Browsing Tag

balangir news

ଯୁବ ସମାଜ ପାଇଁ ଅପର୍ଣ୍ଣା ଅର୍ପିତା ସାଜିଛନ୍ତି ଉଦାହରଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମାଟିର ଝିଅ ଅପର୍ଣ୍ଣା ଅର୍ପିତା । ତୁଳସୀ ଦୁଇ ପତ୍ରରୁ ବାସିବା ଭଳି ପିଲା ଦିନରୁ ନୃତ୍ୟ ପ୍ରତି ତାଙ୍କର ବେଶ୍‌ ଆକର୍ଷଣ ରହିଥିଲା । ସ୍କୁଲରେ ପଢ଼ିବା ସମୟରୁ ଓଡ଼ିଶୀ ନୃତ୍ୟ କରିବାରେ ତାଙ୍କର ବିଶେଷ ରୁଚି ରହିଥିଲା । ଗୁରୁଙ୍କଠାରୁ ଉଚିତ୍‌
Read More...

ଦିଲ୍ଲୀ ଦରବାରରେ ସମ୍ମାନିତ ହେଲେ ବଲାଙ୍ଗିର ମାଟିର ସୁଯୋଗ୍ୟ ସନ୍ତାନ ଓଟିଭି ପଶ୍ଚିମ ଓଡିଶା ବ୍ୟୁରୋ ହେଡ଼ ମନରଞ୍ଜନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିଲ୍ଲୀ ଦରବାରରେ ସମ୍ମାନିତ ହେଲେ ବଲାଙ୍ଗିର ମାଟିର ସୁଯୋଗ୍ୟ ସନ୍ତାନ ଓଟିଭି ପଶ୍ଚିମ ଓଡିଶା ବ୍ୟୁରୋ ହେଡ଼ ମନରଞ୍ଜନ ଯୋଶୀ । ତାଙ୍କୁ ଦିଲ୍ଲୀ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର ଠାରେ ପଲ୍ଲୀବାଣୀ ମିଶନ ତରଫରୁ ଓଡ଼ିଆ ଜର୍ଣ୍ଣାଲିଜମ ଆୱାର୍ଡରେ ସମ୍ମାନିତ
Read More...

ମହୀମୁଣ୍ଡା ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ୧ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୁଇଁନ୍ତଲା ଥାନା ଅନ୍ତର୍ଗତ ମହୀମୁଣ୍ଡା ଗ୍ରାମରେ ଜଣେ ବ୍ୟକ୍ତି ଙ୍କୁ ଆକ୍ରମଣ ଘଟଣାରେ ପୁଇଁନ୍ତଲା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଥାନା ଅଧିକାରିଣୀ ସୂଚନା ଦେଇଛନ୍ତି । ତେବେ ଗୁରୁତର ବ୍ୟକ୍ତି ଜଣକ
Read More...

ଶାସ୍ତ୍ରୀନଗରରେ ଜଣେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ୧ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଶାସ୍ତ୍ରୀନଗରରେ କୌଣସି କାରଣକୁ ନେଇ ଜଣେ ବ୍ୟକ୍ତିଙ୍କୁ ଜଣେ ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଥିଲେ । ଏହାକୁ ନେଇ ବଲାଙ୍ଗିର ଟାଉନ ଥାନାରେ ଅଭିଯୋଗ ହେବା ପରେ ବଲାଙ୍ଗିର ଟାଉନ ପୋଲିସ ଅଭିଯୋଗକୁ ଭିତ୍ତି କରି ଶାସ୍ତ୍ରୀ ନଗରର ଅଭିଯୁକ୍ତ
Read More...

ସହରର ଗାନ୍ଧୀନଗରପଡ଼ାରେ ଲୁଟ ଘଟଣାର ଜଣେ ଅଭିଯୁକ୍ତ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଚୋରି ଡକାୟତି ରାହାଜାନୀ ଭଳି ଅନେକ ଅପରାଧିକ କାର୍ଯ୍ୟକଳାପ ବଢ଼ି ବଢ଼ି ଚାଲିଥିବା ବେଳେ ବଲାଙ୍ଗିର ସହରର ଗାନ୍ଧୀନଗରପଡ଼ାରେ ଲୁଟ ଘଟଣାରେ ଗତକାଲି ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ବଲାଙ୍ଗିର ଟାଉନ ପୋଲିସ । ଅଭିଯୁକ୍ତଙ୍କୁ ଗିରଫ କରି
Read More...

ସରଗାଡ ଗ୍ରାମରେ ଜଣେ ମହିଳାଙ୍କୁ ତାଙ୍କର ପଡୋଶୀ ଦୁର୍ବ୍ୟବହାର କରୁଥିବା ନେଇ ସଦର ଥାନାରେ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଅର୍ନ୍ତଗତ ସରଗାଡ ଗ୍ରାମରେ ଜଣେ ମହିଳାଙ୍କୁ ତାଙ୍କର ପଡୋଶୀ ଦୁର୍ବ୍ୟବହାର କରିବା ସହିତ ମାଡପିଟ କରୁଥିବା ବଲାଙ୍ଗିର ସଦର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଗତ ୧୫ ତାରିଖ ଦିନ ସରଗାଡ ଗ୍ରାମର କଳ୍ପଲତା ପଟ୍ଟନାୟକ ଘରର
Read More...

ଜ୍ଞାନେନ୍ଦ୍ର ମହାନ୍ତିଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ତୁଳସୀନଗର ନିବାସୀ ଜ୍ଞାନେନ୍ଦ୍ର କୁମାର ମହାନ୍ତି (୬୦)ଙ୍କ ଶୁକ୍ରବାର ଭୁବନେଶ୍ୱର ଏମ୍‌ସ ହସ୍ପିଟାଲରେ ପରଲୋକ ହୋଇଯାଇଛି । ସ୍ୱର୍ଗତ ମହାନ୍ତି ବଲାଙ୍ଗିର ସହରରେ ପାଠ୍ୟ ପୁସ୍ତକ ପ୍ରସାରଣ ଆନ୍ଦୋଳନର ଜଣେ ଆଗଧାଡିର ସଦସ୍ୟ ଥିଲେ । ବଲାଙ୍ଗିର
Read More...

୨୪ତମ କାର୍ଗିଲ ବିଜୟ ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୨୪ତମ କାର୍ଗିଲ ବିଜୟ ଦିବସ ଉପଲକ୍ଷେ ଲାଲ୍‌ଟିକ୍ରା ସ୍ଥିତ ପୂର୍ବତନ ସୈନିକ ସଂଘ କାର୍ଯ୍ୟାଳୟ ପରିସରରେ ସଭାପତି ବିଭୁତି ଭୂଷଣ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ୨୬ ଜୁଲାଇ ୨୦୨୩ ସକାଳ ୯ଟା ସମୟରେ କାର୍ଯ୍ୟାଳୟ ପରିସରରେ
Read More...

ବଢ଼ୁଛି ଲୋୟର୍‌ ସୁକ୍‌ତେଲ୍‌ ଡ୍ୟାମ୍‌ର ଜଳସ୍ତର, ବିସ୍ଥାପିତଙ୍କୁ ଗାଁ ଛାଡ଼ିବା ପାଇଁ ପ୍ରଶାସନର ଅନୁରୋଧ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଜୀବନ ରେଖା କୁହାଯାଉଥିବା ଲୋୟର୍‌ ସୁକ୍‌ତେଲ୍‌ ଡ୍ୟାମ୍‌ର ଜଳସ୍ତର ବଢ଼ିଚାଲିଥିବା ବେଳେ ବସ୍ଥାପିତଙ୍କୁ ଗାଁ ଛାଡ଼ିବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ସୂଚନା ଅନୁସାରେ ଡ୍ୟାମ୍‌କୁ ୧୭୬ କ୍ୟୁବିକ୍‌ ମିଟର ଜଳ ପ୍ରବେଶ ଥିବା ବେଳେ
Read More...

ବଲାଙ୍ଗିର ଶାଖା ଇପିଏଫ୍ ପେନ୍‌ସନ୍‌ ବୃଦ୍ଧି ପାଇଁ ସାଂସଦଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଲ୍ ଓଡିଶା ଇପିଏଫ୍ ପେନ୍‌ସନ୍‌ ଆସୋସିଏସନ୍‌ର ବଲାଙ୍ଗିର ଜିଲ୍ଲା ଶାଖା କର୍ମକର୍ତ୍ତା ପକ୍ଷରୁ ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂହଦେଓଙ୍କୁ ତାଙ୍କ ପେନ୍‌ସନ୍‌ ବୃଦ୍ଧି, ସର୍ବନିମ୍ନ ଇପିଏଫ୍ ପେନ୍‌ସନ୍‌ ୯ ହଜାର କରିବା ସଙ୍ଗେ ମହଙ୍ଗା ଭତ୍ତା ଓ ଚିକିତ୍ସା
Read More...