Browsing Tag

badamba news

ବ୍ଲକସ୍ତରୀୟ ମିଶନଶକ୍ତି ଋଣ ମେଳା

ବଡ଼ମ୍ବା : ଦିବ୍ୟାଙ୍ଗଙ୍କ ପାଇଁ ଉଦ୍ଧିଷ୍ଟ ସ୍ୱତନ୍ତ୍ର ବ୍ୟବସ୍ଥା (ଡିଆରଆଇ)ରେ ସେମାନଙ୍କୁ ଋଣ ପ୍ରଦାନ କରାଗଲେ ଆତ୍ମନିର୍ଭରଶୀଳ ହେବା ସହ ପରିବାର ଭରଣପୋଷଣ ପାଇଁ ଦିବ୍ୟାଙ୍ଗମାନେ ଉପକୃତ ହୋଇପାରିବେ ବୋଲି ଅନୁଷ୍ଠିତ ବ୍ଲକସ୍ତରୀୟ ଋଣମେଳାରେ ଯୋଗଦେଇ ରାଜ୍ୟର ପୂର୍ବତନ ଶିଳ୍ପମନ୍ତ୍ରୀ ତଥା
Read More...

ମହାନଦୀରେ ବୁଡ଼ିଯାଇ ଜଣେ ମୃତ

ବଡ଼ମ୍ବା : ନଦୀରେ ବୁଡ଼ିଯାଇ ଶଂଖାମେରୀ ଜାନିଗାଡ଼ିଆ ସାହିର ମୁରଲୀ ବେହେରା(୪୭)ଙ୍କ ମୃତ୍ୟୁ ଘଟିଛି । ବୁଧବାର ସକାଳେ ନିଜ ଗାଁ ସ୍ଥିତ ମହାନଦୀରେ ଗାଧୋଉଥିବା ବେଳେ ଏହି ଅଘଟଣ ଘଟିଥିବା ଗ୍ରାମବାସୀଙ୍କଠୁ ସୂଚନା ମିଳିଛି । ଏହି ଦୁଃଖଦ ଖବର ପାଇବା ପରେ ସ୍ଥାନୀୟ ସରପଞ୍ଚ ଜ୍ୟୋତ୍ସ୍ନାମୟୀ
Read More...

ଆସନ୍ତା ୨୦ ତାରିଖରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ବଡ଼ମ୍ବା : ସ୍ଥାନୀୟ ବିଧାୟକ ଦେବୀପ୍ରସାଦ ମିଶ୍ରଙ୍କ ଉପସ୍ଥିତିରେ ବ୍ଲକ ସମ୍ମିଳନୀ କକ୍ଷରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଏବଂ ୩ୟ ପର୍ଯ୍ୟାୟ ବିଦ୍ୟାଳୟ ଉନ୍ନତିକରଣ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି । ବଡ଼ମ୍ବା ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତିଙ୍କ
Read More...

ବଡମ୍ବା ମହାନଦୀରୁ ଘଡିଆଳ କୁମ୍ଭୀର ଛୁଆ ଉଦ୍ଧାର

ବଡ଼ମ୍ବା : ବଡ଼ମ୍ବା ଥାନା ଅନ୍ତର୍ଗତ ଗୋପୀନାଥପୁରରେ ମହାନଦୀରୁ ଏକ ଘଡ଼ିଆଳ କୁମ୍ଭୀର ଛୁଆ ଉଦ୍ଧାର କରାଯାଇଥିବା ଜଣାପଡିଛି । ଚଳିତ ବନ୍ୟା ପରେ ମହାନଦୀରେ ସାତକୋଶିଆ ଅଭୟାରଣ୍ୟରୁ ଅନେକ କୁମ୍ଭୀର ଭାସି ଆସିଥିବା ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ତେବେ ଏହାକୁ ମିଶାଇ ବଡ଼ମ୍ବା ଅଞ୍ଚଳରୁ ଏହିଭଳି
Read More...

ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ୩ ମୃତ

ବଡ଼ମ୍ବା : ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ବଡ଼ମ୍ବା ଥାନା ଅନ୍ତର୍ଗତ ବୀରବରପୁର ଗ୍ରାମର ଗୋଟିଏ ବୁଣାକାର ପରିବାରରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ବିଷାକ୍ତ ଖାଦ୍ୟଖାଇ ଗତକାଲି ପୁଅ ଝିଅଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି
Read More...