Browsing Tag

balangir news

ଦୟାନନ୍ଦ ପ୍ଲେ ସ୍କୁଲ ତରଫରୁ ଆଦୃତା ଶିଶୁ ସଦନ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ସ୍‌) : ସ୍ଥାନୀୟ ପଥରଚେପା ସ୍ଥିତ ଆଦୃତା ଶିଶୁ ସଦନ ଠାରେ ଦୟାନନ୍ଦ ପ୍ଲେ ସ୍କୁଲ ତରଫରୁ ସ୍କୁଲର ପ୍ରିନ୍ସିପାଲ୍ ଦିବ୍ୟନାରାୟଣ ମିଶ୍ରଙ୍କ ନେତୃତ୍ୱରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଆଦୃତା ଶିଶୁ ସଦନର ସମସ୍ତ ଶିଶୁ ମାନଙ୍କ ସହ ମିଶି ଦୟାନନ୍ଦ
Read More...

ବଲାଙ୍ଗିର ନୃସିଂହ ମନ୍ଦିର ଠାରେ ଗୁରୁ ପୂଜନଉତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ନୃସିଂହ ମନ୍ଦିର ଠାରେ ଗୁରୁଭାଇ ଓ ଭଉଣୀ ସେବା ସଂଘ ତରଫରୁ ଗୁରୁପୂର୍ଣ୍ଣିମା ଉତ୍ସବ ପାଳନ କରାଯାଇଥିଲା । ସମସ୍ତ ଗୁରୁଭାଇ ଓ ଭଉଣୀଙ୍କ ଦ୍ୱାରା ପୂଜ୍ୟପାଦ ସଦ୍‌ଗୁରୁଦେବ ଶ୍ରୀ ଶ୍ରୀ ବ୍ରଜ ମୋହନ ଶରଣଦେବ, ମହନ୍ତ ନୃସିଂହ ମନ୍ଦିରଙ୍କ ଶ୍ରୀଚରଣରେ
Read More...

ବଲାଙ୍ଗିରର ମା’ ସମଲେଶ୍ଵରୀ ମନ୍ଦିରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କଲେ ଲିକା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ଲଘୁଚାପ ଜନିତ ବର୍ଷାରେ ବଲାଙ୍ଗିର ସହରରେ ଝିପିଝିିପି ବର୍ଷା ଲାଗି ରହିଥିବା ବେଳେ ରାସ୍ତା ଉପରେ ପାଣି ଉଛୁଳୁ ଥିବା ଦେଖିବାକୁ ମିଳିଥିଲା । ଏମିତିକି ମା' ସମଲେଶ୍ଵରୀଙ୍କ ମନ୍ଦିରରେ ମଧ୍ୟ ଆଣ୍ଠୁଏ ପାଣି ରହିଥିବା ଦେଖିବାକୁ ମିଳିଥିଲା । ତେବେ ଏହାର
Read More...

ପୂଜ୍ୟପୂଜା ସେବା ସଂଗଠନର ବୃକ୍ଷରୋପଣ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସିନଖମନ ସ୍ଥିତ ମହନ୍ତ ଗିରିଧାରୀ ଉଚ୍ଚ ବିଦ୍ୟାଳୟରେ ପୂଜ୍ୟପୂଜା ସେବା ସଂଗଠନ ତରଫରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠାନର କର୍ମକର୍ତ୍ତା, ବିଦ୍ୟାଳୟର ଶିକ୍ଷକ, ଶିକ୍ଷା କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ
Read More...

ବଲାଙ୍ଗିରର ମା’ ସମଲେଶ୍ଵରୀ ମନ୍ଦିରରେ ଆଣ୍ଠୁଏ ପାଣି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲଘୁଚାପ ଜନିତ ବର୍ଷାରେ ବଲାଙ୍ଗିର ସହରରେ ଝିପିଝିିପି ବର୍ଷା ଲାଗି ରହିଥିବା ବେଳେ ରାସ୍ତା ଉପରେ ପାଣି ଉଛୁଳୁ ଥିବା ଦେଖିବାକୁ ମିଳିଛି । ଏମିତିକି ମନ୍ଦିର ଭିତରକୁ ମଧ୍ୟ ପାଣି ପଶିଯାଇଛି । ଗତରାତି ୭ଟା ସମୟରୁ ଦୀର୍ଘ ଅଢେଇ ଘଣ୍ଟା ଧରି ବଲାଙ୍ଗିର ସହରରେ
Read More...

ଗଜେନ୍ଦ୍ର ଭମର ଆଉ ନାହାନ୍ତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗଜେନ୍ଦ୍ର ତ୍ରିଭୁବନ ଦାସ ଭମର ଆଉ ନାହାନ୍ତି । ଶନିବାର ଅପରାହ୍ନ ୩.୩୦ରେ ନିଜ ବାସଭବନରେ ତାଙ୍କର ମୃତ୍ୟୁ ଘଟିଛି । ସେ ଦୀର୍ଘ ଦିନ ହେବ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ । ଆଜି ଅପରାହ୍ନରେ ହୃଦ୍‌ଘାତରେ ତାଙ୍କର ପରଲୋକ ଘଟିଛି । ଶେଷ ସମୟରେ
Read More...

ଅଏଁଲାସାରି ଗାଁରେ ଜମି ପାଇଁ ଗଡ଼ିଲା ମୁଣ୍ଡ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜମି ପାଇଁ ଗଡ଼ିଲା ମୁଣ୍ଡ । ଜମି ବିବାଦର ଏକ ଜଘନ୍ୟ ଘଟଣା ଦେଖିବାକୁ ମିଳିଛି । କାକା ପୁଅ ଭାଇର ଟାଙ୍ଗିଆ ଚୋଟରେ ଜଣେ ଭାଇର ମୃତ୍ୟୁ ଘଟିଛି ଆଜି ସକାଳ ୬ଟା ସମୟରେ । କାକାଙ୍କ ପରିବାର ଲୋକେ ହତ୍ୟା କରିଛନ୍ତି ପୁତୁରାଙ୍କୁ । ଏଭଳି ଏକ ନୃଶଂସ ଘଟଣା ଆଜି
Read More...

ବଲାଙ୍ଗିର ସହରରେ ଝଲସୁଛି ଗୀତ ଘର

ବଲାଙ୍ଗିର, (କେପିଏନ୍‌ଏସ୍‌) : କବିଙ୍କ ଚିନ୍ତା ଚେତନା ସବୁବେଳେ ନିଆରା । ଧାଡ଼ିଏ କବିତାରେ, ଗୀତରେ ଜୀବନକୁ ଜିଇଁନେବାର୍‌ ପ୍ରଗଳ୍‌ଭ ଆବେଗରେ ସଦା ଛଳ ଛଳ କବିଙ୍କ ହୃଦୟ । ଆଜି ଜଣେ ଏଭଳି କବିଙ୍କୁ ଆମେ ଭେଟିବା ଯାହାଙ୍କ କେବଳ ହୃଦୟ ନୁହେଁ, ତାଙ୍କ ଘରର କାନ୍‌ଥ ବାଡ଼ରେ ବି ଧାଡ଼ି ଧାଡ଼ି
Read More...

ଚାକିରି ଦେବା ନାଁରେ ୧୨୫ ଜଣ ଯୁବକ ଯୁବତୀଙ୍କୁ ଠକେଇ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚାକିରି ଦେବା ନାଁ ରେ ୧୨୫ ଜଣ ଯୁବକ ଯୁବତୀଙ୍କୁ ଠକେଇ । ବଲାଙ୍ଗିର ଜିଲ୍ଲାରେ ଏଭଳି ଏକ ବଡ ଧରଣର ଠକେଇ ଅଭିଯୋଗ ଆଜି ସାମ୍ନାକୁ ଆସିଛି । ଗ୍ୟାସ କମ୍ପାନୀରେ କାମ ଦେବାକୁ କହି ଏହି ଯୁବକ ଯୁବତୀଙ୍କ ଠାରୁ ଝûରସୁଗୁଡାର ଜଣେ ଯୁବକ ୩୭ ହଜାର ୫୦୦ ଟଙ୍କା ଠକି
Read More...

ବଲାଙ୍ଗିର ଚାନ୍ଦ ମନ୍ଦିରରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ସୁନାବେଶ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସକଳ ରୂପ ଅରୁପର ଆଧାର, ବେଶ ବହୁଳ ଓ ବିଭିନ୍ନତାର ପରିପୂର୍ଣ୍ଣ ଜଗତର ନାଥ ଜଗନ୍ନାଥ ମହାପ୍ରଭୁଙ୍କର ପ୍ରସିଦ୍ଧ ସୁନାବେଶ ବୁଧବାର ସ୍ଥାନୀୟ ଟିକ୍ରାପଡା ଶ୍ରୀକ୍ଷେତ୍ର ଚାନ୍ଦ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ପବିତ୍ର ଆଷାଢ ଶୁକ୍ଳ ବଡଏକାଦଶୀ ଦିନ ଅନୁଷ୍ଠିତ
Read More...