Browsing Tag

balangir news

ଜିଲ୍ଲାସ୍ତରୀୟ ତାଇକଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲା ତାଇକଣ୍ଡୋ ସଂଘ ତରଫରୁ ରାଜେନ୍ଦ୍ର କଲେଜ ଛକ ସ୍ଥିତ କଲ୍ୟାଣ ମଣ୍ଡପଠାରେ ଜିଲ୍ଲାସ୍ତରୀୟ ତାଇକଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ତାଇକଣ୍ଡୋ ସଂଘ ସାଧାରଣ ସଂପାଦକ ଅସୀମ କୁମାର ଭୋଇଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ
Read More...

ସ୍ୱାମୀ ସ୍ତ୍ରୀ ଭିତରେ କଳହ ହେବା ପରେ ସ୍ୱାମୀ ଘର ଛାଡ଼ି ଫେରାର୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାମୀ ସ୍ତ୍ରୀ ଭିତରେ କଳହ ହେବା ପରେ ସ୍ୱାମୀ ଘର ଛାଡ଼ି ଚାଲିଯାଇଛନ୍ତି । ଏଭଳି ଏକ ଅଭିଯୋଗ ଆଜି ପୁଇଁତଲା ଥାନାରେ ପହଂଚିଥିବା ଜଣାପଡ଼ିଛି । ପୁଇଁତଲା ଥାନା ଅନ୍ତର୍ଗତ ଆଟଗାଁ ପାଖ ସିଲେଟପଡ଼ା ଗ୍ରାମର ଉମାକାନ୍ତ ରଣା ପୁଇଁତଲା ଥାନାରେ ଲିଖିତ ଭାବେ
Read More...

ଯୌତୁକ ନିର୍ଯାତନା ଅଭିଯୋଗ ନେଇ ପୁଇଁତଲା ଥାନାର ଦ୍ୱାରସ୍ଥ ହେଲେ ଜଣେ ମହିଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରେମରେ ପଡ଼ି ପ୍ରେମିକଙ୍କ ହାତ ଧରି ଚାଲି ଆସିଥିଲେ । ପରେ ଜାତିଭାଇଙ୍କ ଅନୁମତି କ୍ରମେ ସେମାନେ ସ୍ୱାମୀ ସ୍ତ୍ରୀ ଭାବେ ରହିଥିଲେ । କିନ୍ତୁ ମାତ୍ର ୩ ମାସ ପରେ ତାଙ୍କ ଉପରେ ଆରମ୍ଭ ହୋଇଯାଇଥିଲା ଯୌତୁକ ନିର୍ଯାତନା । ଏଭଳି ଏକ ଅଭିଯୋଗ ନେଇ ଆଜି ପୁଇଁତଲା
Read More...

ବାଣ ଫୁଟି ଜଣେ ନାବାଳକ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ ବ୍ରାହ୍ମଣୀପାଲି ଗାଁରେ ବାଣ ଫଟାଉଥିବା ବେଳେ ଅଘଟଣ ଘଟିଥିବା ଜଣାପଡ଼ିଛି । ହାତରେ ବାଣ ଫୁଟି ଜଣେ ନାବାଳକ ଗୁରୁତର ହୋଇ ପଡ଼ିଥିବା ସୂଚନା ମିଳିଛି । ଗୁରୁତର ନାବାଳକ ରମାନନ୍ଦ ସାହୁଙ୍କ ପୁଅ ସ୍ୱୟଂ ସାହୁ(୧୧)
Read More...

ଆଜି ଆଲୋକର ପର୍ବ ଦୀପାବଳି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଆଲୋକର ପର୍ବ ଦୀପାବଳି । ଏହାକୁ ପାଳନ କରିବା ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଛୋଟ ଠୁ ବଡ଼ । ବଡ଼ ଉତ୍ସାହ ଉଦ୍ଧୀପନା ସହକାରେ ଦୀପାବଳି ପାଳନ ପାଇଁ ପ୍ରସ୍ତୁତିରେ ଜନ ସାଧାରଣ । ଦେକାନୀମାନେ ନିଜ ନିଜ ଦୋକାନରେ ଲଗାଇ ସାରିଲେଣୀ ଆମ୍ବ ତୋରଣ ସହ ବିଭିନ୍ନ
Read More...

ମାସିକ ରଚନା ସନ୍ଧ୍ୟା : ପ୍ରଦୂଷଣମୁକ୍ତ ପୂଜା ପାର୍ବଣ ଆଜିର ଆବଶ୍ୟକତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆମ ଭାରତୀୟ ପରମ୍ପରାରେ ପୂଜା ପାର୍ବଣର ବହୁ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହା ଆମ ଧାର୍ମିକ ଓ ସାମାଜିକ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । କିନ୍ତୁ ଏସବୁ ପାଳନ କଲା ବେଳେ ଯେଉଁ ଭଳି ସଂଜମତା ଓ ସଚେତନତା ଲୋଡା ତାହାର ଅଭାବ ପରିଲକ୍ଷିତ ହେଉଛି ।
Read More...

ବଲାଙ୍ଗିର ଛାତ୍ର କଂଗ୍ରେସର ସୁଜିତ କୁମ୍ଭାର ରାଜ୍ୟ ଛାତ୍ର କଂଗ୍ରେସ ସାମାଜିକ ଗଣମାଧ୍ୟମ ବିଭାଗର ଉପାଧ୍ୟାକ୍ଷ ଭାବରେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ ସାମାଜିକ ଗଣମାଧ୍ୟମର ସଂଯୋଜକ ସୁଜିତ କୁମ୍ଭାର ରାଜ୍ୟ ଛାତ୍ର କଂଗ୍ରେସ ସାମାଜିକ ଗଣମାଧ୍ୟମ ବିଭାଗର ଉପାଧ୍ୟାକ୍ଷ ଭାବେ ମନୋନୀତ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ସୁଜିତ ସାମାଜିକ ଗଣମାଧ୍ୟମ ଜରିଆରେ ଶାଣିତ ତଥା ନିର୍ଭୀକ
Read More...

୨୧ରୁ ବଲାଙ୍ଗିରରେ ଜାତୀୟ ସବ୍‌ଜୁନିଅର ବ୍ୟାଡମିଣ୍ଟନ ଚମ୍ପିଆନ୍‌ସିପ୍‌

-ଭାଗନେବେ ୪୫୦ରୁ ଅଧିକ ଖେଳାଳୀ, କୋଚ୍‌, ସର୍ପୋଟିଂ ଷ୍ଟାଫ୍‌-୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ଜାତୀୟ ରେଫରୀ ତାଲିମ ଓ ପରୀକ୍ଷା-ଜାତୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଆୟୋଜନ କରି ଇତିହାସ ରରିବ ବଲାଙ୍ଗିର ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ବଲାଙ୍ଗିର
Read More...

୧୪ ନଭେମ୍ବରରେ ବଲାଙ୍ଗିର ଚାଲ୍‌ ଡାକରା ଦେଇଛି ବଲାଙ୍ଗିର ଓ ସୋନପୁର ଜିଲ୍ଲା ମିଳିତ କୃଷକ ମଞ୍ଚ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚାଷୀମାନଙ୍କ ବିଭିନ୍ନ ଦାବୀକୁ ନେଇ ଆଗାମୀ ୧୪ ନଭେମ୍ବରରେ ବଲାଙ୍ଗିର ଚାଲ୍‌ ଡାକରା ଦେଇଛି ବଲାଙ୍ଗିର ଓ ସୋନପୁର ଜିଲ୍ଲା ମିଳିତ କୃଷକ ମଞ୍ଚ । ଏ ସଂକ୍ରାନ୍ତରେ ବଲାଙ୍ଗିର ସାମ୍ବାଦିକ ଭବନରେ ଏକ ସାମ୍ବାଦିକ ସମ୍ମିଳନୀର ଆହ୍ୱାନ କରାଯାଇ ମଞ୍ଚ ପକ୍ଷରୁ ଘୋଷଣା
Read More...

ଆସନ୍ତା ୧୮ରେ କୋଶଲ ମହାବନ୍ଦକୁ ସଫଳ କରିବା ପାଇଁ ପ୍ରମୋଦ ମିଶ୍ରଙ୍କ ଆହ୍ୱାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ୧୮ରେ କୋଶଲ ମହାବନ୍ଦ । ଏହି ମହାବନ୍ଦକୁ ସଫଳ କରାଇବା ପାଇଁ କୋଶଲବାସୀଙ୍କୁ ଆହ୍ୱାନ କରିଛନ୍ତି କୋଶଲ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ତଥା ବିଶିଷ୍ଟ କୋଶଲବାଦୀ ନେତା ପ୍ରମୋଦ କୁମାର ମିଶ୍ର । କୋଶଲ ରାଜ୍ୟ ଆନ୍ଦୋଳନ ପ୍ରସଙ୍ଗରେ
Read More...