Browsing Tag

balangir news

ବେସରକାରୀ ସ୍କୁଲ ସଂଘର ଧାରଣା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲା ବେସରକାରୀ ସ୍କୁଲ ସଂଘର ସଭ୍ୟମାନେ ସିଓଆର୍ ଓ ଆର୍‌ଟିଇ ପ୍ରତିପୁରଣ ଦାବୀରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଧାରଣା ପ୍ରଦର୍ଶନ କରିଛନ୍ତି । ଧାରଣା ଯୋଗୁଁ ଜିଲ୍ଲାର ସମସ୍ତ ବେସରକାରୀ ସ୍କୁଲ ଆଜି ବନ୍ଦ ରହିଛି । ଅର୍ଥ
Read More...

ସ୍କୁଲ ପାଚିକାଙ୍କୁ ହତ୍ୟା କରିଥିବା ଅଭିଯୋଗ ଆଣିଲେ ପରିବାର ଲୋକେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜଣେ ସ୍କୁଲ ପାଚିକାଙ୍କୁ ହତ୍ୟା ଅଭିଯୋଗ ଆଣିଲେ ବାପ ଘର ଲୋକେ । ଏମିତି ଏକ ଅଭିଯୋଗ ଆସିଛି ବଲାଙ୍ଗିର ସଦର ଥାନା ଫଲ୍‌ସାମାଲ୍‌ ଗାଁରୁ । ଫଲ୍‌ସାମାଲ୍‌ ପ୍ରାଥମିକ ସ୍କୁଲର ପାଚିକା ମୀରା ପଧାନଙ୍କ ଶବ ସନ୍ଦେହ ଜନକ ଅବସ୍ଥାରେ ତାଙ୍କ ଘର ଭିତରୁ ଉଦ୍ଧାର
Read More...

ଧର୍ମପରାୟଣା ମହିଳା ବସୁମତି ସାହୁଙ୍କ ବିୟୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ନିକଟସ୍ଥ କୁର୍ଲୁପାଲି ନିବାସୀ ସ୍ୱର୍ଗତ ଶିବପ୍ରସାଦ ସାହୁଙ୍କ ଧର୍ମପତ୍ନୀ ଧର୍ମପରାୟଣା ବସୁମତି ସାହୁ(୭୯)ଙ୍କ ଆଜି ପୂର୍ବାହ୍ନରେ ଦେହାନ୍ତ ହୋଇଯାଇଥିବା ସୂଚନା ମିଳିଛି । ବଲାଙ୍ଗିର ଜିଲ୍ଲା ତୈଳିକ ବୈଶ୍ୟ ସମାଜର ସଭାପତି, ବଲାଙ୍ଗିର ଜିଲ୍ଲା
Read More...

୧୦ ଦଫା ଦାବୀରେ ଜିଲ୍ଲା ସମିତି ସଭ୍ୟ ସଂଘର ବିକ୍ଷୋଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ସମିତି ସଭ୍ୟ ସଂଘ ପକ୍ଷରୁ ସଂଘର ସଭାପତି ଗୋଲାପ ବାଗଙ୍କ ନେତୃତ୍ୱରେ ଆଜି ପୂର୍ବାହ୍ନରେ କୋଶଳ କଳା ମଣ୍ଡଳ ପଡ଼ିଆରୁ ଏକ ରାଲି ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ
Read More...

ଦେଓଗାଁ ଚିନିକଳ ପୁନଃ କାର୍ଯ୍ୟକ୍ଷମ ଏବଂ ସୁତାକଳ ପ୍ରତିଷ୍ଠା ନିମନ୍ତେ ଜିଲ୍ଲା କିଷାନ କଂଗ୍ରେସ ପକ୍ଷରୁ ଦାବୀପତ୍ର…

ସରକାର ଦାବୀପତ୍ରକୁ ଅଗ୍ରାହ୍ୟ କଲେ ଆଗକୁ ହେବ ଆନ୍ଦୋଳନ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କିଷାନ କଂଗ୍ରେସ ଅଧ୍ୟକ୍ଷ ସାନନ୍ଦ କୁମାର ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବଲାଙ୍ଗିର ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବୀପତ୍ର
Read More...

ରଜତ ପ୍ରଧାନ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ପ୍ରେମିକାଙ୍କୁ ଗିରଫ୍‌ କରିବା ପାଇଁ ଦାବୀ କଲେ ଅଏଁଲାଚୁଆଁ ଗ୍ରାମବାସୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ନିକଟସ୍ଥ ଅଏଁଲାଚୁଆଁ ଗାଁର ରଜତ ପ୍ରଧାନ ହତ୍ୟାକାଣ୍ଡରେ ନିକଟରେ ବଲାଙ୍ଗିର ପୋଲିସ ୪ ଜଣ ନାବାଳକଙ୍କ ସହ ୬ ଜଣଙ୍କୁ ଗିରଫ୍‌ କରି କୋର୍ଟ ଚାଲାଣ କରିଥିବା ବେଳେ ଅଏଁଲାଚୁଆଁ ଗ୍ରାମବାସୀ ଆଜି ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇ ତାଙ୍କ ଗ୍ରାମର ଏହି
Read More...

ଲାଂଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବଲାଙ୍ଗିର ସର୍ବଶିକ୍ଷା ଅଭିଯାନ କାର୍ଯ୍ୟାଳୟର ଜେଣ୍ଡର୍‌ କୋଡିନେଟର୍‌…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲାଂଚ ନେବା ବେଳେ ଆଜି ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ବଲାଙ୍ଗିର ସର୍ବଶିକ୍ଷା ଅଭିଯାନ କାର୍ଯ୍ୟାଳୟର ଜେଣ୍ଡର୍‌ କୋଡିନେଟର୍‌ ପୁଷ୍ପାଙ୍ଗିନୀ ଯୋଶୀ । ୩୧ ହଜାର ଟଙ୍କା ଲାଂଚ ନେବା ସମୟରେ ଶ୍ରୀମତୀ ପୁଷ୍ପାଙ୍ଗିନୀ ଯୋଶୀଙ୍କୁ କାବୁ କରି ନେଇଛି ଭିଜିଲାନ୍ସ
Read More...

ଜରୁରୀକାଳୀନ ହେଲ୍ପ ଲାଇନ ନମ୍ବରର ଶୁଭ ଉଦ୍‌ଘାଟନ କଲେ ପୌରାଧ୍ୟକ୍ଷା ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ଭିତରେ ଘର ନିର୍ମାଣ କାମ କରୁଥିବା ଲୋକେ ସତର୍କ ରହନ୍ତୁ । ରାସ୍ତା ଅବରୋଧ କଲେ ଦେବାକୁ ପଡ଼ିବ ପାଉଣା । ବଲାଙ୍ଗିର ମ୍ୟୁନିସିପାଲଟି ଠାରେ ଏକ ଜରୁରୀକାଳୀନ ହେଲ୍ପ ଲାଇନ ନମ୍ବରର ଶୁଭ ଉଦ୍‌ଘାଟନ କରିଛନ୍ତି ପୌରାଧ୍ୟକ୍ଷା ଲିକା ସାହୁ । ଘର
Read More...

ଭାଇର ଠେଙ୍ଗା ମାଡରେ ଭାଇ ଗୁରୁତର ହୋଇ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ୍‌ରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ଅର୍ଡ଼ା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଭାଇର ଠେଙ୍ଗା ମାଡରେ ଭାଇ ଗୁରୁତର ହୋଇ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ସୂଚନଯୋଗ୍ୟ ଯେ, ଅର୍ଡା ଗ୍ରାମର
Read More...

ଭାରସାମ୍ୟ ହରାଇ ନିମ୍ବ ଗଛରେ ପିଟିହେଲେ ବାଇକ ଆରୋହୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାମୁଡ ଗାଁରେ ଜଣେ ବ୍ୟକ୍ତି ସଡ଼କ ଦୁର୍ଘଟଣାରେ ଗୁରୁତର ଅବସ୍ଥାରେ ଭୀମଭୋଇ ମେଡ଼ିକାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ରାମୁଡ ଗ୍ରାମର ବବ୍‌ଲୁ ସା ବୟସ ୩୬ । ବବ୍‌ଲୁ ମେଡିକାଲ୍ କାମରେ ବଲାଙ୍ଗିର ଆସିଥିଲେ
Read More...