Browsing Tag

balangir news

ଜିଲ୍ଲା ସ୍ତରୀୟ ୧୦୦ ଦିନିଆ ସ୍ୱତନ୍ତ୍ର ଯକ୍ଷ୍ମା ମୁକ୍ତ ଅଭିଯାନ ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ସ୍ତରୀୟ ୧୦୦ ଦିନିଆ ଯକ୍ଷ୍ମା ମୁକ୍ତ ସ୍ୱତନ୍ତ୍ର ଅଭିଯାନ ଆଜି ଜିଲ୍ଲା ମୁଖ୍ୟ ଭେଷଜ ଓ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟଠାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁଙ୍କ ଦ୍ୱାରା ଶୁଭ ଉଦ୍‌ଘାଟନ ହୋଇଯାଇଛି । ପ୍ରଚାର ପ୍ରସାର କରିବା
Read More...

କୁଣ୍ଡାବୁଟୁଲା ସରସ୍ୱତୀ ଶିଶୁ ମନ୍ଦିରଠାରେ ମାତୃ ସମ୍ମିଳନୀ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କୁଣ୍ଡାବୁଟୁଲା ଗ୍ରାମର ସରସ୍ୱତୀ ଶିଶୁ ମନ୍ଦିରଠାରେ ଆଜି ମାତୃ ସମ୍ମିଳନୀ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଭାରତ ମାତାଙ୍କ ଫଟୋ ଚିତ୍ରରେ ପୂଜାର୍ଚ୍ଚନା ପରେ ସ୍ଵାଗତମ୍ ଗୀତ
Read More...

ବିପଦ ସଙ୍କୁଳ ଅବସ୍ଥାରେ ଲାଇଟ ଖୁଣ୍ଟ : ଚିନ୍ତାରେ ପଡ଼ାବାସୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରପରିଷଦର ୪ନଂ ୱାର୍ଡ ଠିକାଦାରପଡ଼ାରେ ନାହିଁ ନଥିବା ଅସୁବିଧା ରହିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଠିକାଦାର ପଡ଼ାରେ ରହିଥିବା ଡ଼. ହାଡ଼ିବନ୍ଧୁ ଶତପଥୀଙ୍କ କ୍ଲିନିକ ସାମ୍ନାରେ ରହିଛି ଏକ ଲାଇଟ ଖୁଣ୍ଟ, ଯାହା ବିପଦ ସଙ୍କୁଳ ଅବସ୍ଥାରେ
Read More...

ବଲାଙ୍ଗିର ଖର୍ସେଲପଡ଼ାରେ ତୁଳସୀ ରାମାୟଣ ନବାହ ପାରାୟଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଖର୍ସେଲପଡ଼ାରେ ତୁଳସୀ ରାମାୟଣ ନବାହ ପାରାୟଣ ଚାଲିଛି । ଗତ ୨ ତାରିଖରୁ ଚାଲିଥିବା ଏହି କାର୍ଯ୍ୟକ୍ରମ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଆୟୋଜକ ମାନେ କହିଛନ୍ତି । ପ୍ରତ୍ୟହ ଏହି କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳରୁ ଶତାଧିକ ଭକ୍ତ ଓ
Read More...

ବଲାଙ୍ଗିରରେ ବିଶ୍ଵ ମୃତ୍ତିକା ଦିବସ ପାଳିତ

ମାଟିର ଉପଯୁକ୍ତ ପରୀକ୍ଷା, ଯତ୍ନ ଓ ସଂରକ୍ଷଣ ଉପରେ ଗୁରୁତ୍ଵାରୋପ ବଲାଙ୍ଗିର, (କେପିଏନ୍‌ଏସ୍‌) : କୃଷି ବିଭାଗର ତାଲିମ ପ୍ରତିଷ୍ଠାନଠାରେ ଜିଲ୍ଲା କୃଷି ବିଭାଗ ଓ କୃଷି ବିଜ୍ଞାନ କେନ୍ଦ୍ର ମିଳିତ ଆନୁକୁଲ୍ୟରେ ବିଶ୍ଵ ମୃତ୍ତିକା ଦିବସ ପାଳିତ ହୋଇଯାିଛି । କେବିକେ ମୁଖ୍ୟ ବୈଜ୍ଞାନିକ
Read More...

ଗୀତା ଜୟନ୍ତୀ ପାଳନ ଉପଲକ୍ଷେ ବ୍ରାହ୍ମଣ ମହାସଭାର ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗୀତା ଜୟନ୍ତୀ ପାଳନ କରିବା ପାଇଁ ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭା ତରଫରୁ ସଭାପତି ଧନଞ୍ଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଶ୍ରୀ ନୃସିଂହମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ଆଇନଜୀବୀ ଜୟରାମ ମିଶ୍ର ଏ ବିଷୟରେ ବିସ୍ତୃତ ଆଲୋଚନା
Read More...

ସଂଗୀତ ନିର୍ଦେଶକ ସରୋଜ ନନ୍ଦଙ୍କ ପରଲୋକ

ସଂଗୀତ ନିର୍ଦେଶକ ସରୋଜ ନନ୍ଦ ୫ ଡିସେମ୍ବରରେ ଆମକୁ ଛାଡିକରି ସରଗବାସ ହେଇଥିଲେ : ଗଣେଶ ବାରିକ୍ ବଲାଙ୍ଗିର, (କେପିଏନ୍‌ଏସ୍‌) : କେରି କେରି ସୁନା ଦୁବ, ମୁଁ ତ ବଡ଼ ଦେଉଳର ପାରା, ତୋ ଆଗରେ କିଛି ଧୂପ, ଜନମି ଥିଲି ମୁଁ ଶ୍ରୀଗୁଣ୍ଡିଚା ଦିନ, କଳା ଠାକୁର ମୋ କଳା ଠାକୁର, ଛ ଖଣ୍ଡ କାଠରେ
Read More...

ସ୍ୱାବଲମ୍ବୀ କାରିଗରଙ୍କ ବହିଷ୍କାର ଉପରେ ହାଇକୋର୍ଟଙ୍କ ରହିତାଦେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ମୁରସୁଣ୍ଢି ପଞ୍ଚାୟତରେ ଗତ ତା ୨୫/୧୦/୨୦୨୪ ରିଖରେ ରାଜନୈତିକ ଆକ୍ରୋଶ ପୂର୍ବକ ସରପଞ୍ଚଙ୍କ ଦ୍ଵାରା ୨ ଜଣ ସ୍ୱାବଲମ୍ବୀ କାରିଗର ସଦାନନ୍ଦ ସାହୁ ଏବଂ ପବିତ୍ର ପଧାନଙ୍କୁ କାର୍ଯ୍ୟରୁ ବହିଷ୍କୃତ କରାଯାଇଥିଲା । ଏହି
Read More...

ପାଠପଢା ସହ ଖେଳର ମହତ୍ୱ ଗୁରୁତ୍ୱପୂର୍ଣ୍ଣ

ମଣ୍ଟେଶ୍ୱରୀ କ୍ରୀଡା ମହୋତ୍ସବ ଉଦ୍‌ଯାପିତ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ମାଲପଡା ସ୍ଥିତ ମଣ୍ଟେଶ୍ୱରୀ ପବ୍ଲିକ ସ୍କୁଲର ୧୧ତମ ବାର୍ଷିକ କ୍ରୀଡା ମହୋତ୍ସବ ପାଳିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ଏକ ମଶାଳ ଶୋଭାଯାତ୍ରା ସ୍କୁଲଠାରୁ ଖେଳ ପଡିଆ ପର୍ଯ୍ୟନ୍ତ ଯାଇଥିଲା ।
Read More...

ଓଡିଆ ଅସ୍ମିତା ଶିବିର ୨୦୨୪ – ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ଏନ୍‌ଏସ୍‌ଏସ୍‌ ଦଳର ଯୋଗଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଭୁବନେଶ୍ୱରଠାରେ ରାଜ୍ୟସ୍ତରୀୟ ଓଡିଆ ଅସ୍ମିତା ଶିବିର - ୨୦୨୪ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ଜାତୀୟ ସେବା ଯୋଜନା ବ୍ୟୁରୋ ଅଧିନରେ ଥିବା ବିଭିନ୍ନ ମହାବିଦ୍ୟାଳୟର ଚାରିଜଣ
Read More...