Browsing Tag

balangir news

ଡି. ଆଇ. ଇ. ଟି. ବଲାଙ୍ଗିରରେ ଶିକ୍ଷା ସପ୍ତାହ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନୂତନ ଜାତୀୟ ଶିକ୍ଷାନୀତି - ୨୦୨୦ର ଚତୁର୍ଥ ବାର୍ଷିକୀ ପୂର୍ତ୍ତି ଉପଲକ୍ଷେ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ, ବଲାଙ୍ଗିର ତରଫରୁ ଆଜି ଶିକ୍ଷା ସପ୍ତାହ ଅବସରରେ 'ଶିକ୍ଷଣ ସାମଗ୍ରୀ ଦିବସ' ବହୁ ଆଡମ୍ବରରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଛୋଟ ଛୋଟ
Read More...

ସାପ ନେଇଗଲା ଦୁଇ ଭାଇଭଉଣୀଙ୍କ ଜୀବନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ବିବିନା ପଂଚାୟତ ଜାମପଦର ଗାଁରେ ଘଟିଛି ଏକ ହୃଦୟ ବିଦରକ ଘଟଣା । ଏକ ବିଷାକ୍ତ ସାପ କାମୁଡାରେ ଚାଲିଯାଇଛି ଗୋଟିଏ ପରିବାର ୨ ଭାଇଭଉଣୀଙ୍କ ଜୀବନ । ଉଜୁଡି ଜାଇଛି ସୁନାର ସଂସାର । ସୂଚନା ଅନୁସାରେ ଜାମପଦର ଗାଁର ବିକାଶ
Read More...

ଭିଜିଲାନ୍ସ ଜାଲ୍‌ ଥି ପଡ଼୍‌ଲେ ବଲାଙ୍ଗିର ଲୋୟର୍‌ ସୁକ୍‌ତେଲ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭିଜିଲାନ୍ସ ଜାଲ୍‌ ଥି ପଡ୍‌ଲେ ମୁଖ୍ୟ ନିର୍ମାଣ ଯନ୍ତ୍ରୀ । ବଲାଙ୍ଗିର ଲୋୟର୍‌ ସୁକ୍‌ତେଲ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ୍‌ ପଡ଼ିଛନ୍‌ ଭିଜିଲାନ୍ସ ଜାଲ୍‌ ଥି । ଆୟ ବହିର୍ଭୁତ ସଂପତ୍ତି ଠୋଲ୍‌ ଅଭିଯୋଗ୍‌ ନେ ଚାଲିଛେ ଭିଜିଲାନ୍ସ ରେଡ୍‌ ।
Read More...

ସାପ କାମୁଡାରେ ଭାଇଭଉଣୀ ମୃତ

ବଲାଙ୍ଗିର : ବିଷାକ୍ତ ସାପ କାମୁଡାରେ ଭାଇଭଉଣୀଙ୍କ ମୃତ୍ୟୁ ଘଟିଛି । ଏପରି ଦୁଃଖଦ ଘଟଣା ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅନ୍ତର୍ଗତ ଜାମପଦର ଗାଁରେ ଘଟିଛି । ମୃତକ ହେଲେ ଭାବଗ୍ରାହୀ ସାଗର ଓ ମନିକା ସାଗର । ଗତକାଲି ରାତିରେ ପିଲା ଦୁଇଟି ଖାଇପିଇ ବାପା ମା’ଙ୍କ ପାଖରେ ଶୋଇଥିଲେ ।
Read More...

ଅଏଁଲାସାରି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗିରଫ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ପୁଇଁତଲା ଥାନା ଅଏଁଲାସାରି ଗାଁର ବହୁ ଚର୍ଚ୍ଚିତ ହତ୍ୟାକାଣ୍ଡର ଅନ୍ୟତମ ମୁଖ୍ୟ ଅଭିଯୁକ୍ତକୁ ଗିରଫ୍‌ କରିଛି ବଲାଙ୍ଗିର ପୋଲିସ । ଏ ସଂପର୍କରେ ସୂଚନା ଦେଇଛନ୍ତି ବଲାଙ୍ଗିର ସଦର ଏସ୍‌ଡ଼ିପିଓ ପ୍ରଦୀପ କୁମାର ସାହୁ । ସୂଚନାଯୋଗ୍ୟ
Read More...

ବିଧାନସଭାରେ ଉଠିଲା ବଲାଙ୍ଗିରରେ କୃଷି ବିଶ୍ୱବିଦ୍ୟାଳୟ ପ୍ରସଙ୍ଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଓଡିଶାର ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ ନେଇ ବହୁବର୍ଷ ହେଲା ଦାବି ହୋଇଆସୁଛି । ଆଜି ଏହି ପ୍ରସଙ୍ଗରେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ ବିଧାନସଭାରେ ଏନେଇ ପ୍ରଶ୍ନ ଉପସ୍ଥାପନ କରିଛନ୍ତି । ବଲାଙ୍ଗିରରେ କୃଷି
Read More...

ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଜିଲ୍ଲା ସହରାଞ୍ଚଳ ଉନ୍ନୟନ
Read More...

ନବନିର୍ବାଚିତ ଫାଓ କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ରଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ରବିବାର ଦିନ କଟକ ବାରବାଟୀ ଷ୍ଟାଡିୟମ୍‌ ପରିସରରେ ଓଡିଶା ଫୁଟବଲ୍‌ ସଂଘ (ଫାଓ)ର ସାଧାରଣ ସଭା ସହ ଆସନ୍ତା ୪ ବର୍ଷ ପାଇଁ କାର୍ଯ୍ୟକର୍ତ୍ତା ନିର୍ବାଚନ ହୋଇଥିଲା । ଡ. ଶ୍ରୀକର ମିଶ୍ର କାର୍ଯ୍ୟକାରୀ ସଭାପତି ପଦରେ ତୃତୀୟ ଥର ପାଇଁ ନିଦ୍ୱନ୍ଦରେ ନିର୍ବାଚିତ
Read More...

ଭାରତ ସରକାରଙ୍କ କମ୍ପାନୀ ଅନୁକୂଳ ନୀତି ଯୋଗୁଁ ଜିଓ ଡାଟା ପ୍ୟାକ୍‌ରେ ଅହେତୁକ ଦର ବୃଦ୍ଧି – ହେମନ୍ତ ପଣ୍ଡା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଇଣ୍ଟରନେଟ୍‌ ସେବା ପ୍ରଦାନ କ୍ଷେତ୍ରରେ ଭାରତ ସରକାରଙ୍କ କମ୍ପାନୀ ଅନୁକୂଳ ନୀତି ଯୋଗୁଁ ଇଣ୍ଟରନେଟ୍‌ ସେବା ପ୍ରଦାନ କାରୀ ସଂସ୍ଥା ଜିଓ ଅହେତୁକ ଭାବେ ଇଣ୍ଟରନେଟ୍‌ ଡାଟା ପ୍ୟାକେଜ୍‌ ଦରକୁ ବୃଦ୍ଧି କରି ପାରିଛି ବୋଲି ରାଜ୍ୟର ବିଶିଷ୍ଟ ସୂଚନା ଅଧିକାର କର୍ମୀ
Read More...

ବଲାଙ୍ଗିର ଜିଲ୍ଲାପାଳ କାର୍ଯ୍ୟାଳୟ ପଛପଟେ କୁଢ଼କୁଢ଼ ଆବର୍ଜନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାପାଳ କାର୍ଯ୍ୟାଳୟ ପଛପଟେ କୁଢ଼କୁଢ଼ ଆବର୍ଜନା ପଡ଼ି ରହିଥିବା ଦେଖିବାକୁ ମିଳିଛି । କିନ୍ତୁ ପରିତାପର ବିଷୟ ଯେ, ଏଥିପ୍ରତି କାହାର ଦୃଷ୍ଟି ପଡ଼ୁନାହିଁ । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲାପାଳ କାର୍ଯ୍ୟାଳୟର ପଛପଟକୁ କାହାରି ନଜର ନାହିଁ ।
Read More...