Browsing Tag

athamallik news

ହାଇୱାକୁ ପିିଟିଲା ହାଇୱା

ଆଠମଲ୍ଲିକ : ବିଳମ୍ବିତ ରାତ୍ରିରେ ବାଲି ଚାଲାଣ ବେଳେ ଘଟିଲା ଦୁର୍ଘଟଣା । ଜଳିଗଲା ଦୁଇ ବାଲି ବୋଝଇ ହାଇୱା । ଦୁଇ ହାଇୱା ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଖବର ଅନୁଯାୟୀ, ଶୁକ୍ରବାର ରାତି ୧୨ଟାରେ ମହାନଦୀରୁ ବାଲି ବୋଝେଇ କରି ଦୁଇ ହାଇୱା ଆଠମଲ୍ଲିକ ଅଭିମୁଖେ ଆସୁଥିଲେ । ଏହି
Read More...

କୂଅରୁ ଉଦ୍ଧାର ହେଲା ଜଙ୍ଗଲୀ ଭାଲୁ

ଆଠମଲ୍ଲିକ : କୂଅରୁ ଉଦ୍ଧାର ହେଲା ଜଙ୍ଗଲୀ ଭାଲୁ । ଉଦ୍ଧାର ପରେ ତାକୁ ଜଙ୍ଗଲରେ ଛାଡି ଦିଆଯାଇଥିବା ଜଣାପଡିଛି । ଅନୁଗୁଳ ଜିଲ୍ଲାର ବାମୁର ବନାଞ୍ଚଳର ଖଇରମୁଣ୍ଡାରେ ଏହି ଘଟଣା ଘଟିଛି । ସୂଚନା ଅନୁସାରେ ଗାଁର ସୁବାସ ଧଳଙ୍କ ବାଡ଼ି କୂଅରେ ଗତ ରାତିରେ ଏକ ଜଙ୍ଗଲୀ ଭାଲୁ କୂଅରେ ପଡି ଯାଇଥିଲା
Read More...

ମର୍ମନ୍ତୁଦ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ, ୧ ଗୁରୁତର

ଆଠମଲ୍ଲିକ : ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଥାନା ସର୍ଗିଶେଣୀ ନାଳ ନିକଟରେ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ଖବର ମିଳିଛି । ସୂଚନାଯୋଗ୍ୟ ଯେ, ସୋମବାର ସକାଳେ ଅନୁଗୋଳ ଜିଲ୍ଲା ମାଧପୁର ମନଜୋର୍ ରାସ୍ତାର ସର୍ଗିଣେଣୀ ଗାଁ
Read More...

ଧାନ ଖଳାରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ବର୍ଷକର ଅମଳ ଫସଲ

ଆଠମଲ୍ଲିକ : ଧାନ ଖଳାରେ ଭୟାବହ ଅଗ୍ନିକାଣ୍ଡ । ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଏନଏସି ଅନ୍ତର୍ଗତ ବରଙ୍ଗା ସାହିର ଭାଗଚାଷୀ ଝାଟୁ ସାହୁଙ୍କ ଧାନ ଖଳାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଖବର ପାଇ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛି । ସୂଚନାନୁଯାୟୀ, ଆଠମଲ୍ଲିକ ଏନଏସି ଅନ୍ତର୍ଗତ ବରଙ୍ଗା
Read More...

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ି ଛାତ୍ରୀ ମୃତ : ଉଦ୍ଧାର ହେଲା ମୃତଦେହ

ଆଠମଲିକ୍ : ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ି ଛାତ୍ରୀ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ଆଠମଲ୍ଲିକ ହଣ୍ଡପା ଥାନା ଅନ୍ତର୍ଗତ ବଡହୁଲା ଗ୍ରାମରେ । ପୋଖରୀରେ ବହୁ ଖୋଜା ଖୋଜି ପରେ ମୃତଦେହ ଉଦ୍ଧାର କରାଯାଇଛି । ଘଟଣାକୁ ନେଇ ଗାଁରେ ଏକ ଶୋକର ଛାୟା ଖୋଳିଯାଇଛି । ସୂଚନା ମୁତାବିକ, ଆଠମଲିକ
Read More...

ଭାଲୁ ଆକ୍ରମଣରେ ଜଣେ ଗୁରୁତର

ଆଠମଲ୍ଲିକ : ଭାଲୁ ଆକ୍ରମଣରେ ଜଣେ ଗୁରୁତର ହୋଇଥିବା ଜଣାପଡିଛି । ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ହଣ୍ଡପା ରେଞ୍ଜର ଟକବା ଗ୍ରାମର ଅମୁଲ୍ୟ ପୃଷ୍ଟିଙ୍କୁ ଏକ ଭାଲୁ ଆକ୍ରମଣ କରିଛି । ସୂଚନାନୁଯାୟୀ, ଆଠମଲ୍ଲିକ ବନଖଣ୍ଡ ହଣ୍ଡପା ରେଞ୍ଜର ଟକବା ଗ୍ରାମର ଅମୁଲ୍ୟ ପୃଷ୍ଟି ଆଜି ତାଙ୍କ ବାଡ଼ି ପଛ
Read More...

ପିକଅପ୍ ଭ୍ୟାନ୍‌ରୁ ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ଜବତ : ଡ୍ରାଇଭର୍ ଫେରାର୍

ଆଠମଲ୍ଲିକ : ପିକଅପ୍ ଭ୍ୟାନ୍‌ରୁ ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ଜବତ । ଭ୍ୟାନ୍ ଛାଡ଼ି ଡ୍ରାଇଭର୍ ଫେରାର୍ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ଅନ୍ତର୍ଗତ ରାଜିଙ୍ଗ ଗ୍ରାମରେ କେନ୍ଦୁପତ୍ର ଚାଲାଣ ହେଉଥିବା ଖବର ମିଳିବା ପରେ ବନ ବିଭାଗ ଚଢାଉ କରିଥିଲା
Read More...

ଭାଲୁ ଆକ୍ରମଣରେ ୧ ଗୁରୁତର

ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ଅନ୍ତର୍ଗତ ବାମୁରା ରେଞ୍ଜର ଷଣ୍ଢପାଳ ଗ୍ରାମରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର ଥିବା ଜଣାପଡିଛି । ଗୁରୁତରଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ, ଆଠମଲ୍ଲିକ ବନଖଣ୍ଡ ଅନ୍ତଗତ ବାମୁର ରେଞ୍ଜର ଷଣ୍ଢପାଳ
Read More...

ଡିକି ଭାଙ୍ଗି ୧ ଲକ୍ଷ ୨ ହଜାର ଟଙ୍କା ଲୁଟ୍‌ ଅଭିଯୋଗ

ଆଠଗଡ଼ : କଟକ ଜିଲ୍ଲା ନରସିଂହପୁର ମୁଖ୍ୟ ବଜାର ଉପରେ ଥିବା ୟୁକୋ ବ୍ୟାଙ୍କ ସାମ୍ନାରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ସୂଚାନା ଅନୁସାରେ ନରସିଂହପୁର ବ୍ଲକ ଅନ୍ତର୍ଗତ ଜୟମଙ୍ଗଳ ପଞ୍ଚାୟତରେ ଭତ୍ତା ବଣ୍ଟନ ପାଇଁ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଅଭେଦ କୁମାର ରାଉତରାୟ ଏକ ଲକ୍ଷ ଦୁଇ
Read More...

ବରିଷ୍ଠ ସାମ୍ବାଦିକ ପ୍ରବୋଧ କୁମାର ବିଶୋଇଙ୍କ ହୃଦ୍‌ଘାତରେ ବିୟୋଗ

ଆଠମଲ୍ଲିକ, (କେପିଏନ୍‌ଏସ୍‌) : ଆଠମଲ୍ଲିକ ଅଞ୍ଚଳର ଦୈନିକ ଖବର କାଗଜ ସୂର୍ୟ୍ୟପ୍ରଭାର ବରିଷ୍ଠ ସାମ୍ବାଦିକ ପ୍ରବୋଧ କୁମାର ବିଶୋଇ (କୁନା) ୨୩ ତାରିଖ ବୁଧବାର ମଧ୍ୟାହ୍ନରେ ହୃଦ୍‌ଘାତରେ ପରଲୋକ ଗମନ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ହୋଇଥିଲା । ଗତକାଲି ତାଙ୍କର ଅବସ୍ଥା
Read More...
error: Content is protected !!