗୁରିପାଲି ବିସ୍ଥାପିତ ପରିବାରଙ୍କ ପାନୀୟଜଳ ଓ ବିଦ୍ୟୁତ ସଂଯୋଗ କାଟି ଦିଆଯାଇଛି । ସେଠାରେ ସେମାନଙ୍କ ମାନବାଧିକାରର ଉଲଂଘନ ହେଉଛି ବୋଲି ଅଭିଯୋଗ
Read More...