Browsing Tag

balangir news

ସ୍ୱଭାବିକ ବର୍ଷାରେ ବେହାଲ୍‌ ବଲାଙ୍ଗିର-ସାଲେପାଲି ବ୍ରିଜ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାଲେପାଲିରୁ ବଲାଙ୍ଗିର ସହରକୁ ସଂଯୋଗ କରୁଥିବା ସାଲେପାଲି ବ୍ରିଜ ଠାରେ ପ୍ରବଳ ବର୍ଷା ଯୋଗୁଁ ବଢ଼ି ପାଣି ଆସୁଛି । ଯାହାଫଳରେ ଏହି ରାସ୍ତାରେ ଯାତାୟାତ ସମ୍ଭବ ହୋଇପାରୁନାହିଁ । ଗତ ଦୁଇଦିନ ଧରି ବଲାଙ୍ଗିରରେ ବର୍ଷା ଲାଗି ରହିଥିବା ବେଳେଗତକାଲି ସକାଳୁ ମଧ୍ୟ
Read More...

ପୂଜ୍ୟପୂଜା ସେବା ସଂଗଠନର ବୃକ୍ଷରୋପଣ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଷ୍ର) : ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପୂଜ୍ୟପୂଜା ସେବା ସଂଗଠନ ଓ କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ନିକଟସ୍ଥ କଢେଲ ଗ୍ରାମର ଜୟ ଜଗନ୍ନାଥ ଆଶ୍ରମର ମିଳିତ ଉଦ୍ୟମରେ ଜୟ ଜଗନ୍ନାଥ ଆଶ୍ରମରେ ସଭାପତି କେଶବ ଚନ୍ଦ୍ର ମିଶ୍ରଙ୍କ ନେତୃତ୍ୱରେ ଏକ
Read More...

ସ୍ୱଚ୍ଛସାଥୀ ଓ ସୁପରଭାଇଜର୍‌ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଫେଇ ଓ ପରିମଳ କାର୍ଯ୍ୟରେ ନିୟୋଜିତ ସ୍ୱଚ୍ଛସାଥୀ ଓ ସୁପରଭାଇଜର୍‌ ବର୍ଦ୍ଧିତ ଦରମା ସମେତ ଅନ୍ୟାନ୍ୟ ଦାବି ନେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିଛନ୍ତି ଓଡିଶା ସ୍ୱଚ୍ଛସାଥୀ ଓ ସୁପରଭାଇଜର୍‌ ସଂଘ । ରାଜ୍ୟର ବିଭିନ୍ନ ମହାନଗର ନିଗମ, ପୌରପରିଷଦ ଓ
Read More...

ଆସନ୍ତା ୨୯ରେ ବିଧାନସଭା ଘେରାଉ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିଖିଳ ଓଡିଶା ପୌର ୱାର୍ଡ କୋର୍ଡିନେଟର ୟୁନିଅନ୍‌ ୩ ଦଫା ଦାବି ନେଇ ଆସନ୍ତା ୨୯ ତାରିଖ ଦିନ ବିଧାନସଭା ଘେରାଉ କରିବ । ବିଭିନ୍ନ ପ୍ରକାର ସରକାରୀ ସେବାରେ ୱାର୍ଡ କୋର୍ଡିନେଟର ମାନଙ୍କୁ ନିଯୁକ୍ତ କରାଯାଉଥିଲେ ହେଁ ସେମାନଙ୍କୁ ପାରିତୋଷିକ ବା ଦରମା ପ୍ରଦାନ
Read More...

ବାଦୀପଡ଼ିଆ ଠାରେ ଅଙ୍ଗ ମୁଖ୍ୟ କେନାଲରେ ୨୦ ଫୁଟ୍‌ର ଘାଇ : ଚାଷୀ ପାଣିପାଇବାରୁ ବଂଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର -ସୋନପୁର ସୀମାନ୍ତ ବର୍ତ୍ତୀ ବାଦୀପଡ଼ିଆ ଠାରେ ଅଙ୍ଗ ମୁଖ୍ୟ କେନାଲରେ ୨୦ ଫୁଟ୍‌ର ଘାଇ ହୋଇଛି ଫଳରେ ଚାଷୀ ପାଣିପାଇବାରୁ ବଂଚିତ ହୋଇଛନ୍ତି । ସୂଚନା ଅନୁସାରେ ୧୯ ତାରିଖରେ ଗାଈଖାଇ ଡ୍ୟାମ୍‌ରୁ ଏହି କେନାଲରେ ପାଣି ଛଡ଼ାଯାଇଥିଲା ଏବଂ ଏହି ଦିନ
Read More...

ବଲାଙ୍ଗିର ବ୍ରାହ୍ମଣ ମହାସଭାର ମାସିକ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନୃସିଂହ ମନ୍ଦିର ପରିସରରେ ବ୍ରାହ୍ମଣ ମହାସଭାର ମାସିକ ବୈଠକ ମହାଭାର ସଭାପତି ପଣ୍ଡିତ ଧନଞ୍ଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସମ୍ପାଦକ ପଣ୍ଡିତ ଜୟରାମ ମିଶ୍ର ଗତ ବୈଠକର ବିବରଣୀ ପଠନ ପରେ ଆଗାମୀ ଦିନର କାର୍ଯ୍ୟକ୍ରମ ଉପରେ ସୂଚନା ପ୍ରଦାନ
Read More...

ସର୍ବ ଭାରତୀୟ ସିନିୟର କିକ୍‌ ବକ୍ସିଂରେ ଭାଗନେଲେ ବଲାଙ୍ଗିରର ୪ ପ୍ରତିଯୋଗୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗୋଆରେ ଆସନ୍ତା ଜୁଲାଇ ୨୪ରୁ ୨୮ ପର୍ଯ୍ୟନ୍ତ ହେବାକୁ ଥିବା ସର୍ବ ଭାରତୀୟ ସିନିୟର କିକ୍‌ ବକ୍ସିଂ ଚମ୍ପିୟାନ୍‌ସିପ୍‌ରେ ଯୋଗ ଦେବାକୁ ବଲାଙ୍ଗିର ଜିଲ୍ଲାର ଆମେଚ୍ୟୁର କିକ୍‌ ବକ୍ସିଂ ସଂଘର ୪ ଖେଳାଳି ମନୋନିତ ହୋଇଛନ୍ତି । ବଲାଙ୍ଗିର କିକ୍‌ ବକ୍ସିଂ ସଂଘର
Read More...

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର

ବଲାଙ୍ଗିର, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ପଞ୍ଚାୟତ ସମିତି ସଭାଗୃହ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୋଟ୍‌ ୨୧୬ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା । ତନ୍ମଧ୍ୟରୁ ପ୍ରାୟ ୧୨୦ଟି ଅଭିଯୋଗ କେବଳ
Read More...

ନିମ୍ନମାନର ରାସ୍ତା କାମ ଅଭିଯୋଗ : ଠିକାଦାର ଓ ଜେଇଙ୍କ ମଧୁଚନ୍ଦ୍ରିକା, ଖାଳ ଓ ଢିପରେ ପିଚୁ ରାସ୍ତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର (ଡୁଡୁକା)ବ୍ଲକରେ ଜଳ ସଂପଦ ବିଭାଗ କିଭଳି ନିମ୍ନମାନର ରାସ୍ତା କାମ ହୋଇଛି । ତାର ବାସ୍ତବ ଚିତ୍ର ଦେଖିବାକୁ ମିଳିଛି କୁଟାସିଂହା ଓ ଛୋକର୍ମାଲ ପଂଚାୟତରେ । ରାସ୍ତା ନିର୍ମାଣର ୭ ଦିନ ନ ପୂରୁଣୁ ପିଚୁ ଉଠିଯାଇଥିବା ଦେଖାଯାଇଛି । ଅଙ୍ଗ ଶାଖା କେନାଲ
Read More...

ବନ ମହୋତ୍ସବ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏବେ ଚାରିଆଡ଼େ ଚାଲିଛି ବନ ମହୋତ୍ସବ । ପରିବେଶକୁ ସବୁଜ ରଙ୍ଗରେ ସୁସଜ୍ଜିତ କରିବା ପାଇଁ ବହୁ ସଂଗଠନ ଏବଂ ସାଧାରଣ ଲୋକେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଲାଗି ପଡିଛନ୍ତି । ଏହି ପରିପ୍ରେକ୍ଷୀରେ ବଲାଙ୍ଗିର ବ୍ଲକ୍ ଅନ୍ତର୍ଗତ ଶିବତଲା ଠାରେ ବନ ମହୋତ୍ସବ ପାଳନ
Read More...