pr

ପୂର୍ବତନ ଶିକ୍ଷକ ଅବଧୂତ ସାହୁଙ୍କ ପରଲୋକ

dr. purohit

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସିନ୍ଧେକେଲା ନିବାସୀ ତଥା ପୁର୍ବତନ ଶିକ୍ଷକ ଅବଧୂତ ସାହୁଙ୍କ ୭୨ ବର୍ଷ ବୟସରେ ପରଲୋକ ଘଟିଛି। ସେ କିଛି ସମୟ ହେବ ବାର୍ଦ୍ଧକ୍ୟଜନିତ ଅସୁସ୍ଥତାରେ ପିଡିତଥିଲେ। ଶେଷ ସମୟରେ ପୁତ୍ର ବ୍ରହ୍ମକ୍ଷ ନନ୍ଦ, ବ୍ରହ୍ମ ଦତ୍ତ, ଝିଅ ବ୍ରହ୍ମଶ୍ରୀ ,ଗୋଲାପ, ନାତି ନାତୁଣୀ, ଶାଳକ ଅନ୍ତର୍ଯ୍ୟାମୀ, ଷଢୁ ରାଜେଶ ଉପସ୍ଥିତ ଥିଲେ। ସିନ୍ଧେକେଲା ସ୍ତିତ ସୁଜନ ସାଗର ତଳେ ତାଙ୍କର ଶେଷକୃତ୍ୟ ସଂପନ୍ନ କରା ଯାଇଥିଲା। ବଡ଼ପୁଅ ବ୍ରହ୍ମକ୍ଷ ନନ୍ଦ ମୁଖାଗ୍ନି ଦେଇଥିଲେ।

nrusinghnath
Leave A Reply

Your email address will not be published.