Browsing Tag

balangir news

ଅନ୍ତର୍ଜାତୀୟ ଶିକ୍ଷକ ଏକତା ଦିବସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ବଲାଙ୍ଗିର ଜିଲ୍ଲା ଶାଖା ତରଫରୁ ଜନ କଲ୍ୟାଣ ମଣ୍ଡପ ବଲାଙ୍ଗିରଠାରେ ସନ୍ଧ୍ୟା ୫ରୁ ୬ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଶିକ୍ଷକ ଏକତା ଦିବସ ପାଳନ ହୋଇଯାଇଛି । ଏହି ସଭାରେ ସଭାନେତ୍ରୀ ଶାନ୍ତିଲତା ସାହୁ ଅଧ୍ୟକ୍ଷତା କରିଥିବା
Read More...

ଧର୍ମପରାୟଣା ମହିଳାଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହର ହାତୀଶାଲପଡ଼ା ନିବାସୀ ଧର୍ମପରାୟଣା ମହିଳା ସୀତା ନାୟକଙ୍କର ଗତକାଲି ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହେଉଥିଲା । ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ସେ ଶଯ୍ୟାଶାୟୀ ରହୁଥିଲେ । ଗତ ବୁଧବାର ରାତିରେ ହଠାତ୍
Read More...

ବଲାଙ୍ଗିର ଜିଲ୍ଲା ସିନିୟର ନକ୍‌ଆଉଟ୍‌ ଫୁଟ୍‌ବଲ୍‌ ଦ୍ୱାଦଶ ଦିବସ

କାଲସାଏପାଲି, ପ୍ରୋଗ୍ରେସିଭ କ୍ଲବ ଓ ମହିପୁର ବିଜୟୀ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ୩ ଗୋଟି ପଡିଆରେ ଫୁଟବଲ ଖେଳ ଅନୁଷ୍ଠିତ ହୋଇଯାଇଛି । ଖୁଜେନପାଲି ପଡିଆରେ କାଲସାଏପାଲି ଜେକେୱାଇଏସ୍‌ ୪-୦ ଗୋଲରେ ବ୍ଲୁ ମାଉଣ୍ଟେନକୁ ହରାଇ ‘ବି’ ଗ୍ରୁପ
Read More...

କୋଭିଡ ପରୀକ୍ଷା ପାଇଁ ପାତର ଅନ୍ତର କରାଯାଇଛି : ହେମନ୍ତ ପଣ୍ଡା

ଅବିଶ୍ୱାସ ହେଲେ ବି ସତକାଗଜପତ୍ରରେ ରଫାଦଫା ସନ୍ଦେହ ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା ପ୍ରଥମ ଲହର ସମୟରେ କୋଭିଡ ଟେଷ୍ଟ ପାଇଁ ରାଜ୍ୟ ବ୍ୟାପୀ ସାଧାରଣ ଜନତା ନୟାନ୍ତ ହୋଇ ଯାଉଥିଲେ ଏବଂ ଅନେକ ଲୋକ ପରୀକ୍ଷା କରି ନପାରି ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିଲେ । ସ୍ଥଳ ବିଶେଷରେ
Read More...

ସିଆଇଏସ୍‌ଏଫ୍‌ ଯବାନଙ୍କ ଦ୍ୱାରା ଯୁବତୀ ପ୍ରେମ ପତାରଣାର ଶିକାର ହେଲେ, ନ୍ୟାୟ ପାଇଁ ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜଣେ ସିଆଇଏସ୍‌ଏଫ୍‌ ଯବାନଙ୍କ ଦ୍ୱାରା ଯୁବତୀ ପ୍ରେମ ପ୍ରତାରଣାର ଶିକାର ହୋଇଛନ୍ତି ଜଣେ ଆଦିବାସୀ ଯୁବତୀ । ଆଜି ସଂପୃକ୍ତ ପୀଡ଼ିତା ଜଣକ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଛନ୍ତି । ଯୁବତୀ ଜଣକ ହେଉଛନ୍ତି ବେଲପଡ଼ା ଥାନା ଅନ୍ତର୍ଗତ ବିଛୁବାହାଲି
Read More...

ଏକଲ ଅଭିଯାନ ବଲାଙ୍ଗିର ଅଂଚଲ ବାର୍ଷିକ ଆଚାର୍ଯ୍ୟ ଅଭ୍ୟାସବର୍ଗ ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏକଲ ଅଭିଯାନ ବଲାଙ୍ଗିର ଅଂଚଲ ବାର୍ଷିକ ଆଚାର୍ଯ୍ୟ ଅଭ୍ୟାସବର୍ଗ ବୈଦିପାଲି ଗ୍ରାମ ପଞ୍ଚାୟତ ଠାରେ ଗତ ୨୬ ତାରିଖ ଠାରୁ ୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଯାଇଛି । ଏହି ବାର୍ଷିକ ଆଚାର୍ଯ୍ୟ ଅଭ୍ୟାସ ବର୍ଗରେ ପଥରଚେପା ସଞ୍ଚରୁ ୧୫ ଜଣ, ଦେଓଗାଁ ସଞ୍ଚରୁ ୮ ଜଣ,
Read More...

ସହରର ପ୍ରାକୃତିକ ଜଳ ନିଷ୍କାସନ ପଥର ପୁନରୁଦ୍ଧାର ଦାବୀ

ଟାଉନ ହଲ ଓ ବିଭୁତିପଡା ଶ୍ମଶାନଘାଟ ହେବ ନବୀକରଣ : ଲିକା ସାହୁ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ପୁରତାନ ପ୍ରାକୃତିକ ଜଳ ନିଷ୍କାସନ ପଥରେ ଜଳାଶୟମାନଙ୍କୁ ଜଳ ପ୍ରବେଶ କରୁଥିଲା । ସହରର ଜଳ ନିଷ୍କାସନ ପଥ ଗୁଡିକ ଅତ୍ୟନ୍ତ ଯୋଜନାବଦ୍ଧ ଭାବେ ନିର୍ମାଣ କରାଯାଇଲା ଫଳରେ
Read More...

ତଦନ୍ତ ନୁ ଜନାପଡ଼୍‌ଲା ଅସଲ୍‌ କାରଣ୍‌ : ଅନୈତିକ ସଂପର୍କର ଲାଗି ହତ୍ୟାକାଣ୍ଡ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅନୈତିକ ସଂପର୍କର ଲାଗି ହତ୍ୟାକାଣ୍ଡ । ତଦନ୍ତ ନୁ ଜନାପଡ଼୍‌ଲା ଅସଲ୍‌ କାରଣ୍‌ । ଗଲା ସେପ୍ଟେମ୍ବର ମାସର୍‌ ୨୬ ତାରିଖ ଦିନେ ପୁଇଁତଲା ଖଲିଆପାଲି ଗାଁର ଗୁଟେ ପରିତ୍ୟକ୍ତ ଚୁଆଁ ନୁଁ ନିର୍‌ୱେଲ୍‌ କୁମ୍ଭାର୍‌ଙ୍କର ମଲା ଦିହିଁ ଉଦ୍ଧାର ହେଇଥିଲା । ଘଟ୍‌ନା
Read More...

ଜିଡ଼ିଏସ୍‌ ଧର୍ମଘଟକୁ ସମର୍ଥନ ଜଣାଇଲେ ରାଜ୍ୟସଭା ସାଂସଦ ନିରଂଜନ ବିଶି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଖିଳ ଭାରତୀୟ ଗ୍ରାମୀଣ ଡାକ ସେବକ ୟୁନିଅନ୍‌ ପକ୍ଷରୁ ବିଭିନ୍ନ ଦାବୀ ନେଇ ଦେଶବ୍ୟାପୀ ଦିନିକିଆ ଧର୍ମଘଟକୁ ସମର୍ଥନ ଜଣାଇଛନ୍ତି ରାଜ୍ୟସଭା ସାଂସଦ ନିରଂଜନ ବିଶି । ବଲାଙ୍ଗିରରେ ଧାରଣା ସ୍ଥଳରେ ପହଂଚି କେନ୍ଦ୍ର ସରକାର ତୁରନ୍ତ ଗ୍ରାମୀଣ ଡାକ ସେବକମାନଙ୍କ
Read More...

ବଲାଙ୍ଗିର ଜିଲ୍ଲାସ୍ତରୀୟ ବ୍ୟାଞ୍ଚ ପ୍ରେସ ଓ ଡେଡ୍‌ ଲିଫ୍ଟ ଚମ୍ପିୟନସିପ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଅନ୍‌ ଫିଟନେସ୍‌ ଆନୁକୂଲ୍ୟରେ ସ୍ଥାନୀୟ ଗୋପାଳଜୀ ମନ୍ଦିର ପରିସରରେ ଜିଲ୍ଲାସ୍ତରୀୟ ବ୍ୟାଞ୍ଚ ପ୍ରେସ ଓ ଡେଡ୍‌ ଲିଫ୍ଟ ଚମ୍ପିୟନ୍‌ସିପ୍‌ ଉଭୟ ପୁରୁଷ ଓ ମହିଳାଙ୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଜିଲ୍ଲାର
Read More...