ପାରିବାରିକ କଳହ ଉଜାଡ଼ି ଦେଲା ପରିବାର
ବଲାଙ୍ଗିର, (କେପିଏନ୍ଏସ୍) : ପାରିବାରିକ କଳହ ଉଜାଡ଼ି ଦେଇଛି ଗୋଟିଏ ପରିବାର । ଏଭଳି ଏକ ଘଟଣା ଘଟିଛି ତରଭା ଥାନା ଅନ୍ତର୍ଗତ ତିଲେତ୍ମାଲ୍ ଗାଁରେ । ସୂଚନା ଅନୁସାରେ ଗତ ୪ ତାରିଖ ସକାଳୁ ଗାଁର ରାଜୁ ଦଲପତି(୫୦) ଘରୋଇ କଳହକୁ ନେଇ ପୋକମରା ଔଷଧ ପିଇ ଦେଇଥିଲେ । ତେବେ ତାଙ୍କୁ ଗୁରୁତର!-->…
Read More...
Read More...