Browsing Tag

balangir news

ନାଥ ବଂଶର ନୂଆଁଖାଇ ଭେଟ୍‌ଘାଟ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ବରପାଲିପଡା ମାନସୀ ମଣ୍ଡପଠାରେ ନାଥ ବଂଶର ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନାଥ ବଂଶର ବଲାଙ୍ଗିରର ଆଖପାଖ ଅଂଚଳରୁ ପ୍ରାୟ ୧୨୦ ଜଣ ଭାଗ ନେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରୁ ଇଷ୍ଟ ଦେବୀ ଦୁର୍ଗାମାତାଙ୍କୁ ପୂଜା
Read More...

ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ହସ୍‌ପିଟାଲ୍‌ରେ ଷଷ୍ଠ ବ୍ୟାଚ୍‌ ଏମ୍‌ବିବିଏସ୍‌ ଛାତ୍ରଛାତ୍ରୀ ଯୋଗଦେଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ହସ୍‌ପିଟାଲ୍‌ରେ ଷଷ୍ଠ ବ୍ୟାଚ୍‌ ଏମ୍‌ବିବିଏସ୍‌ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି । ଏହି ଅବସରରେ ବିବିଏମ୍‌ସିଏଚ୍‌ରେ ଏକ ଭବ୍ୟ ସ୍ୱାଗତ ସମାରୋହ ଆୟୋଜିତ ହୋଇଯାଇଛି । ଏବେ ଏହି ମେଡ଼ିକାଲ୍‌ କଲେଜରେ ସମୁଦାୟ ୬୦୦
Read More...

ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ଜଣେ ଦୁର୍ବୃତ୍ତକୁ ଗିରଫ କଲା ପୁଇଁନ୍ତଲା ଥାନା ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ଅନ୍ତର୍ଗତ ବୁଢୀସିନ୍ଧୋଲ ଗ୍ରାମରେ ଜଣେ ୧୭ ବର୍ଷର ନାବାଳିକାଙ୍କୁ ସେହି ଗାଁର ଜଣେ ଦୁର୍ବୃତ୍ତ ଅସଦାଚରଣ କରିଥିବା ନେଇ ପୁଇଁନ୍ତଲା ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ପୁଇଁତଲା ଥାନା ପୋଲିସ୍‌ ଏକ
Read More...

ସୁରକ୍ଷିତ ବାଇକ୍‌ ଚାଳନାର ବାର୍ତ୍ତା ପ୍ରଦାନ କରିବାକୁ ବାଇକ୍‌ରେ ବଲାଙ୍ଗିରରୁ କାଶ୍ମୀର ଯାତ୍ରା ପାଇଁ ବାହାରିଛନ୍ତି ୪…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିନକୁ ଦିନ ସମାଜରେ ବଢ଼ି ଚାଲିଛି ବାଇକ୍‌ ଦୁର୍ଘଟଣା । ଏଥିରେ ବହୁ ଅମୂଲ୍ୟ ଧନ ଜୀବନ ନଷ୍ଟ ହେଉଛି । ଏଭଳି ସମୟରେ ସୁରକ୍ଷିତ ବାଇକ୍‌ ଚାଳନାର ବାର୍ତ୍ତା ପ୍ରଦାନ କରିବାକୁ ବାଇକ୍‌ରେ ବଲାଙ୍ଗିରରୁ କାଶ୍ମୀର ଯାତ୍ରା ପାଇଁ ବାହାରିଛନ୍ତି ୪ ଜଣ ଯୁବକ ।
Read More...

ଡୁଙ୍ଗୁରିପାଲିରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ବୃକ୍ଷ ରୋପଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ କୁଟାସିଂହା ପଂଚାୟତ ଅନ୍ତର୍ଗତ ଡୁଙ୍ଗୁରିପାଲି ଗାଁରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ବିଜେପି ମଣ୍ଡଳ ସଭାପତି ପିତାମ୍ବର କଣ୍ଟାଙ୍କ ନେତୃତ୍ୱରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା, ଏଥିରେ ସାମିଲ ହୋଇଥିଲେ
Read More...

ବାଲିରେ ଗାନ୍ଧିଜୀଙ୍କ ଏକ ଥ୍ରୀ -ଡି ପ୍ରତିମୂର୍ତ୍ତି ନିର୍ମାଣ କଲେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁ

ବଲାଙ୍ଗିର, (କେପିଏନଏସ୍‌) : ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୫ତମ ଜୟନ୍ତୀ ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁ ଏକ ଟ୍ରିପ ବାଲିରେ ଗାନ୍ଧିଜୀଙ୍କ ଏକ ଥ୍ରୀ -ଡି ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି । ଉକ୍ତ ପ୍ରତିମୂର୍ତ୍ତିକୁ ଦେଖିବା ପାଇଁ ଦର୍ଶକଙ୍କ ଭିଡ଼
Read More...

ମୈତ୍ରୀ ମହଲର ୪୨ତମ ବାର୍ଷିକୋତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାତିର ପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଲାଲବାହାଦୁର ଶାସ୍ତ୍ରୀଙ୍କ ପବିତ୍ର ଜୟନ୍ତୀ ତିଥିରେ ମୈତ୍ରୀ ମହଲର ୪୨ତମ ବାର୍ଷିକୋତ୍ସବ ହାଟପଦାପଡା ସ୍ଥିତ ମୈତ୍ରୀ ମହଲ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ମଂଚାସୀନ ମୁଖ୍ୟ ଅତିଥି
Read More...

ବଲାଙ୍ଗିର ଜିଲ୍ଲା ସିନିୟର ନକ୍‌ଆଉଟ୍‌ ଫୁଟ୍‌ବଲ୍‌ ଦଶମ ଦିବସ

ସାଇଟ, ବିଏମ୍‌ସି, ରେଙ୍ଗଟାସିଲ, ମହିପୁର ଓ ପ୍ରୋଗ୍ରେସିବ୍‌ କ୍ଲବ ଏ ବିଜୟୀ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ୫ ଗୋଟି ପଡିଆରେ ଫୁଟ୍‌ବଲ୍‌ ଖେଳ ଅନୁଷ୍ଠିତ ହୋଇଯାଇଛି । ପଲ୍ଲୀଶ୍ରୀ ବିହାର ଷ୍ଟାଡିୟମ ସଦାଇପାଲିରେ ସାଇଟ ଦଳ ରିଜର୍ଭ ପୋଲିସ
Read More...

ଓମ୍‌ ଶାନ୍ତି ଯୋଗ ପୀଠର ୧୯ତମ ପ୍ରତିଷ୍ଠା ଦିବସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ରାଜେନ୍ଦ୍ର ପାର୍କଠାରେ ସକାଳେ ନିୟମିତ ଯୋଗ ପରେ ଓମ୍‌ ଶାନ୍ତି ଯୋଗ ପୀଠର ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା । ପ୍ରଥମେ ସଭାପତି ନାରାୟଣ ପାଢୀ ରାମଦେବ ବାବାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଓ ସଭା କାର୍ଯ୍ୟକୁ ସଂପାଦକ
Read More...

ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରାମଚନ୍ଦ୍ରପୁରରେ ଆୟୁଷ୍ମାନ ଭବଃ କାର୍ଯ୍ୟକ୍ରମରେ ରକ୍ତଦାନ ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମରେ ଆୟୁଷ୍ମାନ ଭବଃ ଯୋଜନାରେ ରାମଚନ୍ଦ୍ରପୁର ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଓଗାଁ ବ୍ଲକ କଳାକାର ସଂଘ, ଦେଓଗାଁ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଏବଂ 'ସମ୍ବାଦ-ଆମ ଓଡ଼ିଶା'ର ମିଳିତ
Read More...