Browsing Tag

balangir news

ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ‘ମାଆ ପାଇଁ ଗଛଟିଏ କାର୍ଯ୍ୟକ୍ରମ’

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ 'ମାଆ ପାଇଁ ଗଛଟିଏ କାର୍ଯ୍ୟକ୍ରମ' ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଡକ୍ଟର କୌତୁକ ପନ୍ଦରଙ୍କ ତତ୍ୱାବଧାନରେ ମହାବିଦ୍ୟାଳୟର ପରିସରରେ ସମସ୍ତ ଅଧ୍ୟାପକ
Read More...

ବଲାଙ୍ଗିରରେ ଶ୍ରୀ ଶ୍ରୀ ଠାକୁରଙ୍କ ୧୩୮ତମ ଜନ୍ମ ମହା ମହୋତ୍ସବ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶ୍ରୀ ଶ୍ରୀ ଠାକୁରଙ୍କ ୧୩୮ତମ ଜନ୍ମ ମହା ମହୋତ୍ସବ ଗଭୀର ଭକ୍ତି ଓ ଉତ୍ସାହର ସହିତ ବଲାଙ୍ଗିରରେ ପାଳିତ ହୋଇଯାଇଛି । ଦିନଭରି ଭଜନ କୀର୍ତ୍ତନ ଓ ବିଭିନ୍ନ କାର୍ଯ୍ୟକ୍ରମରେ ପ୍ରାୟ ୯୦୦ରୁ ଅଧିକ ଗୁରୁଭାଇଙ୍କ ଅଂଶଗ୍ରହଣ ଦୃଷ୍ଟି ଆକର୍ଷକ ଥିଲା । ସକାଳେ
Read More...

ବିଙ୍ଗ୍‌ ଷ୍ଟ୍ରଙ୍ଗ୍‌ ଜିମ୍‌ରେ ବିଶ୍ଵକର୍ମା ପୂଜା ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ବିକ୍ରମ ଛକ ଠରେ ଥିବା ବିଙ୍ଗ୍‌ ଷ୍ଟ୍ରଙ୍ଗ୍‌ ଜିମ୍‌ରେ ବିଶ୍ଵକର୍ମା ପୂଜା ପାଳିତ ହୋଇଯାଇଛି । ବିଙ୍ଗ୍‌ ଷ୍ଟ୍ରଙ୍ଗ୍‌ ଜିମ୍‌ରେ ସମ୍ପୂର୍ଣ୍ଣ ରୀତିନୀତିରେ ବାବାଙ୍କ ପୂଜା ବଡ଼ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ଏଥିରେ ଜିମ୍‌ର ଶୁଭମ୍‌
Read More...

କାର୍ଯ୍ୟାଳୟ ନଥିବାରୁ ଟେଣ୍ଟ ଲଗାଇ କାମଚାଲିଛି

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଶହ ଶହ ଲୋକଙ୍କୁ ଘର ବାଣ୍ଟୁଥିବା ପଞ୍ଚାୟତର ନିଜସ୍ୱ ଘର ନାହିଁ । ରାଜ୍ୟ ସରକାର ଗ୍ରାମ ପଞ୍ଚାୟତର ଭିତ୍ତିଭୂମିର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ମୁଣ୍ଡ ଉପରେ ଛାତ ପାଇଁ ଗରିବ ଲୋକେ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ପ୍ରଧାନମନ୍ତ୍ରୀ
Read More...

ଭୋଟ ଚୋରି ଅଭିଯୋଗ ପ୍ରସଙ୍ଗ : ନିର୍ବାଚନ କମିଶନଙ୍କ କାର୍ଯ୍ୟଧାରା ଅବିଶ୍ୱାସ ଯୋଗ୍ୟ – ହେମନ୍ତ ପଣ୍ଡା

ଓଡିଶାର ତଥ୍ୟ ମାଗିଲେ ବିହାରକୁ ହସ୍ତାନ୍ତର କରାଯାଉଛି ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୋଟ ଚୋରି ଅଭିଯୋଗ ପ୍ରସଙ୍ଗ ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ଏହାକୁ ନେଇ ନିର୍ବାଚନ କମିଶନଙ୍କ କାର୍ଯ୍ୟଧାରା ଅବିଶ୍ୱାସ ଯୋଗ୍ୟ ଅଟେ ବୋଲି ବଲାଙ୍ଗିରର ବିଶିଷ୍ଟ ସୂଚନା ଅଧିକାର କର୍ମି
Read More...

ଧର୍ମପରାୟଣା ଯୋଗେଶ୍ୱରୀ ରଥଙ୍କ ଦେହାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍) : ବଲାଙ୍ଗିର ସହର ତୁଳସୀନଗର ନିବାସୀ ଧର୍ମପ୍ରାଣା ଯୋଗେଶ୍ୱରୀ ରଥ (୮୬)ଙ୍କ ମଙ୍ଗଳବାର ସନ୍ଧ୍ୟା ୭ଟା ୩୦ ମିନିଟ୍‌ ସମୟରେ ପରଲୋକ ହୋଇଯାଇଛି । ବାର୍ଦ୍ଧକ୍ୟଜନିତ କାରଣରୁ ସେ ଅସୁସ୍ଥ ଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ଜଣେ ଧର୍ମପରାୟଣା, ମିଷ୍ଟାଭାଷୀ ଓ
Read More...

କ୍ଷେତ୍ରୀୟ ସ୍ତରୀୟ -୨ ଦୌଡ଼କୁଦ ଚୟନ ପ୍ରତିଯୋଗିତା ୨୦୨୫

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକର ଦମୟନ୍ତୀ ଉଚ୍ଚ ବିଦ୍ୟାଳୟ ଠାରେ କ୍ଷେତ୍ରୀୟ ସ୍ତରୀୟ ୨ର (୧୪ ବର୍ଷ ଓ ୧୭ ବର୍ଷରୁ କମ) ଖେଳ ବାଳକବାଳିକା ମାନଙ୍କୁ ନେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି କ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲୀପ କୁମାର
Read More...

ବିଶ୍ୱ ଓଜୋନ ଦିବସ ପାଳନ

ବଲାଙ୍‌ଙ୍ଗିର, (କେପିଏନ୍‌ଏସ୍‌) : ଆଜି କୃଷ୍ଣଚୂଡା ଇକୋକ୍ଲବ, ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ବନ୍ଧପଡାଠାରେ ବିଶ୍ୱ ଓଜୋନ ଦିବସ ପାଳିତ ହୋଇଯାଇଛି । ଏ ବର୍ଷର ମୁଖ୍ୟ ବିଷୟ "ବିଶ୍ୱସ୍ତରୀୟ କାର୍ଯ୍ୟ ପାଇଁ ବିଜ୍ଞାନ" ବିଷୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଇକୋ କ୍ଲବ ମୁଖ୍ୟ ସାଧନ କର୍ମୀ
Read More...

ପଦକ ବିଜେତାଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପି.ଆର୍‌. ହାଇସ୍କୁଲ ବେଡମିଣ୍ଟନ ଇଣ୍ଡୋର ଷ୍ଟାଡିୟମରେ ଆଜି ମୁଖ୍ୟ ଅତିଥି ଭାବରେ ଏଡିଓ ସେବଶ୍ରୀ ଭୋଇ, ଡିଇଓ ପ୍ରଦୀପ କୁମାର ନାଗ, ଏଇପିଇ ପ୍ରଦୀପ ସାହୁ ଏବଂ ଜିଲ୍ଲା ବ୍ୟାଡମିଣ୍ଟନ ସମ୍ପାଦକ ସୁରୁଲାଲ ମଟାରି ଉପସ୍ଥିତ ଥିଲେ । ରାଜ୍ୟ ସ୍ତରୀୟ
Read More...

ଭୀମଡୁଙ୍ଗୁରୀରେ ବିଶ୍ୱ ଓଜୋନ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶ୍ୱ ଓଜୋନ ଦିବସ ୨୦୨୫ରେ, ବଲାଙ୍ଗିର ବନ ବିଭାଗ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟ ସହିତ ମିଶି ସୁନ୍ଦର ଭୀମଡୁଙ୍ଗୁରୀ ଇକୋ-ଟୁରିଜିମ୍ ସାଇଟ୍‌ରେ ଏହି ଗୁରୁତ୍ୱପୂର୍ଣ୍ଣ ଅବସରକୁ ପାଳନ କରିଥିଲା । ଏହି ସ୍ଥାନରେ ଏକ ସ୍ୱତନ୍ତ୍ର
Read More...