Browsing Tag

balangir news

ଦୁର୍ଗା ପ୍ରସାଦ ସାଏଙ୍କ ଶତବାର୍ଷିକୀ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦୁର୍ଗା ପ୍ରସାଦ ସାଏଙ୍କ ଶତବାର୍ଷିକ ଜୟନ୍ତୀ ପାଳନ ହୋଇଯାଇଛି । ଏହି ସମାରୋହ ତାଙ୍କ ଗୃହ ଆଗରେ ହୋଇଥିଲା । ଏଥିରେ ଅତିଥି ଭାବରେ ସ୍ୱାମୀ ପରମାନନ୍ଦ ସରସ୍ୱତୀ, ସ୍ୱାମୀ ତେଜୋମୟାନନ୍ଦ ସରସ୍ୱତୀ, ସ୍ୱାମୀ ସତ୍ୟ ବେଦାନନ୍ଦ ସରସ୍ୱତୀ, ନାଟ୍ୟ ଭୂଷଣ ଜଗଦାନନ୍ଦ
Read More...

ଶ୍ରୀହରିନାମ ପ୍ରଚାର ସମିତି ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରବଚିକା, ଅଧ୍ୟାପିକା ତଥା ସୁଲେଖିକା ଏଲୋରା ମିଶ୍ରଙ୍କ ଦ୍ୱାରା ଗଠିତ ଶ୍ରୀହରିନାମ ପ୍ରଚାର ସମିତି ପକ୍ଷରୁ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଡକ୍ଟର ଅଶୋକ କୁମାର ସେଠୀ ଏବଂ ଡ. ଭାରତୀ ଦାସ ରୋଗୀମାନଙ୍କ ସ୍ୱାସ୍ଥ୍ୟ
Read More...

ଘରୋଇ କଳହକୁ ନେଇ ପୋଲିସ ଦମ୍ପତିଙ୍କ ମଧ୍ୟରେ ଝଗଡା : ସ୍ତ୍ରୀ ଗୁରୁତର

ବଲାଙ୍ଗିର, (ଲକ୍ଷ୍ମୀକାନ୍ତ ସାହୁ) : ଘରୋଇ କଳହକୁ ନେଇ ପୋଲିସ ଦମ୍ପତିଙ୍କ ମଧ୍ୟରେ ଝଗଡା । ସ୍ୱାମୀଙ୍କ ନୃଶଂସ ଆକ୍ରମଣରେ ସ୍ତ୍ରୀ ଗୁରୁତର । ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅଂଚଳରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ମିଳିଥିବା ସୂଚନା ଅନୁସାରେ ବଲାଙ୍ଗିର ରିଜର୍ଭ ପୋଲିସରେ କନେଷ୍ଟବଳ
Read More...

ସୁଭଦ୍ରା ପାଇଁ ହୋର୍ଡିଙ୍ଗ ବିଜ୍ଞାପନ ବ୍ୟୟ ଅଟକଳ ୭ କୋଟି

ସରକାର ବଦଳିଛି ହେଲେ ଚରିତ୍ର ବଦଳିନି - ହେମନ୍ତ ପଣ୍ଡା ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡାଙ୍କୁ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ବିଭାଗୀୟ ଜନ ସୂଚନା ଅଧିକାରୀ ପ୍ରଦାନ କରିଥିବା ତଥ୍ୟରୁ ଜଣାପଡିଛି ଯେ,
Read More...

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଚାଷୀମାନଙ୍କୁ ଇନପୁଟ୍ ସବସିଡି ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବରଗଡ଼ର ସୋହେଲାଠାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ସମଗ୍ର ଓଡ଼ିଶାର ଚାଷୀମାନଙ୍କ ପାଇଁ କ୍ୱିଣ୍ଟାଲ ପ୍ରତି ୮୦୦ ଟଙ୍କା ଇନପୁଟ୍ ସବସିଡି ବଣ୍ଟନ କରୁଛନ୍ତି । ସେହି ପରିପ୍ରେକ୍ଷୀରେ ଜିଲ୍ଲାର ଚାଷୀମାନେ ବଲାଙ୍ଗିର ସ୍ଥିତ କୋଶଳ କଳା ମଣ୍ଡଳ ପଡ଼ିଆଠାରେ ଆଭାସୀ
Read More...

୧୫୩ ୟୁନିଟ ରକ୍ତଦାନ କଲା ୮୪ ଘର ଅଘରିଆ ସମାଜ ବଲାଙ୍ଗିର ଜିଲ୍ଲା ଟ୍ରଷ୍ଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କୁଶଙ୍ଗ +୨ କଲେଜ ପରିସରରେ ୮୪ ଘର ଅଘରିଆ ସମାଜ ଜିଲ୍ଲା ଟ୍ରଷ୍ଟ ଆନୁକୂଲ୍ୟରେ କୁଶଙ୍ଗ ମଣ୍ଡଳ ଅଧିନସ୍ଥ ବିର୍କେଲ, କୁଶଙ୍ଗ, ଡୁଡୁକା ଓ ରୋଥ ଗୁଡିର ମିଳିତ ସହଯୋଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଟ୍ରଷ୍ଟ ସଭାପତି
Read More...

ସୁକତେଲ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଦର ବ୍ଲକ ଅନ୍ତର୍ଗତ ବାନ୍ଧନଘୋର ଗାଁ ପଡିଆରେ ସୁକତେଲ ମହୋତ୍ସବ ପାଇଁ ନେସନାଲ ସାର୍ଭିସ ଫାଉଣ୍ଡେସନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆବାହକ ଚିଙ୍କୁ ପ୍ରଧାନ ସମସ୍ତ ଉପସ୍ଥିତ ସଦସ୍ୟଙ୍କୁ ସ୍ୱାଗତ ଜଣାଇଥିବା ବେଳେ ବିଧୂଭୂଷଣ ସିଂଦେଓ
Read More...

ତୁଷୁରାରେ ପୋଲିସ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ମହାହଙ୍ଗାମା

ତୁଷୁରା, (ଲକ୍ଷ୍ମୀକାନ୍ତ ସାହୁ) : ତୁଷୁରାରେ ପୋଲିସ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ମହାହଙ୍ଗାମା । ପୂର୍ବ ଶତ୍ରୁତାକୁ ନେଇ ତୁଷୁରା ସହରର ଗୋଦାମ ପଡା ଓ ପତିତପାବନ ପଡାର ଯୁବକ ଓ ମହିଳା ମାନଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିବା ବେଳେ ଘଟଣାକୁ ନେଇ ତୁଷୁରା ଥାନାରେ ପୋଲିସ ଓ ସ୍ଥାନୀୟ
Read More...

ବଲାଙ୍ଗିର ଖେଳାଳିଙ୍କୁ ଐତିହାସିକ ସଫଳତା

ରାଜ୍ୟ ଗୋଷ୍ଠି କରାଟେରେ ତମନ୍ନାଙ୍କୁ ରୌପ୍ୟ ପଦକ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦକ୍ଷିଣ ଆଫ୍ରିକାରେ ଆୟୋଜିତ ଏକାଦଶ ରାଜ୍ୟ ଗୋଷ୍ଠି କରାଟେ ପ୍ରତିଯୋଗିତାରେ ବଲାଙ୍ଗିରକୁ ଐତିହାସିକ ସଫଳତା ମିଳିଛି । ଏଥିରେ ବଲାଙ୍ଗିର ମାଟିର ଝିଅ ତମନ୍ନା ମେହେରଙ୍କୁ କନିଷ୍ଠ ମହିଳା ଦଳଗତ କରାଟେ
Read More...

ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ ନୃସିଂହ ମନ୍ଦିର ପରିସରରେ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନଙ୍କ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ଉପସଭାପତି ପ୍ରସନ୍ନ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକ ପ୍ରାରମ୍ଭରେ ଯୁଗ୍ମ ସଂପାଦକ ପୁରୁଶୋତ୍ତମ
Read More...