ଆମର୍ ବଲାଙ୍ଗିର୍’ ଜଳଛତ୍ର ଉଦ୍ଘାଟନ କଲେ ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଚିଲ୍ଡ୍ରେନ୍ ପାର୍କ ପାଖରେ ବିଜେଡ଼ିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ ‘ଆମର୍ ବଲାଙ୍ଗିର୍’ ଜଳଛତ୍ର ଉଦ୍ଘାଟନ କରିଛନ୍ତି । ବଲାଙ୍ଗିରରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ‘ଆମର୍ ବଲାଙ୍ଗିର୍’!-->…
Read More...
Read More...